Odisha Elections 2024

୨୦ ଅକ୍ଟୋବରରେ ଗଣପତ ପାର୍ଟ-୧, ତେଜସର ଶୁଭମୁକ୍ତି…

ମୁମ୍ବାଇ : ଅକ୍ଟୋବରର ପୂଜା ବଜାରରେ ବଲିଉଡରେ ଟାଇଗର ଶ୍ରଫ ଏବଂ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମର ଶୁଭମୁକ୍ତି ହେବ। ଗଣପତ ପାର୍ଟ-୧ ଏକ ଆକ୍ସନ ସ୍ପୋର୍ଟସ ମୁଭି। ୨୦ ଅକ୍ଟୋବର, ୨୦୨୩ରେ ଏହାର ଶୁଭମୁକ୍ତି ହେବ।

ଫିଲ୍ମରେ ଟାଇଗର ଶ୍ରଫ, କ୍ରିତି ସାନନ, ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ରହିଛନ୍ତି। ଏହାର ନିର୍ଦ୍ଦେଶନା ବିକାଶ ବହଲ ଦେଇଛନ୍ତି। ଫିଲ୍ମ ନିର୍ମାତା ଭାସୁ ଭାଗନାନି, ବିକାଶ ବହଲ, ଦୀପଶିଖା ଦେଶମୁଖ, ଜ୍ୟାକି ଭାଗନାନି ଅଛନ୍ତି।

ଭବିଷ୍ୟତରେ, ସହରକୁ ଭୟଭୀତ କରିଥିବା ଏକ ଶକ୍ତିଶାଳୀ ଅପରାଧିକ ସାମ୍ରାଜ୍ୟକୁ ଭାଙ୍ଗିବା ପାଇଁ ଗଣପତ ମିଶନ ଆରମ୍ଭ କରିଥିବାର ଦେଖିବାକୁ ମିଳିବ। ଶେଷରେ ଗରିବଙ୍କ ଆଶାର ସାହାରା ପାଲଟି ଯାଇଛନ୍ତି। ଏହାର ପାର୍ଟ-୨ ପରେ ନିର୍ମାଣ କରାଯିବ। ଫିଲ୍ମର ବଜେଟ ୧୫୦ କୋଟି ଟଙ୍କା ରହିଛି।

ସେହିପରି କଙ୍ଗନାଙ୍କ ଫିଲ୍ମ ତେଜସ ମଧ୍ୟ ଅକ୍ଟୋବର ୨୦ରେ ଶୁଭମୁକ୍ତି ହେବ। ଏହା ଏକ ଆକ୍ସନ ,ଦେଶପ୍ରେମ ଫିଲ୍ମ। ଏହାର ନିର୍ଦ୍ଦେଶନା ସରଭେଶ ମେୱାରା ଦେଇଛନ୍ତି। ଫିଲ୍ମର ନିର୍ମାତା ରୋନି ସ୍କ୍ରୁଓ୍ବାଲା। ଭାରତୀୟ ବାୟୁସେନାରେ ୨୦୧୬ରେ ସାମିଲ ହୋଇଥିବା ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ତେଜସ ଉପରେ ଏହା ନିର୍ମିତ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri