ଅକ୍ଟୋବରରେ ରିଲିଜ ହେବ ‘ତେଜସ’, ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା
ମୁମ୍ବାଇ: ଏବେ ଫିଲ୍ମ ‘ଚନ୍ଦ୍ରମୁଖୀ ୨’ ସହିତ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବକ୍ସ ଅଫିସରେ ଧମାଲ କରୁଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ତେଜସ’ ଅକ୍ଟୋବରରେ ମୁକ୍ତିଲାଭ କରିବ ଯେଉଁଥିରେ ଅଭିନେତ୍ରୀ ପୁଣି ଥରେ ଏକ ଦମଦାର ଚରିତ୍ରରେ ଅଭିନୟ କରିବେ।…
ଫୁଟପାଥରେ ଚାଲୁଥିବା ଦମ୍ପତିଙ୍କ ଉପରେ କାର୍ ଚଢ଼ାଇଦେଲେ ଅଭିନେତା, ମହିଳାଙ୍କ ମୃତ୍ୟୁ
ଦକ୍ଷିଣ ଭାରତୀୟ ସିନେମାର ଅଭିନେତା ନାଗାଭୂଷଣ ବାଙ୍ଗାଲୋରରେ ଫୁଟପାଥରେ ଚାଲୁଥିବା ଏକ ଦମ୍ପତିଙ୍କ ଉପରେ କାର୍ ଚଢ଼ାଇବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ଦୁର୍ଘଟଣାରେ ମହିଳାଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପାର୍ଟନର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ…
ଅମିତାଭଙ୍କ ୮୧ ତମ ଜନ୍ମଦିନ ପୂର୍ବରୁ ନିଲାମ ହେବ ତାଙ୍କ ସ୍ମୃତିର କିଛି ବସ୍ତୁ!
ମୁମ୍ବାଇ: ସଦି କେ ମହାନାୟକ ଅମିତାଭ ବଚ୍ଚନ ୧୧ ଅକ୍ଟୋବର ୨୦୨୩ରେ ୮୧ ବର୍ଷରେ ପଦାର୍ପଣ କରିବେ। ଏହି ଅବସରରେ ଏକ ଭିନ୍ନ ଢଙ୍ଗରେ ତାଙ୍କ ସ୍ମୃତିର କିଛି ବସ୍ତୁକୁ ନିଲାମ ମାଧ୍ୟମରେ ଉତ୍ସବ ପାଳନ କରାଯିବ। ଏହି ଉତ୍ସବ ପୂର୍ବରୁ…
‘ଘୋଷ୍ଟ’ର ଟ୍ରେଲର ରିଲିଜ୍
କନ୍ନଡ ସୁପରଷ୍ଟାର ଶିବକୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ୍ ହୋଇଛି। ଆକ୍ସନ ପ୍ୟାକ ହୋଇଥିବା ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକ ଫିଲ୍ମକୁ ନେଇ ଉତ୍ସାହିତ ହୋଇପଡିଛନ୍ତି। ଟ୍ରେଲରରେ ଶିବକୁମାରଙ୍କ ଆକ୍ସନ-ପ୍ୟାକ…
ଗୋଟିଏ ବର୍ଷରେ ୩୯ ଫିଲ୍ମ କରିଥିଲେ ଏହି ଅଭିନେତା
ମୁମ୍ବାଇ: ଅଭିନୟ ଦୁନିଆରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ଏପରି କାର୍ଯ୍ୟ କରିଛନ୍ତି, ଯାହାଙ୍କୁ ମୃତ୍ୟୁ ପରେ ମଧ୍ୟ ସେମାନେ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ଏହିପରି ଜଣେ ଅଭିନେତା ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସୁପରଷ୍ଟାର ପ୍ରେମ୍…
ସମର୍ପଣ ହେଲେ ବିଜେତା
ବମ୍ବେ: ଶେଷ ହୋଇଛି ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ଚାପ୍ଟର ୩’। ଶନିବାର ରାତିରେ ପ୍ରସାରିତ ଅନ୍ତିମ ଏପିସୋଡରେ ଶୋ’କୁ ଏହାର ବିଜେତା ମିଳିଛି। ଫାଇନାଲରେ ନୃତ୍ୟଶିଳ୍ପୀ ସମର୍ପଣ ନାମା ଟ୍ରଫି ଜିତିଛନ୍ତି। ଏଥିସହ ତାଙ୍କୁ ୧୫ ଲକ୍ଷର…
ଦମ୍ପତିଙ୍କ ଉପରେ କାର୍ ଚଢାଇଦେଲେ ପ୍ରସିଦ୍ଧ ଅଭିନେତା
କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତା ନାଗଭୂଷଣ ଜଣେ ଦମ୍ପତିଙ୍କ ଉପରେ କାର୍ ଚଢାଇ ଦେଇଛନ୍ତି। ବେଙ୍ଗାଲୁରୁରେ ଏହି ଦମ୍ପତି ରାସ୍ତାରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୁଷ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ପ୍ରସଙ୍ଗରେ…
ଫି’ କମାଇଲେ ରଣବୀର କପୁର
ମୁମ୍ବାଇ: ନିକଟରେ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନମିଲ’ର ଟିଜର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏହା ବେଶ୍ ଟ୍ରେଣ୍ଡ୍ କରୁଛି। ବର୍ତ୍ତମାନ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଏବଂ ପିଙ୍କ୍ଭିଲ୍ଲା ରିପୋର୍ଟ ଅନୁଯାୟୀ, ଫିଲ୍ମର ମୂଲ୍ୟ…
‘ଆନିମଲ’ ପାଇଁ ଫି’ କମାଇଲେ ରଣବୀର
ମୁମ୍ବାଇ: ଅଭିନେତା ରଣବୀର କପୁର ଅଭିନୀତ ‘ଆନିମଲ’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ରଣବୀରଙ୍କ ଜନ୍ମଦିନରେ ନିର୍ମାତା ଚଳଚ୍ଚିତ୍ରର…
ଅନୁଷ୍କାଙ୍କ ଦ୍ୱିତୀୟ ଗର୍ଭ ନେଇ ଚର୍ଚ୍ଚା
ମୁମ୍ବାଇ: କ୍ରିକେଟର ବିରାଟ କୋହଲି ଓ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଏବେ ପୁଣିଥରେ ଶିଶୁର କ୍ରନ୍ଦନ ଶୁଣିବାକୁ ମିଳିବ। ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ଅନୁଷ୍କା। ସେ ଏବେ ଗର୍ଭବତୀ ଥିବା ନେଇ ଏକ ରିପୋର୍ଟରୁ…
ପୁଣି ଦମ୍ ଦେଖାଇବେ ସନ୍ନି
ମୁମ୍ବାଇ: ଫିଲ୍ମ ‘ଗଦର-୨’ ମାଧ୍ୟମରେ ବଡ଼ ପରଦାକୁ ପ୍ରତ୍ୟାବର୍ତ୍ତନ କରି ସନ୍ନି ଦେଓଲ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଅତୀତରେ ‘ଗଦର -୨’ ବିଷୟରେ ସନ୍ନିଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଅଭିନେତାଙ୍କ ଆଗାମୀ ଫିଲ୍ମ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ…
ଟାଇଗର-୩ ପାଇଁ ସଲମାନଙ୍କ ପାରିଶ୍ରମିକ ୧୦୦ କୋଟିରୁ ଅଧିକ, କ୍ୟାଟରିନାଙ୍କର ୨୧ କୋଟି…
ମୁମ୍ବାଇ : ଏବେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର -୩’ ରେ ବହୁତ ବ୍ୟସ୍ତ ଅଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଥିଲା, ଯାହା ପ୍ରଶଂସକଙ୍କଠାରୁ…
Archives


