ମନୋରଞ୍ଜନ

‘ଗଣପଥ’ର ଫାଷ୍ଟ ଲୁକ ରିଲିଜ, ଆକ୍ସନ ଅବତାରରେ ଟାଇଗର

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ଆକ୍ଟର ଟାଇଗର ଶ୍ରଫ ଖୁବଶୀଘ୍ର ସିନେମାରେ ତାଙ୍କର ଯାଦୁ ଦେଖାଇବାକୁ ଆସୁଛନ୍ତି। ଅଭିନେତା ଖୁବଶୀଘ୍ର ରିଲିଜ ହେବାକୁ ଯାଉଥିବା ତାଙ୍କ ଆଗାମୀ ମୁଭିର ଫାଷ୍ଟ ଲୁକ ସେୟାର କରିଛନ୍ତି। ଟାଇଗରଙ୍କ ଆଗାମୀ ମୁଭିର ନାମ ହେଉଛି…

୨୫ ବର୍ଷ ପରେ କରନ୍‌ଙ୍କ ଫିଲ୍ମରେ ନଜର ଆସିବେ ସଲମାନ୍‌; ଡିସେମ୍ବରରୁ ଶୁଟିଂ

ବମ୍ବେ: ପ୍ରାୟ ୨୫ ବର୍ଷ ପରେ ଲୋକପ୍ରିୟ ବଲିଉଡ୍‌ ଫିଲ୍ମନିର୍ମାତା କରନ୍‌ ଜୋହରଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି ସୁପରଷ୍ଟାର ସଲମାନ ଖାନ୍‌। କରନ୍‌ ନିର୍ଦ୍ଦେଶନା ନ ଦେଲେ ବି ଧର୍ମା ପ୍ରଡକ୍ସନ ଅଧୀନରେ ଏହି ଆକ୍ସନ ଥ୍ରିଲର ଫିଲ୍ମଟି ନିର୍ମାଣ…

ରାଜାମୌଳିଙ୍କ ନୂଆ ମୁଭି ‘ମେଡ ଇନ ଇଣ୍ଡିଆ’

ମୁମ୍ବାଇ: ନାମୀ ନିର୍ଦ୍ଦେଶକ ଏସଏସ ରାଜାମୌଳି ତାଙ୍କ ଅଗାମୀ ଫିଲ୍ମର ଘୋଷଣା କରିଛନ୍ତି। ବାହୁବଳୀ ଓ ଆରଆରଆରର ସଫଳତା ପରେ ନିର୍ଦ୍ଦେଶକ ଏହି ପ୍ରୋଜେକ୍ଟର ଡିଟେଲ୍ସ ସେୟାର କରିଛନ୍ତି। ଫିଲ୍ମର ଟାଇଟଲ ସହ କାହଣୀ ଉପରୁ ବି ପରଦା ହଟାଇଛନ୍ତି ରାଜାମୌଳି।…

ତାମିଲ ଅଭିନେତା-ନିର୍ମାତା ବିଜୟଙ୍କ ୧୬ ବର୍ଷର ଝିଅ କଲେ ଆତ୍ମହତ୍ୟା

ହାଇଦ୍ରାବାଦ: ତାମିଲ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କ ୧୯ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ସକାଳେ ପରଲୋକ ଘଟିଛି। କୁହାଯାଉଛି ଯେ, ବିଜୟଙ୍କ ୧୬ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଚେନ୍ନାଇସ୍ଥିତ ନିବାସରେ ମୀରାଙ୍କୁ ଝଲନ୍ତା…

ଗ୍ଲୋବାଲ୍‌ ଷ୍ଟେଜ୍‌ରେ ଗୀତା ପଢିଲେ ଆୟୁଷ୍ମାନ

ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଡ୍ରିମ ଗାର୍ଲ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ନିକଟରେ ଫିଲ୍ମ ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିବା ପରେ ସେ ପ୍ରଶଂସକଙ୍କ ସହ ପାର୍ଟି କରୁଥିବା ମଧ୍ୟ ଦେଖିବାକୁ…

ସଲମାନ୍‌ଙ୍କ ସହ ନଜର ଆସିବେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ସିନେମା ଜଗତରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା। ସେ ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟ୍‌ରେ ରୁହନ୍ତି। ଫିଲ୍ମ ‘ପୁଷ୍ପା-୨’ରେ ତାଙ୍କର ଆଇଟମ୍‌ ଗୀତ ପାଇଁ…

ମିକା-ଆକାଂକ୍ଷାଙ୍କ ବ୍ରେକ୍‌ଅପ୍‌, ଗାୟକ କହିଲେ ବିବାହ ନ କରିବାର କାରଣ

ବମ୍ବେ: ନିଜର ଲଭ୍‌ଲାଇଫ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଆକାଂକ୍ଷା ପୁରୀ। କିଛି ମାସ ତଳେ ସେ ‘ସ୍ବୟମ୍ବର:ମିକା ଦି ବୋଟି’ ଶୋ’ ଜିତି ସମସ୍ତଙ୍କୁ ଚକିତ କରିଥିଲେ। ଶୋ’ ପୂର୍ବରୁ ଉଭୟ ପରସ୍ପରକୁ ଜାଣିଥିଲେ। ପରେ ଦୁହେଁ ପରସ୍ପରକୁ…

କରିନାଙ୍କ ସହ ରୋମାଣ୍ଟିକ ସିନ୍‌ କରିବା ସହଜ ନ ଥିଲା: ବିଜୟ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ବର୍ମା ତାଙ୍କ ଅପକମିଂ ମୁଭି ‘ଜାନେ ଜାନ’କୁ ନେଇ ଏବେ ବିଜି ଅଛନ୍ତି। ଏହା ଖୁବଶୀଘ୍ର ଓଟିଟିରେ ରିଲଜ ହେବାକୁ ଯାଉଛି। ଏହି ଫିଲ୍ମ ସହ କରିନା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ବିଜୟ…

ଅକ୍ଷୟଙ୍କ ସହ କାମ କରିବାକୁ ଅମଙ୍ଗ ହୁଅନ୍ତି ଏସବୁ ନାୟିକା, ମୁହଁରେ କରନ୍ତି ନା’

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ଡିମାଣ୍ଡ କାହିଁରେ କେତେ। ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ହୋଇଥାଏ ବୋଲି ନିର୍ମାତା ବିଶ୍ୱାସ କରନ୍ତି। ଏହାକୁ ନେଇ ତାଙ୍କ ସହ କାମ କରିବାକୁ ନାୟିକାମାନେ ଚାହିଁ ରହିଥାନ୍ତି।…

ଏହି ଫିଲ୍ମରେ କାମ କରିବାକୁ ଡରୁଥିଲେ ଜୁହି, ପରେ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ତାଙ୍କ ପିକ୍‌ କ୍ୟାରିୟରରେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ୯୦ ଦଶକର ଏକ ବ୍ଲକବଷ୍ଟର ଫିଲ୍ମରେ ‘ରାଧା’ ଭୂମିକାରେ ଅଭିନୟ…

ପ୍ରଭାସଙ୍କ ସାଲାର…

ମୁମ୍ବାଇ :  ପ୍ରଭାସଙ୍କ ଆକ୍ସନ ଫିଲ୍ମ ସାଲାର ଶୁଭମୁକ୍ତି ହେବାକୁ ଯାଉଛି। ଫିଲ୍ମର ଷ୍ଟାର କାଷ୍ଟରେ ପ୍ରଭାସ, ଶ୍ରୁତି ହାସନ ଅଛନ୍ତି। ଏହାର ନିର୍ଦ୍ଦେଶନା ପ୍ରଶାନ୍ତ ନୀଲ ଦେଇଛନ୍ତି। ଏହାର ସ୍କ୍ରିପ୍ଟ ପ୍ରଶାନ୍ତ ନୀଲ ଲେଖିଛନ୍ତି। ପ୍ରଭାସ ଏକ ଗ୍ୟାଙ୍ଗ ନେତା।…

୨୦ ଅକ୍ଟୋବରରେ ଗଣପତ ପାର୍ଟ-୧, ତେଜସର ଶୁଭମୁକ୍ତି…

ମୁମ୍ବାଇ : ଅକ୍ଟୋବରର ପୂଜା ବଜାରରେ ବଲିଉଡରେ ଟାଇଗର ଶ୍ରଫ ଏବଂ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମର ଶୁଭମୁକ୍ତି ହେବ। ଗଣପତ ପାର୍ଟ-୧ ଏକ ଆକ୍ସନ ସ୍ପୋର୍ଟସ ମୁଭି। ୨୦ ଅକ୍ଟୋବର, ୨୦୨୩ରେ ଏହାର ଶୁଭମୁକ୍ତି ହେବ। ଫିଲ୍ମରେ ଟାଇଗର ଶ୍ରଫ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri