ଏବେ ବି ମୁଁ ମା’ ହୋଇପାରିବି: ରାକ୍ଷୀ
ବମ୍ବେ: ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀଙ୍କ ମଧ୍ୟରୁ ରାକ୍ଷୀ ସାଓ୍ବନ୍ତ ଜଣେ। ସର୍ବଦା ନିଜର ରୋକଠୋକ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ରହିଥାନ୍ତି। ଏହି କ୍ରମରେ ଏବେ ଦ୍ୱିତୀୟ ସ୍ବାମୀ ଆଦିଲ…
ପୁଅର ଝଲକ ଦେଖାଇଲେ ଇଲିଆନା
ବମ୍ବେ: ପୁଅର ଝଲକ ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ନିଜର ସୋସିଆଲ ମିଡିଆ ପୃଷ୍ଠାରେ ସେ ପୁଅଙ୍କ ପାଦର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି। ଅଗଷ୍ଟରେ ପୁତ୍ର ସନ୍ତାନର…
‘ଗଦର ୨’ ନିର୍ଦ୍ଦେଶକଙ୍କୁ ଉପହାର ପଠାଇଲେ ପ୍ରିୟଙ୍କା-ନିକ୍
ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ୩୦୦ କୋଟିରୁ ଅଧିକ ଆୟ କଲାଣି। ସମସ୍ତେ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରୁଛନ୍ତି।…
ଜଣାଶୁଣା ହରିୟାଣା ସିଙ୍ଗର ରାଜୁ ପଞ୍ଜାବୀଙ୍କ ପରଲୋକ
ଚଣ୍ଡିଗଡ଼,୨୨।୮: ହରିୟାଣାର ଗାୟକ ରାଜୁ ପଞ୍ଜାବୀଙ୍କର୪୦ ବର୍ଷ ବୟସରେ ହରିୟାଣାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ରାଜୁ ପଞ୍ଜାବୀ ହରିୟାଣାର ହିସାର ଡାକ୍ତରଖାନାରେ କିଛି ସମୟ ଭର୍ତ୍ତି ହୋଇଥିଲେ ଏବଂ ଜଣ୍ଡିସରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ…
ପ୍ରଯୋଜନା କରିବେ ଆମିର
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଲାଲ ସିଂ ଚଢା ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ମୁଭି ପରେ ଆମିର ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ଅଭିନୟରୁ ବିରତି ନେବା ପରେ ସେ ତାଙ୍କ…
ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ
ମୁମ୍ବାଇ,,୨୨।୮: ଏବେ ମୁଭି ‘ଜେଲର’କୁ ନେଇ ପ୍ରଶଂସା ସାଉଁଟୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ରୋଲର ବି ଶିକାର ହୋଇଛନ୍ତି। ଘଟଣା ହେଉଛି ନିକଟରେ ରଜନୀକାନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ସମୟରେ ରଜନୀକାନ୍ତ ଯୋଗୀ ଆଦିତ୍ୟନାଥଙ୍କ ପାଦ…
ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଗଦର-୨’
ମୁମ୍ବାଇ: ବକ୍ସ ଅଫିସରେ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର-୨’ ଭଲ ରୋଜଗାର କରୁଛି। ଏହି ଚଳଚ୍ଚିତ୍ରଟି ଖୁବ କମ ସମୟ ମଧ୍ୟରେ ୩୦୦ କୋଟି ଅତିକ୍ରମ କରିଛ।‘ଗଦର-୨’କୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ ରହିଛି। ସେ…
ପୁଅ ଅଭିଷେକଙ୍କୁ ସାଙ୍ଗ ଭାବନ୍ତି ବିଗ୍ ବି
ଟିଭିର ସବୁଠାରୁ ଲୋକପ୍ରିୟ କୁଇଜ ଶୋ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀ ହୋଷ୍ଟ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ଲକ୍ଷ ଲକ୍ଷ ଟଙ୍କା ଜିତିଛନ୍ତି। ଏଥିସହିତ ଶୋ’ରେ ବିଗ…
କ୍ୟାଟ୍ରିନାଙ୍କ ‘ଟାଇଗର-୩’ ଭିଡିଓ ଭାଇରାଲ
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ତାଙ୍କ ଶୁଟିଂ ସେଟ୍ର ଏକ ଭିଡିଓ ଲିକ୍ ହୋଇଥିବା ଜଣାପଡ଼ିଛି। ଭିଡିଓରେ କ୍ୟାଟ୍ରିନା ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଲୋକେ…
ଆଉ ନିର୍ବାଚନ ଲଢିବେ ନାହିଁ ସନ୍ନି ଦେଓଲ
ଫିଲ୍ମ ‘ଗଦର-୨’ର ସଫଳତା ପରେ ଅଭିନେତା ସନ୍ନି ଦେଓଲ ଏକ ବଡ଼ ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ସନ୍ନି ଦେଓଲ କହିଛନ୍ତି ଯେ, ଆଉ ରାଜନୀତିରେ ମନ…
ମାଛ ଖାଇ ଚମକୁଛନ୍ତି ଐଶ୍ୱର୍ଯ୍ୟା, ଏପରି ମନ୍ତବ୍ୟ ଦେଇ ବିବାଦରେ ବିଜୟ କୁମାର
ମୁମ୍ବାଇ,୨୧ା୮: ମହାରାଷ୍ଟ୍ରର ସିନ୍ଦେ ସରକାରରେ ଜଣେ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ସିନ୍ଦେ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଡକ୍ଟର ବିଜୟ କୁମାର କହିଛନ୍ତି, ମାଛ ଖାଇବା ଦ୍ୱାରା ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଆଖି ଉଜ୍ଜ୍ୱଳ ଏବଂ ଚର୍ମ…
ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ
ମୁମ୍ବାଇ: ‘ଓଏମ୍ଜି-୨’ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ବନାରସ ତ୍ରିପାଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ବାପାଙ୍କ ମୃତ୍ୟୁକୁ ନେଇ ଅଭିନେତା ଭାଙ୍ଗିପଡିଛନ୍ତି। ବିହାରର ପୈତୃକ ଗାଁ ବଲସଣ୍ଡରେ ଅଭିନେତାଙ୍କ ବାପା ବନାରସ ତ୍ରିପାଠୀଙ୍କ…
Archives


