ମନୋରଞ୍ଜନ

୬୫ ବର୍ଷରେ ବି ବାପା ବକ୍ସ ଅଫିସରେ ହିଟ୍‌, ପୁଅଙ୍କ ଡେବ୍ୟୁ ଫିଲ୍ମ ଦେଖିବାକୁ ଆସୁନାହାନ୍ତି ଦର୍ଶକ

ବମ୍ବେ: ବାପାଙ୍କ ଫିଲ୍ମ ସୁପରହିଟ୍‌ ତ ପୁଅଙ୍କ ଫିଲ୍ମ ହେଲା ସୁପରଫ୍ଲପ। ଆମେ କହୁଛୁ ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲଙ୍କ ବିଷୟରେ। ସନ୍ନିଙ୍କ ଫିଲ୍ମ ‘ଗଦର ୨’ ରିଲିଜର ୬୦ ଦିନ ପରେ ବି ବକ୍ସ ଅଫିସରେ ହିଟ୍‌ ହୋଇ…

ରାଘବଙ୍କ ଘରେ ପରିଣିତିଙ୍କର ହେଲା ଗ୍ରାଣ୍ଡ ଓ୍ବେଲକମ

ମୁମ୍ବାଇ: ବଲିଉଡ ବିୟୁଟି ପରିଣିତି ଚୋପ୍ରା ଏବଂ ଏଏପି ଏମପି ରାଘବ ଚଢା ବିବାହ କରିବା ପରେ ବି ରହୁଛନ୍ତି ଲାଇମ ଲାଇଟରେ। ଶୁକ୍ରବାର ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ…

ନଭେମ୍ବରରେ ରିଲିଜ ହେବ ‘ଆର୍ଯ୍ୟା ୩’

ମୁମ୍ବାଇ: ବଲିଉଡର ଜଣେ ଟ୍ୟାଲେଣ୍ଟେଡ ଆକ୍ଟ୍ରେସ ହୋଉଛନ୍ତି ସୁସ୍ମିତା ସେନ। ଫିଲ୍ମ ସହିତ ସୁସ୍ମିତା ମଧ୍ୟ ଓଟିଟିରେ ଧମାଲ ସୃଷ୍ଟି କରିଛନ୍ତି। ଅଭିନେତ୍ରୀଙ୍କ ଆର୍ଯ୍ୟା ଧାରାବାହିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ‘ଆର୍ଯ୍ୟା’ର ତୃତୀୟ ସିଜନରେ ଖୁବ ଶୀଘ୍ର ସୁସ୍ମିତାଙ୍କୁ ଦେଖିବାକୁ…

ଏମିତି ଜୀବନସାଥି ଚାହୁଁଛନ୍ତି କ୍ରିତି

ମୁମ୍ବାଇ: ନିଜର ଆକ୍ଟିଂ ଟ୍ୟାଲେଣ୍ଟକୁ ନେଇ ଧିରେ ଧିରେ ବଲିଉଡ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ତିଆରି କଲେଣି ନାୟିକା କ୍ରିତି ସାନନ। ୨୦୧୪ରେ ଫିଲ୍ମ ‘ହିରୋପନ୍ଥୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପରେ ସେ ସିନେପ୍ରେମୀଙ୍କୁ ପୈସା ଓ୍ବସୁଲ…

ସମାଲୋଚନାର ଶିକାର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ ନିକଟରେ ଅନଲାଇନ ଜୁଆ ଆପ ‘ମହାଦେବ ବୁକ’ରେ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଯାଞ୍ଚ ପାଇଁ ଇଡି ପକ୍ଷରୁ ତାଙ୍କୁ ସମନ ପଠାଯାଇଥିଲା। ଅକ୍ଟୋବର ୬ରେ ଅଭିନେତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ…

ରିଲିଜ ପୂର୍ବରୁ ସଲମାନ କହିଲେ ସବୁଠୁ ଭୟଙ୍କର ହେବ ‘ଟାଇଗର’ ମିଶନ

ମୁମ୍ବାଇ: ଦୀର୍ଘ ୬ ବର୍ଷ ପରେ ପୁଣି ‘ଟାଇଗର’ ବଡ଼ ପରଦାକୁ ଫେରୁଛି। ‘ଟାଇଗର-୩’ଘୋଷଣା ହେବା ଦିନଠାରୁ ଏହି ଫିଲ୍ମକୁ ନେଇ ଏକ ବଡ଼ ଧରଣର କ୍ରେଜ୍‌ ଆସିଛି। ଏବେ ଏହି ଫିଲ୍ମର ଟିଜର ରିଲିଜ ହେବା ପରେ ଜୋର୍‌ଦାର ଚର୍ଚ୍ଚା…

ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶ୍ରଦ୍ଧା

ବମ୍ବେ: ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର। ଅଭିନେତା ଆଦିତ୍ୟ ରୟ କପୁରଙ୍କ ପରେ ଫଟୋଗ୍ରାଫର ରୋହିତ ଶ୍ରେଷ୍ଠଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେମାନଙ୍କଠାରୁ ବାଟ ଅଲଗା କରି ଶ୍ରଦ୍ଧା…

ଆଜି ରିଲିଜ୍‌ ହେବ ‘ମାଇଣ୍ଡ୍‌ ଗେମ୍‌’

ଭୁବନେଶ୍ୱର,୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଫିଲ୍ମ ଫ୍ରାଇଡେ’ରେ ଦର୍ଶକଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ କାହାଣୀର ୪ଟି ସିନେମା। ଓଡ଼ିଆ ଚଳଚ୍ଚିତ୍ର ‘ମାଇଣ୍ଡ୍‌ ଗେମ୍‌’ ଓ ‘କାଇଁଚମାଳି’କୁ ଟକ୍କର ଦେବ ବଲିଉଡ୍‌ର ‘ମିଶନ୍‌ ମଙ୍ଗରାଜ୍‌’ ଓ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ’। ବହୁ…

ରିଲିଜ ହେଲା ‘ଲିଓ’ର ଦମଦାର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଅପକମିଂ ଫିଲ୍ମ ‘ଲିଓ’ ପାଇଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜି ପ୍ରଶଂସକଙ୍କ ଅପେକ୍ଷାକୁ ଶେଷ କରି ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ…

ମହାଦେବ ଅନଲାଇନ ଗେମିଂ ମନି ଲଣ୍ଡରିଂ ମାମଲାରେ ଇଡିକୁ ମେଲ କଲେ ରଣବୀର କପୁର, ମାଗିଲେ ଦୁଇ ସପ୍ତାହ ସମୟ

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ରଣବୀର କପୁରଙ୍କ ନାମ ଆସିଥିଲା। କୁହାଯାଉଥିଲା ଯେ ଅନ୍‌ ଲାଇନ ଗେମିଂ ଆପ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ଅନେକ ଅଭିନେତା ଯୋଗ ଦେଇଥିଲେ। ଯେଉଁମାନଙ୍କ ଉପରେ ହାୱାଲା…

ଛାଡପତ୍ର ନେଇଥିବା ୪୪ ବର୍ଷୀୟ ଅଭିନେତାଙ୍କୁ ଡେଟ କରୁଛନ୍ତି ଅଦିତି

ମୁମ୍ବାଇ: ବଲିଉଡର ଜଣାଶୁଣା ଷ୍ଟାର ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ ପରସ୍ପରକୁ ଡେଟ କରୁଛନ୍ତି। ଏବେ ଏହି ର୍ୟୁମର୍ଡ କପଲ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି। ବୁଧବାର ରାତିରେ ଅଦିତି-ସିଦ୍ଧାର୍ଥ ଏକାଠି ଲରିୟଲର ଇଭେଣ୍ଟରେ ପ୍ରବେଶ କରିଥିଲେ। ଦୁହେଁ ପାପାରାଜି…

ଷ୍ଟାଣ୍ଡଅପ କମେଡିଆନ ଭାବେ ଡେବ୍ୟୁ କଲେ ରାଜ କୁନ୍ଦ୍ରା, କହିଲେ ମୋ କାମ ପୋଷାକ ପିନ୍ଧାଇବା ଖୋଲିବା ନୁହେଁ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଶିଳ୍ପା ଶେଟ୍ଟିଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରା ପୋର୍ନୋଗ୍ରାଫି ମାମଲାରେ ଫସି ରହିବା ଦିନଠାରୁ ମାସ୍କ ସହିତ ମୁହଁ ଲୁଚାଇ ରଖୁଛନ୍ତି। ଏହି ବିବାଦରେ ପଡ଼ିବା ପରେ ରାଜ କୁନ୍ଦ୍ରା ଦୀର୍ଘ ସମୟ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?