ମନୋରଞ୍ଜନ

ଭାବୁକ କଲା ଚଳଚ୍ଚିତ୍ର ‘ଭାବାନ୍ତର’

ଭୁବନେଶ୍ୱର,୧୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନାରୀ ପୁରୁଷ ମଧ୍ୟରେ ଏକ ଭିନ୍ନ ସମ୍ପର୍କର ବାସ୍ନା। ଭଲପାଇବାର ଏକ ଭିନ୍ନ ମୋଡ଼। ଶ୍ରାବଣୀ ନାମ୍ନୀ ଏକ ଝିଅଟିଏ ମିଲନ ପ୍ରେମରେ ପଡ଼ନ୍ତି। ମାତ୍ର ତାଙ୍କର ବିବାହ ହୁଏ ଶ୍ରୀତମ ସହ। ବାହାଘର ପରେ ଶ୍ରାବଣୀ ଶ୍ରୀତମଙ୍କୁ ତାଙ୍କ…

ହସ୍ପିଟାଲରେ ଶେହନାଜ

ଅଭିନେତ୍ରୀ ଶେହନାଜ ଗିଲ ଆଜିକାଲି ତାଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଶେହନାଜଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏହି ଫିଲ୍ମ ସହ ସେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।…

ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ଡେଟିଂ ଚର୍ଚ୍ଚା

ମୁମ୍ବାଇ: ସାଉଥ୍‌ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କ ସହ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଡେଟିଂ ଖବର ବହୁ ଚର୍ଚ୍ଚାରେ ରହିଛି। ଉଭୟ ନିଜ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଲାଇମଲାଇଟରେ ରହିଆସିଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଚୁପ ରହିଥିବାବେଳେ…

ଶେହନାଜଙ୍କ ଡିମାଣ୍ଡ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ସୋ ବିଗ ବସ ୧୩ରେ ନଜର ଆସିଥିବା ଶେହନାଜ ଗିଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ସୋ ପରେ ଶେହନାଜ ଆଉ ପଛକୁ ଫେରି ନଥିଲେ। ସେ ସଲମାନ ଖାଁଙ୍କ ଅଭିନୀତ ମୁଭି…

ମିଷ୍ଟ୍ରି ଗର୍ଲଙ୍କ ଚେହେରା ରିଭିଲ କଲେ ସଲମାନ

ମୁମ୍ବାଇ: ଅକ୍ଟୋବର ୮, ରବିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ବଲିଉଡ ଭାଇଜାନ ସଲମାନ ଖାଁ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ଭାଇଜାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ଫଟୋ ଶେୟାର କରିଥିଲେ। ଏହି ଫଟୋରେ…

ଗାୟିକା ଜଶ୍ମିନ୍‌ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍‌ ସାଣ୍ଡଲାସ୍‌ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ଜଣାପଡିଛି।…

‘ଧକ ଧକ’ର ଟ୍ରେଲର ରିଲିଜ୍‌

ଡ୍ରାମା ଭିତ୍ତିକ ଫିଲ୍ମ ‘ଧକ ଧକ’ର ଟ୍ରେଲର ରିଲିଜ୍‌ ହୋଇଛି। ବଲିଉଡର ଦକ୍ଷ ଅଭିନେତ୍ରୀ ଫାତିମା ସାନା ଶେଖ, ଦିଆ ମିର୍ଜା, ରତ୍ନା ପାଠକ ଶାହା ଏବଂ ସଞ୍ଜନା ସାଙ୍ଗୀ ପ୍ରମୁଖ ଏଫିଲ୍ମରେ ଅଭିନୟ କରିଛନ୍ତି। ତିନି ମିନିଟର ଲମ୍ବା ଟ୍ରେଲରରେ…

ସିଙ୍ଘମ-୩ରେ ଅଜୟ, କରିନାଙ୍କ ପରେ ଏବେ ଅକ୍ଷୟଙ୍କ ଏଣ୍ଟ୍ରି…

ମୁମ୍ବାଇ : ପ୍ରଶଂସକମାନେ ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସିଙ୍ଘମ-୩ କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ସବୁଥର ପରି ଏଥର ମଧ୍ୟ ଏହି ଚଳଚ୍ଚିତ୍ରଟିକୁ ରୋହିତ ଶେଟ୍ଟି ନିର୍ଦ୍ଦେଶନା ଦେଉଛନ୍ତି। ଖବର ଅଛି କରୀନା କପୁର…

ଶାହରୁଖଙ୍କୁ ଓ୍ବାଇ+ ସୁରକ୍ଷା

ମୁମ୍ବାଇ,୯।୧୦: ବଲିଉଡ ତାରକା ଶାହାରୁଖ ଖାନଙ୍କ ହତ୍ୟା ଧମକ ମିଳିବାେ ପରେ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ତାଙ୍କ ଉପରେ ଆସୁଥିବା ବିପଦକୁ ବିଚାର କରି ମୁମ୍ବାଇ ପୋଲିସ ଶାହାରୁଖ ଖାନଙ୍କୁ ଓ୍ବାଇ + ସୁରକ୍ଷା ଦେଇଛି। ମୁମ୍ବାଇ ପୋଲିସ…

ବିବାହ କରିବେ ସଲମାନ, କିଏ ସେ ରହସ୍ୟମୟୀ, ସୋସିଆଲ ମିଡିଆରେ ଭାଇରାଲ…

ମୁମ୍ବାଇ : ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ପରେ ତାଙ୍କ ବିବାହ ବିଷୟରେ ଆଲୋଚନା ଜୋର ଧରିଛି। ବାସ୍ତବରେ, ଏହି ପୋଷ୍ଟରେ ତାଙ୍କ ସହିତ ଜଣେ ରହସ୍ୟମୟ…

ଦର୍ଶକଙ୍କ ଭାଗୀଦାରିତା ନାଟକ କ୍ଷେତ୍ରକୁ ଉତ୍ସାହିତ କରିବ

ଯେଉଁଠି ଦିନେ ନାଟକ ଶିକ୍ଷା ନେଇଥିଲେ ଆଜି ସେହି ଅନୁଷ୍ଠାନର ନିର୍ଦ୍ଦେଶକ ହୋଇଛନ୍ତି ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ। ଓଡ଼ିଆ ଏବଂ ହିନ୍ଦୀ ସିନେମା ଜଗତରେ ଖୁବ୍‌ ଜଣାଶୁଣା ଚେହେରା ଚିତ୍ତରଞ୍ଜନ ଏବେ ପ୍ରଥମ ଓଡ଼ିଆ ଭାବେ ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ର…

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ

ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଟେରେନ୍ସ ଡେଭିସଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଡିଷ୍ଟାନ୍ସ ଭଏସ୍‌, ଷ୍ଟିଲ୍‌ ଲାଇଭ୍ସ, ଦ ଡିପ୍‌ ବ୍ଲୁ ସି ଏବଂ ଦ ଲଙ୍ଗ ଡେ କ୍ଲୋଜ ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?