ମନୋରଞ୍ଜନ

ଏହି ୭ ବଲିଉଡ କଳାକାରଙ୍କ ମୃତ୍ୟୁ ବେଶ ଭୟଙ୍କର, ପାଣି ଟୋପାଏ ବି ଦେବାକୁ କେହି ନ ଥିଲେ

ବମ୍ବେ: ଆଜି ବି ରହସ୍ୟ ଘେରରେ ରହିଛି ଅନେକ ବଲିଉଡ କଳାକାରଙ୍କ ମୃତ୍ୟୁ। ହଠାତ ତାଙ୍କର ବିଦାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ଶେଷ ମୂହୁର୍ତ୍ତରେ ସେମାନେ ମଧ୍ୟ ପ୍ରିୟଜନଙ୍କ ସହ ବାର୍ତ୍ତାଳାପ ତ ଦୂରର କଥା ପାଣି ଟୋପାଏ ପାଇ…

୧୭ ବଲିଉଡ ସେଲିବ୍ରିଟିଙ୍କ ଉପରେ ଇଡ଼ି ନଜର…

ମୁମ୍ବାଇ,୧୬।୯ : ଅନଲାଇନ ବେଟିଂ ପ୍ଲାଟଫର୍ମ ମହାଦେବ ବୁକ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିତ ବର୍ଷ ଫେବୃଆରୀରେ ଦୁବାଇରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ୧୭ ଜଣ ସେଲିବ୍ରିଟିଙ୍କ ଉପରେ ଇଡି ନଜର ରହିଛି। ଇଡି…

କ୍ରିସମାସ୍‌ରେ ରିଲିଜ ହେବ ‘ଡଙ୍କି’

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’ ରିଲିଜ ପରଠାରୁ ବକ୍ସ ଅଫିସରେ ଧମାଲ କରୁଛି। ଦର୍ଶକଙ୍କ ଭରପୂର ଭଲପାଇବା ଯୋଗୁ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି। ଏହାର ସେଲିବ୍ରେଶନ ଅଭିନେତା କରୁଥିବା ବେଳେ ନିଜର…

ମା’ ହେବାକୁ ଯାଉଛନ୍ତି ରୁବିନା, ଫଟୋ ଶେୟାର କରି ଦେଲେ ସୂଚନା

ମୁମ୍ବାଇ: ଅଭିନେତ୍ରୀ ରୁବିନା ଦିଲୈକ୍‌ ମା’ ହେବାକୁ ଯାଉଛନ୍ତି। ରୁବିନା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଦେଇଛନ୍ତି। ସେ ତାଙ୍କ ସ୍ବାମୀ ଅଭିନବ ଶୁକ୍ଲାଙ୍କ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ…

ତମନ୍ନାଙ୍କ ପସନ୍ଦର ନାୟକ

ମୁମ୍ବାଇ: ବଲିଉଡରେ ଭାରତୀୟ କ୍ରିକେଟ ଦଳର କେତେଜଣ କିମ୍ବଦନ୍ତୀ ଖେଳାଳିଙ୍କ ବାୟୋପିକ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି), ସଚିନ ତେନ୍ଦୁଲକର ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ। ଆଉ ଏହି ସବୁ…

ସୀମା ଆଓ୍ବାର୍ଡ ୨୦୨୩: ଜୁନିୟର ଏନଟିଆରଙ୍କୁ ବେଷ୍ଟ ଆକ୍ଟର, ମୃଣାଳ ଠାକୁରଙ୍କୁ ବେଷ୍ଟ ଡେବ୍ୟୁ ଆଓ୍ବାର୍ଡ

ଚେନ୍ନାଇ: ଶୁକ୍ରବାର ରାତିରେ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA) ୨୦୨୩ ଅନୁଷ୍ଠିତ ହୋଇଥିଲା। କଳାକାରରେ ଭରପୁର ଥିଲା ଏହି ଇଭେଣ୍ଟ। ଦକ୍ଷିଣ ଭାରତୀୟ ସିନେମାର ସର୍ବୋତ୍ତମ ଉତ୍ସବ ପାଳନ ପାଇଁ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଚଳଚ୍ଚିତ୍ର…

‘ଯବାନ’ର ସକ୍ସେସ୍‌ ଇଭେଣ୍ଟରେ ସାମିଲ ହେଲେନି ନୟନତାରା

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ଆଟଲେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୪୦୦ କୋଟି ଟଙ୍କା ଅତିକ୍ରମ କରିଛି। ନିକଟରେ ଏହି ଚଳଚ୍ଚିତ୍ରର ସଫଳତାକୁ ପାଳନ କରିବା ପାଇଁ ମୁମ୍ବାଇରେ…

କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର

ମୁମ୍ବାଇ: ବଲିଉଡରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ଆମୀର ଖାନ୍‌ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ତଳେ ତାଙ୍କ ସହ ଏମିତି କିଛି ଘଟିଥିଲା, ଯାହା ପରେ ସେ…

ମୋ ଝିଅ ମୋ ପାଇଁ ଲକି ଚାର୍ମ: ଆତିଫ ଅସଲମ

ମୁମ୍ବାଇ: ପ୍ଲେ ବ୍ୟାକ ସିଙ୍ଗର ଆତିଫ ଅସଲମ ମ୍ୟୁଜିକ ଓ୍ବାର୍ଲଡରେ ୨୦ବର୍ଷର ଏକ ଦୀର୍ଘ ଯାତ୍ରା ଶେଷ କରିଛନ୍ତି । ଗ୍ଲୋବାଲ ସିଙ୍ଗିଙ୍ଗ ଆଇଡଲ ଭାବରେ ପ୍ରସିଦ୍ଧ ଆତିଫ ଅସଲମ ତାଙ୍କର ଉତ୍କୃଷ୍ଟ ଗୀତ ସହିତ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି।…

ମାଆଙ୍କ ପାଇଁ କାମ ମାଗୁଛନ୍ତି ଇଶା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ନାମି ନାୟିକା ହେମାମାଳିନି କିଛି ଦଶକ ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ। କେବଳ ଅଭିନୟ ନୁହେଁ ରାଜନୀତିରେ ବି ହେମା ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ଫିଲ୍ମି କ୍ୟାରିୟରରେ…

ଉର୍ଫିଙ୍କୁ ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ

ବମ୍ବେ: ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଆଉ କେତେବେଳେ କାର୍‌, ସର୍ବଦା ତାଙ୍କୁ ଭିନ୍ନ ଜିନିଷ ବ୍ୟବହାର କରି ପୋଷାକ ପ୍ରସ୍ତୁତ କରିଥିବା ଦେଖାଯାଏ। ଏବେ ସେଭଳି…

କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର, କାରଣ…

ମୁମ୍ବାଇ: ବଲିଉଡ୍‌ରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାନ୍‌ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ପୂର୍ବେ ତାଙ୍କ ସହ ଏମିତି କିଛି ଘଟିଥିଲା, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?