ଦୁର୍ଗାପୂଜା ପେଣ୍ଡାଲରେ ଝୁଣ୍ଟିଲେ କାଜୋଲ, ପଡ଼ିବା ପୂର୍ବରୁ ପୁଅ ୟୁଗ ଧରିଦେଲେ ହାତ…

ମୁମ୍ବାଇ : ଦୁର୍ଗା ପୂଜା ଉତ୍ସବ ମଧ୍ୟରେ ବଲିଊଡ ଅଭିନେତ୍ରୀ କାଜୋଲ ବହୁତ ବ୍ୟସ୍ତ ଅଛନ୍ତି। ଦୁର୍ଗାପୂଜା ପେଣ୍ଡାଲରେ କାଜୋଲଙ୍କୁ ଗୋଲାପୀ ରଙ୍ଗର ଲୁକରେ ଦେଖିବାକୁ ମିଳିଥିଲା। ସେ ଏହି ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ, କିନ୍ତୁ ହଠାତ ତାଙ୍କ ସହ ଏକ ଅଘଟଣ ଘଟିଥିଲା। ପେଣ୍ଡାଲ ମଞ୍ଚରେ ଝୁଣ୍ଟି ଖସିପଡିଥିଲେ। ମାତ୍ର ତାଙ୍କ ପୁଅ ୟୁଗ ତାଙ୍କ ହାତ ଧରି ପକାଇଥିଲେ। ଫଳରେ ସେ ନିଜକୁ ସମ୍ଭାଳି ନେଇଥିଲେ। ସେ ଆହତ ହୋଇଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନୂଆ ଭିଡିଓରେ କାଜୋଲଙ୍କୁ ଦୁର୍ଗାପୂଜା ପେଣ୍ଡାଲ ଭିତରେ ଗୋଲାପୀ ରଙ୍ଗର ଶାଢିରେ ଦେଖିବାକୁ ମିଳୁଛି। ଶାଢି ସହ ଏକ ସ୍ଲିଭଲେସ ବ୍ଲାଉଜ ପିନ୍ଧିଥିଲେ। ଇନଷ୍ଟାଗ୍ରାମରେ ପାପାରାଜି ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଭିଡିଓରେ କାଜୋଲ ମଞ୍ଚରୁ ଖସିପଡିଥିବାର ଦେଖିବାକୁ ମିଳୁଛି।

କାଜୋଲ ଝୁଣ୍ଟିବା ମାତ୍ରେ ତାଙ୍କ ହାତରୁ ଫୋନ ଖସି ଯାଇଥିଲା। ତେବେ ତାଙ୍କ ପୁଅ ୟୁଗ ନଇଁପଡି ଫୋନ ଉଠାଇଥିବାର ଦେଖିବାକୁ ମିଳୁଛି। ତାଙ୍କ ପାଖରେ ଠିଆ ହୋଇଥିବା ଭଉଣୀ ତନିଶା ମୁଖାର୍ଜୀ ତାଙ୍କୁ ଧରି ନେଉଛନ୍ତି। ଦୁର୍ଗା ପୂଜା ଉତ୍ସବରେ ରାନୀ ମୁଖାର୍ଜୀ, ହେମା ମାଳିନୀ ଏବଂ ତାଙ୍କ ଝିଅ ଇଶା ଦେଓଲ ଏବଂ କିଆରା ଆଡଭାନୀ ମଧ୍ୟ ଯୋଗ ଦେଇଥିଲେ। ଦର୍ଶନ ପାଇଁ ରାନୀ ଗୋଲଡେନ ବ୍ଲାଉଜ ସହିତ ଆଇଭରି ଶାଢିରେ ବହୁତ ସୁନ୍ଦର ଦେଖାଯାଉଥିଲେ। କିଆରା ଆଡଭାନୀ ଦୁର୍ଗା ପୂଜା ପାଇଁ ହାଲୁକା ସବୁଜ ରଙ୍ଗର ସୁଟ ପିନ୍ଧିଥିଲେ ।

https://www.instagram.com/reel/CyqGVY3qMcN/?utm_source=ig_embed&ig_rid=b3e4b1f0-a9e6-4420-adf5-cedaa4d8fbb3

 

https://www.instagram.com/reel/Cyp1CKdrG1a/?utm_source=ig_embed&ig_rid=0c4a98d1-4e04-4578-b18d-f74de1f35adc


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri