ମନୋରଞ୍ଜନ

ଆସିବ ‘ଧଡକନ୍‌ ୨’, ଆରମ୍ଭ ହେଲା ପ୍ରସ୍ତୁତି !

ବମ୍ବେ: ୨୦୦୦ରେ ରିଲିଜ ହୋଇଥିଲା ଫିଲ୍ମ ‘ଧଡକନ୍‌’। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ଶିଳ୍ପା ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦର୍ଶକେ ବେଶ ପସନ୍ଦ କରିଥିଲେ। କାହାଣୀଠାରୁ ଆରମ୍ଭ କରି ଏହାର ଗୀତଗୁଡ଼ିକ ବେଶ ମନଛୁଆଁ ହୋଇଥିଲା। ଆଜି ବି ଲୋକେ…

ସାଉଥ୍‌ର ଏହି ସୁନ୍ଦରୀଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିବେ ଆମିରଙ୍କ ବଡ ପୁଅ ଜୁନୈଦ !

ବମ୍ବେ: ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଖ୍ୟାତ ଆମିର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌। ସେ ୟଶରାଜ ଫିଲ୍ମସ୍‌ର ଏକ ପିରିୟଡ୍‌ ଡ୍ରାମା ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଶର୍ବରୀ ବାଘ…

ଆଇରାଙ୍କ ବାହାଘର ପାଇଁ ଆମିରଙ୍କ ପ୍ରସ୍ତୁତି, ଜାନୁୟାରୀ ୩ରେ କୋର୍ଟ ମ୍ୟାରେଜ,ବଲିଉଡର କେହି ଯୋଗ ଦେବେନି…

ମୁମ୍ବାଇ : ବଲିଉଡ ଅଭିନେତା ଆମିର ଖାନ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ରୀନା ଦତ୍ତଙ୍କ ଝିଅ ଆଇରା ଖାନଙ୍କ ବିବାହ ହେବାକୁ ଯାଉଛି। ଏନେଇ ଆମିର ଖାନଙ୍କ ଘରେ ଏକ ବଡ ଉତ୍ସବ ହେବାକୁ ଯାଉଛି। ଆଇରା ଖାନ ତାଙ୍କ…

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନେତା ଆୟୁଷ୍ମାନ ଖୁରାନା ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡରେ ଆୟୁଷ୍ମାନ ନିଜ ଅଭିନୟ ଜରିଆରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ନିକଟରେ ସେ ଫିଲ୍ମ ଡ୍ରିମ ଗାର୍ଲ-୨ରେ ମଧ୍ୟ ନିଖୁଳ ଅଭିନୟ କରିଛନ୍ତି। ଅଭିନୟ ଏବଂ ଗୀତ ଗାଇବା…

ଫି’ ବଢାଇଲେ ଶାହରୁଖ!

ଅଭିନେତା ଶାହାରୁଖ ଖାନ ବଲିଉଡର ରୋମାନ୍ସ କିଙ୍ଗ୍‌ ଭାବେ ଜଣାଶୁଣା। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି ଅଭିନେତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ସମ୍ପ୍ରତି ଶାହାରୁଖ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ତାଙ୍କ ଅଭିନୀତ ‘ଯବାନ’ ବକ୍ସ…

ଓଟିଟିରେ ରିଲିଜ୍‌ ହେବ ‘ଯବାନ’: ରାଇଟ୍ସ ବିକ୍ରି

ଶାହରୁଖ ଖାନଙ୍କ ଅଭିନୀତ ‘ଯବାନ’ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ସମସ୍ତେ ଏହାର ପଜିଟିଭ୍‌ ରିଭ୍ୟୁ ଦେଉଛନ୍ତି। ଦର୍ଶକ ଶାହାରୁଖଙ୍କ ଡବଲ ରୋଲ୍‌କୁ ବହୁତ ପସନ୍ଦ କରୁଛନ୍ତି। ‘ଯବାନ’ ଖୁବ ଶୀଘ୍ର ୪୦୦ କୋଟି ଟଙ୍କାର କ୍ଲବରେ ଯୋଗଦେବାକୁ…

ପୁଅଙ୍କ ଜନ୍ମଦିନରେ ସୁନ୍ଦର ଫଟୋ ଶେୟାର କଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ହିନ୍ଦୀ ଫିଲ୍ମର ଏମିତି ଜଣେ ଅଭିନେତା, ଯିଏ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟକୁ ସହଜରେ ଜିଣିନିଅନ୍ତି। ଯଦି ଆମେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସିଦ୍ଧ ପାରିବାରିକ ଅଭିନେତା ବିଷୟରେ କହିବା, ତେବେ ଅଜୟଙ୍କ ନାମ ଶୀର୍ଷରେ ରହିବ।…

୨୪ରେ ବିବାହ କରିବେ ପରିଣୀତି-ରାଘବ

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ କାର୍ଡ ପ୍ରକାଶ ପାଇଛି। ଉଭୟଙ୍କ ସରକାରୀ ବିବାହ ତାରିଖ ପ୍ରକାଶ ପାଇଛି। ପଞ୍ଜାବୀ ରୀତିନୀତି ଅନୁଯାୟୀ ୨୪ ସେପ୍ଟେମ୍ବରରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟଙ୍କ ସମସ୍ତ ବିବାହ…

୩୦୦ କୋଟି କ୍ଲବରେ ‘ଯବାନ’

ବଲିଉଡର କିଙ୍ଗ ଖାନ ଶାହରୁଖ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ପଠାନ’ ପରେ ‘ଯବାନ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ଇତିହାସ…

ବାପାଙ୍କୁ ହତ୍ୟା କରିଥିଲା ଡି-କମ୍ପାନୀ: ପୁଅ ଏବେ ସଙ୍ଗୀତ ଜଗତର ବାଦ୍‌ଶାହା,୧୦୦୦ କୋଟିର ମାଲିକ…

ବମ୍ବେ: ବଲିଉଡ୍‌ରେ ସୁପର କ୍ୟାସେଟ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ‘ଟି-ସିରିଜ’ ନାମରେ ବ୍ୟବସାୟ କରୁଛି। ଗୁଲସନ କୁମାର ଦୁଆ ଏହାର ପ୍ରତିଷ୍ଠାତା ଥିଲେ। ୧୯୯୭ରେ ଗୁଲସନଙ୍କ ହତ୍ୟା କରିଦିଆଯାଇଥିଲା। ଏଥିଲାଗି ‘ଡି-କମ୍ପାନୀ’ ଦାୟୀ ବୋଲି କୁହାଯାଏ। ଗୁଲଶନଙ୍କ ପରେ ତାଙ୍କ ପୁଅ ଭୂଷଣ…

ନାସିରୁଦ୍ଦିନଙ୍କୁ ବୁଢା କହିଲେ ବିବେକ

ସୁପରହିଟ୍‌ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଅନ୍ୟ ଏକ ପ୍ରେରଣାଦାୟକ କାହାଣୀ ସହିତ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ବିବେକଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଭ୍ୟାକ୍ସିନ ଓ୍ବାର୍‌’ ଖୁବ୍‌ଶୀଘ୍ର ରିଲିଜ ହେବ। ଏସବୁ ମଧ୍ୟରେ…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଅଭିନେତ୍ରୀ, ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କିଛି ନା କିଛି କାରଣକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏହି ଅଭିନେତ୍ରୀ ମୁମ୍ବାଇର ସମୁଦ୍ର କୂଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଅଭିନେତ୍ରୀଙ୍କ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ କୋଟି କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?