ମନୋରଞ୍ଜନ

ରଣବୀର କପୁରଙ୍କୁ ଇଡି ସମନ, ଅକ୍ଟୋବର ୬ ରେ ଅନଲାଇନ ଗେମିଂ ମାମଲାରେ ପଚରାଉଚରା…

ନୂଆଦିଲ୍ଲୀ/ମୁମ୍ବାଇ,୪।୧୦ : ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଳ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି, କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ରଣବୀର କପୁରଙ୍କୁ ଇଡିରୁ…

ଅଭିନେତ୍ରୀଙ୍କ କାର୍‌ ଧକ୍କାରେ ୨ ମୃତ

ମୁମ୍ବାଇ,୪।୧୦: ଅଭିନେତା ଗାୟତ୍ରୀ ଯୋଶୀଙ୍କ କାର୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀରେ ଯାତ୍ରା କରୁଥିବା ସମୟରେ ଗାୟତ୍ରୀ ଏବଂ ତାଙ୍କ ସ୍ବାମୀ ବିକାଶ ଓବରୟଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣା ସମୟରେ ଉଭୟ ସାର୍ଡିନାରେ ଛୁଟି…

ସୁନ୍ଦରୀ ଯେତିକି, ବିବାଦୀୟ ମଧ୍ୟ ସେତିକି; ଏକଦା ଏଫଆଇଆର୍‌ ଯାଏ ପହଞ୍ଚିଥିଲା କଥା

ବମ୍ବେ: ଟେଲିପରଦାର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ୱେତା ତିଓ୍ବାରୀ ଜଣେ। ୪୦ ପାର୍‌ କରିଥିଲେ ସୁଦ୍ଧା ତାଙ୍କଠାରେ ବୟସର ଛାପ ପଡ଼ିନାହିଁ। ଏବେ ବି ସେ ପୂର୍ବଭଳି ଗ୍ଲାମରର୍ସ ଏବଂ ହଟ୍‌ ଲାଗନ୍ତି। ଅଭିନେତ୍ରୀ ନିଜର କାମ ସହ ବ୍ୟକ୍ତିଗତ ଜୀବନକୁ…

ଅକ୍ଟୋବର ୨୬ରୁ ‘କଫି ଉଇଥ୍‌ କରନ୍‌ ସିଜନ ୮’

ବମ୍ବେ: ଆସିବ କଫି ଉଇଥ୍‌ କରନ୍‌ର ନୂଆ ସିଜନ। ସୋସିଆଲ ମିଡିଆରେ ପ୍ରୋମୋ ଶେୟାର କରି ଏନେଇ ଜଣାଇଛନ୍ତି ହୋଷ୍ଟ କରନ୍‌ ଜୋହର। ହଟ୍‌ଷ୍ଟାରରେ ଶୋ’ରର ୮ମ ସିଜନ ଅକ୍ଟୋବର ୨୬ରୁ ଷ୍ଟ୍ରିମ୍‌ ହେବ। ଏହାଛଡ଼ା ଭିଡିଓରେ କରନ୍‌ ‘ନେପୋ ବେବିଜ’…

ଗୁରୁ ରନ୍ଧାଓ୍ବାଙ୍କୁ ଡେଟ୍‌ କରୁଛନ୍ତି ଶେହନାଜ !

ବିଗ୍‌ବସ୍‌ରୁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ଶେହନାଜ ଗିଲ। ମ୍ୟୁଜିକ୍‌ ଭିଡିଓ, ମଡେଲିଂ ପରେ ଶେହନାଜ ଏବେ ଅଭିନୟଜଗତରେ ପାଦ ଥାପିଛନ୍ତି। ‘ଥ୍ୟାଙ୍କ ୟୁ ଫର କମିଂ’ ଜରିଆରେ ସେ ବଲିଉଡ ଡେବ୍ୟୁ କରିବାକୁ ଥିବା ବେଳେ ଏବେ ସେ ଏହାର ପ୍ରମୋଶନରେ…

ଏହି ଦିନ ରିଲିଜ୍‌ ହେବ ଟାଇଗର-୩ର ଧମାକାଦାର ଟ୍ରେଲର

ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍‌ ହୋଇଛି। ସଲମାନ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଆସନ୍ତ ୧୬ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବ ବୋଲି…

ଏୟାରପୋର୍ଟରେ ଖାଲି ପାଦରେ ନଜର ଆସିଲେ ରାମ ଚରଣ

ମୁମ୍ବାଇ: ଆରଆରଆର ଷ୍ଟାର ରାମ ଚରଣଙ୍କୁ ମୁମ୍ବାଇର ଏୟାରପୋର୍ଟରେ ସ୍ପଟ କରାଯାଇଛି। ଏୟାପୋର୍ଟରେ ରାମ କଳା ରଙ୍ଗର ଡ୍ରେସ ପିନ୍ଧିବା ସହ ଖାଲି ପାଦରେ ନଜର ଆସିଥିଲେ। ସେହିପରି ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରୁ ରାମଙ୍କ କିଛି ଫଟୋ ସୋସିଆଲ ମିଡିଆରେ…

ଚଳଚ୍ଚିତ୍ର ‘ରାମାୟଣ’: ରାମ, ସୀତାଙ୍କ ଭୂମିକାରେ ନଜର ଆସିବେ ରଣବୀର-ସାଇ ପଲ୍ଲଭୀ

ମୁମ୍ବାଇ: ନୀତେଶ ତିଓ୍ବାରୀଙ୍କ ଡ୍ରିମ୍‌ ଚଳଚ୍ଚିତ୍ର ‘ରାମାୟଣ’ ନିର୍ମାଣ କରିବାର ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଚରିତ୍ର ତଥା ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ଶେଷ ହୋଇଛି। ଖବର ଅନୁଯାୟୀ ବଲିଉଡ…

ସଡ଼କ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଗାୟତ୍ରୀ ଯୋଶୀ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ସହ ଫିଲ୍ମ ‘ସ୍ବଦେଶ’ରେ ନଜର ଆସିଥିବା ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ ସହ ଏକ ଦୁଃଖଦ ଘଟଣା ଘଟିଛି। ଅଭିନେତ୍ରୀ ତାଙ୍କ ସ୍ବାମୀ ବିକାଶ ଓବେରୟଙ୍କ ସହ ଇଟାଲୀ ଯାତ୍ରା କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର…

‘ଥାଲାଇଭର୍‌ ୧୭୦’ରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି, ବିଗ ବି-ରଜନୀକାନ୍ତ ୩୨ ବର୍ଷ ପରେ ଏକାଠି…

ମୁମ୍ବାଇ : ଯେତେବେଳେ ଦୁଇଜଣ ସୁପରଷ୍ଟାର ପରଦାରେ ଏକାଠି କାମ କରିବାକୁ ହାତ ମିଳାନ୍ତି, ସେମାନଙ୍କର ପ୍ରଶଂସକମାନେ ଆନନ୍ଦିତ ହୋିଥାନ୍ତି। ଦୁଇ ସୁପରଷ୍ଟାର ଏକାଠି ପରଦାରେ ଅଭିନୟ କରୁଥିବାର ଦେଖିବା ଏକ ନିଆରା ଅନୁଭୂତି, ଯାହା କ୍ୱଚିତ ଦେଖାଯାଏ। ନିକଟରେ ଦର୍ଶକମାନେ…

ଦୁବାଇରେ ଶ୍ରୀଦେବୀଙ୍କ ସହ ହୋଟେଲ୍‌ରେ କ’ଣ ଘଟିଥିଲା? ସାମ୍ନାକୁ ଆସିଲା ସେହି କାଳରାତ୍ରୀର ସତ

ବମ୍ବେ: ବଲିଉଡର ‘ଚାନ୍ଦନୀ’ ହଠାତ୍‌ ଦୁନିଆରୁ ବିଦାୟ ନେବେ ବୋଲି କେହି ବି ଭାବି ନ ଥିଲେ। ଶ୍ରୀଦେବୀଙ୍କ ଦେହାନ୍ତ ତାଙ୍କ ପ୍ରଶଂସକ, ପରିବାର ସହ ସିନେମା ଜଗତକୁ ଏକ ଗଭୀର ଆଘାତ ଦେଇଥିଲା। ୨୦୧୮ ଫେବୃଆରୀ ୨୪ରେ ଦୁବାଇରେ ସୁପରଷ୍ଟାର…

ଲୁଚିଛପି ନିର୍ବନ୍ଧ କଲେ ଉର୍ଫି !

ବମ୍ବେ: ପୁଣି ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ସର୍ବଦା ନିଜର ଅଜବ ତଥା ବୋଲ୍ଡ ପୋଷାକକୁ ନେଇ ସେ ଲାଇମଲାଇଟ୍‌ରେ ଥାନ୍ତି। ହେଲେ ଏଥର ଅନ୍ୟ କିଛି କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri