ଡିଜାଇନିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ ସିଦ୍ଧାର୍ଥ
ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଲାଙ୍କ କ୍ୟାରିୟର ସିରିଏଲ ‘ବାଲିକା ବଧୁ‘ରୁ ଆରମ୍ଭ ହୋଇଥିଲା, ସେ ଫିଲ୍ମ ‘ହମ୍ପ୍ଟି ଶର୍ମା କି ଦୁଲହନିଆ’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୁଖ୍ୟ କଳାକାର ବରୁଣ ଧାୱନ ଏବଂ ଆଲିଆ ଭଟ୍ଟଙ୍କ ସହ ପରଦା…
ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା ଭାଟିଆ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ବ୍ୟାକ ଟୁ ବ୍ୟାକ ନିଜ ଦମଦାର ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତି ଯାଇଛନ୍ତି। କିଛି ଅଲଗା ପ୍ରୋଜେକ୍ଟର ଅଂଶ ବି ରହି ସାରିଛନ୍ତି ଅଭିନେତ୍ରୀ। ନିକଟରେ ସେ ‘ଜି କରଦା’ ପରେ ‘ଲଷ୍ଟ…
ଲକ୍ ହେଲା ‘ଓ୍ବାର ୨’ର ରିଲିଜ ଡେଟ୍ !
ବମ୍ବେ: କିଛି ମାସ ପୂର୍ବେ ଫିଲ୍ମ ‘ଓ୍ବାର ୨’କୁ ନେଇ ଘୋଷଣା କରିଥିଲେ ନିର୍ମାତା ଆଦିତ୍ୟ ଚୋପ୍ରା। ଫିଲ୍ମରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସାଉଥ୍ ଷ୍ଟାର ଜୁନିୟର ଏନ୍ଟିଆର ନଜର ଆସିବେ। ଏହାଛଡ଼ା ଅଭିନେତ୍ରୀ କିଆରା ଆଡଭାଣୀ ମୁଖ୍ୟ ଭୂମିକାରେ…
ଗୋଟିଏ ବିଜ୍ଞାପନ ପାଇଁ ମୋଟା ଅଙ୍କର ଫି’ ନିଅନ୍ତି ବଲିଉଡ୍ର ଏହି ଷ୍ଟାର
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର କଳାକାରମାନେ ଗୋଟିଏ ଗୋଟିଏ ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଫି’ ନେଇଥାନ୍ତି। ଏହି ଷ୍ଟାରମାନଙ୍କ ମଧ୍ୟରେ ସବୁଠୁ ଅଧିକ ଫି’ ବିଗ୍ ବି’ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ ଖାନ, ଅମୀର ଖାନ, ଶାହାରୁଖ…
‘ସାରା ବିଶ୍ୱକୁ କେବଳ ଶାହରୁଖ ଦରକାର’
ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ତାଙ୍କର ଆଗାମୀ ଫିଲ୍ମ ‘ଯବାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଗଷ୍ଟ ୩୧ରେ ‘ଯବାନ’ର ଟ୍ରେଲର ମୁକ୍ତିଲାଭ କରିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।…
ଭାରତରେ ‘ଜୱାନ’ର ଆଡଭାନ୍ସ ବୁକିଂ ଆରମ୍ଭ
ମୁମ୍ବାଇ: ପ୍ରଶଂସକମାନେ ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ପ୍ରଶଂସକମାନେ ଏହାର ଆଡଭାନ୍ସ ବୁକିଂ ଆରମ୍ଭକୁ ଅପେକ୍ଷା କରି ରହିଛନ୍ତି। ତେବେ କିଛି ଦିନ…
ମାଲାୟାଲମ ଟେଲି ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ପରଲୋକ
ମୁମ୍ବାଇ: ମନୋରଞ୍ଜନ ଜଗତରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ପରଲୋକ ଗଟିଛି। ଗୁରୁବାର ରାତିରେ ତାଙ୍କ ଘରୁ ତାଙ୍କର ମୃତଦେହ ମିଳିଛି। ତାଙ୍କ ମୃତ୍ୟୁ ଖବରରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
‘ମର୍ଦ୍ଦାନି ୩’ରେ ନଜର ଆସିବେ ରାଣୀ!
ମୁମ୍ବାଇ: ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ମଧ୍ୟରୁ ଜଣେ ରାଣୀ ମୁଖାର୍ଜୀ ଇଣ୍ଡଷ୍ଟ୍ରିରେ ଅନେକ ହିଟ ମୁଭି ଭେଟି ଦେଇଛନ୍ତି। ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ଓ୍ବାଇଆରଏଫ ବର୍ତ୍ତମାନ ମର୍ଦ୍ଦାନୀ ୩ର କାହାଣୀ ଉପରେ ବିଚାର କରୁଛି। ରାଣୀ ହେଉଛନ୍ତି ଏକମାତ୍ର…
ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସନ୍ନି
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଏବେ ଖୁବ ଚର୍ଚ୍ଚାରେ। ଏବେ ତାଙ୍କ ଅଭିନୀତ ମୁଭି ଗଦ୍ଦର ୨ ବକ୍ସ ଅଫିସରେ ଭଲ କଲେକ୍ସନ କରି ଚାଲିଛି। ଏଥିରେ ସନ୍ନିଙ୍କ ସହ ଅମିଶା ପଟେଲଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ନିକଟରେ…
୪ ମାସର ଗର୍ଭବତୀ ଅଛନ୍ତି ରୁବିନା!
ମୁମ୍ବାଇ: ଅଭିନେତ୍ରୀ ରୁବିନା ଦଲେକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଗତ କିଛି ଦିନ ହେବ ତାଙ୍କ ଗର୍ଭଧାରଣ ବିଷୟରେ ଖବର ଆସିଥିଲା। ନିକଟରେ ରୁବିନା ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ । ଫଟୋରେ ପ୍ରଶଂସକମାନେ…
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଟ୍ରେଲର ରିଲିଜ୍
ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍ର ଗୋଟିଏ ସପ୍ତାହ ପୂର୍ବରୁ ‘ଯବାନ’ର ଟ୍ରେଲର ରିଲିଜ ହୋଇଛି। ଶାହାରୁଖ ଦୁବାଇରୁ ଯବାନଙ୍କ…
ଗୋଟିଏ ମିନିଟ୍ରେ ନିଅନ୍ତି ୧ କୋଟି
ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରଉତେଲା ଅଭିନୟ ଜଗତରେ ଏତେ ସଫଳ ହୋଇ ପାରି ନ ଥିଲେ ମଧ୍ୟ ସେ ମଡେଲିଂରେ ଅନ୍ୟମାନଙ୍କଠାରୁ ବହୁ ଆଗରେ। ଏହା ବ୍ୟତୀତ ଅନେକ ସମୟରେ ସେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଦାମୀ ଜିନିଷ ପାଇଁ…

