ମନୋରଞ୍ଜନ

ମା’ଙ୍କ ସହ ଥିବା ଏହି କୁନି ଝିଅ ଏବେ ପରିଚିତ ନାଁ , ବିବାହ ପରେ ପାଳନ କରୁଛନ୍ତି ପ୍ରଥମ ଜନ୍ମଦିନ

ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିମାନେ ବେଳେବେଳେ ଏମିତି ଫଟୋ ଶେୟାର କରିଥାନ୍ତି ଯାହାକୁ ଚିହ୍ନିବା ପ୍ରଶଂସକଙ୍କ ପାଇଁ କଷ୍ଟକର ହୋଇଥାଏ। ଏବେ ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ମଧ୍ୟ…

ପ୍ରେମିକାଙ୍କ ହାତ ଧରିଲେ ‘ମେରା ଭୋଲା ହେ ଭଣ୍ଡାରୀ’ ଫେମ୍‌ ଗାୟକ ହଂସରାଜ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ। ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ପ୍ରଭୁ ଶିବଙ୍କର…

ବଲିଉଡ ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କୁ ଡ୍ରିଙ୍କ୍ ଏବଂ ଡ୍ରାଇଭ ମାମଲାରେ ଜେଲ୍, ବହୁ ବର୍ଷ ଧରି ଚାଲିଥିଲା ମାମଲା

ମୁମ୍ବାଇ, ୨୧।୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ଦଲିପ ତାହିଲଙ୍କୁ ଡ୍ରିଙ୍କ୍ ଏବଂ ଡ୍ରାଇଭ ମାମଲାରେ ଦୁଇ ମାସ ଜେଲ ଦଣ୍ଡାଦେଶ ହୋଇଛି। ୨୦୧୮ ରେ ମୁମ୍ବାଇର ପୋଖର ଉପକଣ୍ଠ ଅଞ୍ଚଳରେ ତାହିଲଙ୍କ କାର ଅଟୋ ରିକ୍ସା ଧକ୍କାକୁ ଦେଇଥିବା ଅଭିଯୋଗ ହୋଇଥିଲା।…

ସଲମାନଙ୍କ ବଡ଼ିଗାର୍ଡ ଶେରାଙ୍କ ମା‘ଙ୍କୁ ସର୍ବସାଧାରଣ ସ୍ଥଳରେ ଅସଦାଚରଣ, ଆକ୍ସନ ମୁଡରେ ଭାଇଜାନ..

ମୁମ୍ବାଇ: ନିକଟରେ କେହି ଜଣେ ବଲିଉଡର ଭାଇଜାନ ସଲମାନ ଖାନଙ୍କ ନିକଟତମ ବ୍ୟକ୍ତିଙ୍କ ସହ ବିବାଦ କରିଛନ୍ତି। ବର୍ତ୍ତମାନ ସଲମାନ ଖାନଙ୍କ ବଡ଼ିଗାର୍ଡ ଶେରା ରାଗିଯାଇଛନ୍ତି କାରଣ ତାଙ୍କ ମା‘ ସହିତ କେହି ଅସଦାଚରଣ କରିଛନ୍ତି। ଯାହା ପରେ ଶେରା ସେହି…

କେରଲା ଷ୍ଟୋରି ପରେ ‘ଦି ନକ୍ସଲ ଷ୍ଟୋରି’ରେ ନଜର ଆସିବେ ଅଦା ଶର୍ମା

ମୁମ୍ବାଇ: ଫିଲ୍ମ କେରଲା ଷ୍ଟୋରୀ ବସ୍ତର: ଦି ନକ୍ସଲ ଷ୍ଟୋରିରେ ଅଭିନୟ କରିବାକୁ ଯାଉଛନ୍ତି ଅଦା ଶର୍ମା। ଫିଲ୍ମ ନିର୍ମାତା ବିପୁଲ ଅମୃତଲାଲ ଶାହା, ନିର୍ଦ୍ଦେଶକ ସୁଦୀପଟୋ ସେନ ଏହି ଫଇଲ୍ମଟିକୁ ପ୍ରସ୍ତୁତ କରୁଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି।…

ଅମିତାଭଙ୍କ ଅଧଘଣ୍ଟା ପୂର୍ବରୁ ଶୁଟିଂସେଟ୍‌ରେ ପହଞ୍ଚୁଥିଲେ ଶାହାରୁଖ

ମୁମ୍ବାଇ: ଦୀର୍ଘବର୍ଷ ପରେ ବିଗ୍‌ ବି’ ଅମିତାଭ ବଚ୍ଚନ ଏବଂ କିଙ୍ଗ୍‌ଖାନ୍‌ ଶାହାରୁଖ ପରଦାରେ ଏକାଠି ନଜର ଆସିଛନ୍ତି। ଏକ ବିଜ୍ଞାପନରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଉଭୟଙ୍କ କେମିଷ୍ଟ୍ରି ବି ବହୁତ ଭଲ ଥିଲା। ଏବେ ଭେଟେରାନ ନିର୍ଦ୍ଦେଶକ ଆର ବଲ୍‌କି…

ଦୁର୍ଗାପୂଜା ପେଣ୍ଡାଲରେ ଝୁଣ୍ଟିଲେ କାଜୋଲ, ପଡ଼ିବା ପୂର୍ବରୁ ପୁଅ ୟୁଗ ଧରିଦେଲେ ହାତ…

ମୁମ୍ବାଇ : ଦୁର୍ଗା ପୂଜା ଉତ୍ସବ ମଧ୍ୟରେ ବଲିଊଡ ଅଭିନେତ୍ରୀ କାଜୋଲ ବହୁତ ବ୍ୟସ୍ତ ଅଛନ୍ତି। ଦୁର୍ଗାପୂଜା ପେଣ୍ଡାଲରେ କାଜୋଲଙ୍କୁ ଗୋଲାପୀ ରଙ୍ଗର ଲୁକରେ ଦେଖିବାକୁ ମିଳିଥିଲା। ସେ ଏହି ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ, କିନ୍ତୁ ହଠାତ ତାଙ୍କ ସହ…

ନୂଆ ଫିଲ୍ମର ଘୋଷଣା କଲେ ବିବେକ ଅଗ୍ନୀହୋତ୍ରୀ, ୩ଟି ପାର୍ଟରେ ନିର୍ମାଣ କରିବେ ମହାଭାରତ

ମୁମ୍ବାଇ: ନିକଟରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦି ଭ୍ୟାକ୍ସିନ ୱାର୍‌ ରିଲିଜ ହୋଇଛି। ଏହି ଫିଲ୍ମଟି ସମାଲୋଚକମାନଙ୍କ ଠାରୁ ବହୁତ ରିଭ୍ୟୁ ଗ୍ରହଣ କରିଛି। ଭ୍ୟାକ୍ସିନ ଓ୍ବାର ପରେ ବିବେକ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି।…

ଏବେ ଭାରତରେ ବି କାମ କରିପାରିବେ ପାକିସ୍ତାନୀ କଳାକାର

ମୁମ୍ବାଇ: ବଲିଉଡରେ ଅନେକ ପାକିସ୍ତାନୀ କଳାକାର ନିଜର ଅଭିନୟର ଦମ୍‌ ଦେଖାଇଛନ୍ତି। ହେଲେ ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରେ ପଡୋଶୀ ଦେଶର କଳାକାରଙ୍କୁ ଭାରତରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ହେଲେ ଏବେ ବମ୍ବେ ହାଇକୋର୍ଟ ଏହି…

ଦିଲ୍‌ ଦେଲେ ସଲମାନ

ମୁମ୍ବାଇ: ଆଜିକାଲି ସଲମାନ ଖାନ ତାଙ୍କର ମଚ ଆଓ୍ବେଟେଡ ମୁଭି ‘ଟାଇଗର ୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟ ଲେଭଲ ଦ୍ୱିଗୁଣିତ ହୋଇଛି। ନିକଟରେ ଫିଲ୍ମର ପ୍ରଥମ ଗୀତ ’ଲେ କେ ପ୍ରଭୁ…

ଦଶହରାରେ ଆଲିଆ କିଣିଲେ ନୂଆ କାର ଦାମ୍‌ ଜାଣିଲେ…

ମୁମାଇ ୨୧।୧୦: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି। ଆଲିଆ ତାଙ୍କ ସ୍ବାମୀ ରଣବୀରଙ୍କ ସହ ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୋଗଦେଇଥିଲେ। ବର୍ତ୍ତମାନ ନବରାତ୍ରର ସମୟରେ ଆଲିଆ ଏକ ନୂତନ…

ମୁମ୍ବାଇ ଛାଡ଼ି ଚେନ୍ନାଇରେ ରହିବେ ଆମିର!

ମୁମ୍ବାଇ: ବଲିଉଡର ଅଧିକାଂଶ ସେଲିବ୍ରିଟିଙ୍କ ଘର ହେଉଛି ମୁମ୍ବାଇ। ସେମାନଙ୍କ ମଧ୍ୟରୁ ଆମିର ଖାନ୍‌ ଜଣେ। ଗତ ତିନି ଦଶକ ଧରି ସେ ଫିଲ୍ମରେ ସକ୍ରିୟ ଥିବା ବେଳେ ଏଠାରେ ହିଁ ରହି ଆସୁଥିଲେ। ହେଲେ ଏବେ ସେ ମୁମ୍ବାଇ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?