ସୁରକ୍ଷିତ ଭାରତ ଫେରିଲେ ନୁଶରତ
ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଫସି ରହିଥିବା ବଲିଉଡ ଅଭିନେତ୍ରୀ ନୁଶରତ ଭରୁଚା ସୁରକ୍ଷିତ ଭାରତ ଫେରିଛନ୍ତି। ନୁଶରତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଅଭିନେତ୍ରୀ ବିମାନବନ୍ଦରରୁ ବାହାରକୁ…
ପ୍ଲାଷ୍ଟିକ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ,୮।୧୦: ଗ୍ଲାମରସ ଏବଂ ସୁନ୍ଦର ଦେଖାଯିବା ପାଇଁ ଅନେକ ସେଲିବ୍ରିଟି ପ୍ଲାଷ୍ଟିକ ସର୍ଜରୀ କରନ୍ତି। ଏଥିରେ କିଏ ସଫଳ ହୋଇଥାନ୍ତି ତ ଆଉ କାହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ଆର୍ଜେଣ୍ଟିନାର ପୂର୍ବତନ ସୌନ୍ଦର୍ଯ୍ୟ ରାଣୀ ତଥା ଅଭିନେତ୍ରୀ ଜ୍ୟାକଲିନ କାରିଅରି କସମେଟିକ…
ଅମିତାଭଙ୍କୁ ପ୍ରଶଂସା କଲା ତାଲିବାନ, ସୋସିଆଲ ମିଡିଆରେ ଲେଖିଲା ଏମିତି…
ମୁମ୍ବାଇ: ବଲିଉଡ୍ର ବାଦ୍ଶାହା ଅମିତାଭ ବଚ୍ଚନଙ୍କର ବିଦେଶରେ ମଧ୍ୟରେ ଅନେକ ପ୍ରଶଂସକ ରହିଛନ୍ତି। ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଅମିତାଭଙ୍କ ପାଇଁ ଭାରତୀୟ ପ୍ରଶଂସକଙ୍କ ଭଳି ସମାନ କ୍ରେଜ୍ ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣନ୍ତି କି ଆମ ତୁମ ପରି…
ବାୟୁସେନା ଦିବସରେ ରିଲିଜ ହେଲା ‘ତେଜସ’ର ଟ୍ରେଲର
ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାଓ୍ବତ ଷ୍ଟାରର ମୁଭି ‘ତେଜସ’ର ଟିଜର ବଡ ପରଦାରେ ଆସିବା ପାଇଁ ଆକ୍ସନ ଏବଂ ରୋମାଞ୍ଚକର ଝଲକ ଦେଖାଇଛି। ଏହା ସମଗ୍ର ଦେଶରେ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛି। ଦର୍ଶକଙ୍କ ଆଗ୍ରହ ଦେଖି ନିର୍ମାତାମାନେ ଘୋଷଣା…
ମିଷ୍ଟ୍ରି ଗର୍ଲଙ୍କ ସହ ଫଟୋ ଶେୟାର କଲେ ସଲମାନ
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ କୌଣସି ନାୟିକାଙ୍କ ସହ ଦେଖିଲେ ତାଙ୍କ ପ୍ରଶଂସକଙ୍କ ମନରେ ବିବାହ କଥା ପ୍ରଥମେ ଆସିଥାଏ। ନିକଟରେ ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ମିଷ୍ଟ୍ରି ଗର୍ଲଙ୍କ…
ଇସ୍ରାଏଲ୍ରୁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ନୁଶ୍ରତ
ମୁମ୍ବାଇ: ଇସ୍ରାଏଲ୍ ଉପରେ ହମାସ୍ ଆତଙ୍କବାଦୀ ଆକ୍ରମଣ କରିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲରେ ଫସି ରହିଥିବା ବଲିଉଡ୍ ଅଭିନେତ୍ରୀ ନୁଶ୍ରତ ଭାରୁଚା ଇସ୍ରାଏଲ୍ ଛାଡ଼ିଛନ୍ତି। ଖୁବ୍ଶୀଘ୍ର ସେ ଭାରତରେ ପହଞ୍ଚିବେ ବୋଲି ତାଙ୍କ ମା’…
ଇସ୍ରାଏଲରେ ଫସିଛନ୍ତି ଅଭିନେତ୍ରୀ ନୁଶରତ, ଯୋଗାଯୋଗ କରିପାରୁନି ଟିମ୍
ବମ୍ବେ: ବର୍ତ୍ତମାନ ଇସ୍ରାଏଲରେ ଯୁଦ୍ଧ ଚାଲିଛି। ପାଲେଷ୍ଟାଇନ୍ ସମର୍ଥକ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ବେଳେ ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏସବୁ ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ନୁଶରତ ଭାରୁଚା ମଧ୍ୟ ଇସ୍ରାଏଲରେ ଫସିଥିବା ନେଇ ଖବର…
ନଭେମ୍ବର ୩ରେ ସୁସ୍ମିତାଙ୍କ ‘ଆର୍ଯ୍ୟା ୩’
ମୁମ୍ବାଇ: ବଲିଉଡ୍ର ଜଣେ ବୁଦ୍ଧିମାନ ଅଭିନେତ୍ରୀ ହେଉଛନ୍ତି ସୁସ୍ମିତା ସେନ୍। ଫିଲ୍ମ ସହିତ ସେ ଅନେକ ଓଟିଟିରେ ଧମାଲ କରୁଛନ୍ତି। ତାଙ୍କ ‘ଆର୍ଯ୍ୟା’ ୱେବ୍ ସିରିଜ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେବେ ଆର୍ଯ୍ୟାର ୩ୟ ସିଜନରେ ମଧ୍ୟ ଖୁବ୍ଶୀଘ୍ର ତାଙ୍କୁ…
ଟାଇଗର-୩: ଲିକ ହେଲା କ୍ୟାଟ୍ରିନାଙ୍କ ସିନ…
ମୁମ୍ବାଇ : ଟାଇଗର-୩ ରିଲିଜ ଦିନ ଯେତେ ପାଖେ ଆସୁଛି ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ିବାରେ ଲାଗିଛି। ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ମଧ୍ୟରେ ପୁଣି ରୋମାନ୍ସ ଦର୍ଶକ ଦେଖିବାର ସୁଯୋଗ ପାଇବେ। ତେବେ…
ପଞ୍ଜାବୀ ଗାୟିକାଙ୍କୁ ହତ୍ୟା ଧମକ
ବମ୍ବେ: ଭାରତୀୟ ବଂଶୋଦ୍ଭବ ଅନ୍ତର୍ଜାତୀୟ ପଞ୍ଜାବୀ ଗାୟିକା ଜସ୍ମିନ ସାଣ୍ଡଲାସଙ୍କୁ ହତ୍ୟା ଧମକ। ଲରେନ୍ସ ବିଶ୍ନୋଇ ନାମରେ ଗାୟିକାଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିଛି। ଏହାକୁ ନେଇ ଜସ୍ମିନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏହାଛଡ଼ା ଦିଲ୍ଲୀ ପୋଲିସ ମଧ୍ୟ ଫୋନ୍ କଲ୍ କିଏ…
ପରଦାକୁ ଫେରୁଛନ୍ତି କରୀନା
ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ତାଙ୍କର ଫିଲ୍ମକୁ ନେଇ କନ୍ଫର୍ମ କରିଛନ୍ତି। ଶନିବାର ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ଶୁଟିଂ ପାଇଁ ହାଇଦ୍ରାବାଦରେ ଥିବା ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର…
ଟ୍ରୋଲ ହେଉଛନ୍ତି ପ୍ରିୟଙ୍କାଙ୍କ ମା’
ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା। ନିଜର ପୋଷାକକୁ ନେଇ ଏବେ ତାଙ୍କୁ କଟାକ୍ଷ କରାଯାଉଛି। ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ସେ କଳାରଙ୍ଗର ଟ୍ରାନ୍ସପାରେଣ୍ଟ ଟପ୍ ସହ ଟ୍ରାଉଜର…

