ସୁନ୍ଦରୀ ଯେତିକି, ବିବାଦୀୟ ମଧ୍ୟ ସେତିକି; ଏକଦା ଏଫଆଇଆର୍‌ ଯାଏ ପହଞ୍ଚିଥିଲା କଥା

ବମ୍ବେ: ଟେଲିପରଦାର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ୱେତା ତିଓ୍ବାରୀ ଜଣେ। ୪୦ ପାର୍‌ କରିଥିଲେ ସୁଦ୍ଧା ତାଙ୍କଠାରେ ବୟସର ଛାପ ପଡ଼ିନାହିଁ। ଏବେ ବି ସେ ପୂର୍ବଭଳି ଗ୍ଲାମରର୍ସ ଏବଂ ହଟ୍‌ ଲାଗନ୍ତି। ଅଭିନେତ୍ରୀ ନିଜର କାମ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। କେବଳ ଏତିକି ନୁହେଁ ତାଙ୍କ ବୟାନକୁ ନେଇ ମଧ୍ୟ ବିଗତ ଦିନରେ ବହୁତ ବିବାଦ ଦେଖାଯାଇଛି।

पहला विवाद - श्वेता तिवारी को अपना एक बयान काफी भारी पड़ा था. उन्होंने कहा था कि "मेरे ब्रा का साइज़ भगवान ले रहे हैं," और उनका ये वीडियो काफी वायरल हुा था. जिसका काफी विरोध किया गया था. संस्कृति बचाओ मंच के सदस्यों ने एक्ट्रेस माफी मांगने को कहा था औरस मिली जानकारी के अनुसार श्वेता के खिलाफ कानूनी कार्रवाई की मांग की थी. एक्ट्रेस के खिलाफ एफआईआर भी दर्ज की गई थी.

ଶ୍ୱେତା ଏକ ବୟାନରେ ‘ମୋ ବ୍ରା ସାଇଜ୍‌ ଭଗବାନ ନେଉଛନ୍ତି’ ବୋଲି କହିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସେ ଆଇନଜାଲରେ ଫସିଥିଲେ। ତାଙ୍କ ନାମରେ ଏଫଆଇଆର ମଧ୍ୟ କରାଯାଇଥିଲା।

दूसरा विवाद - साल 2009 में रियलिटी टीवी शो के दौरान भी श्वेता विवाद में घिर गई थीं. उस दौरान एक वीडियो वायरल हुआ था जिसमें एक्ट्रेस को बिकिनी में नहाते हुए देखा गया था. इस वीडियो के वायरल होने के बाद उन्हें लोगों की नफरत का सामना करना पड़ा था.

୨୦୦୯ରେ ଏକ ରିଆଲିଟି ଶୋ’କୁ ନେଇ ଶ୍ୱେତା ବିବାଦକୁ ଆସିଥିଲେ। ବିକିନି ପିନ୍ଧି ଗାଧୋଇବାର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଲୋକେ କଟାକ୍ଷ କରିଥିଲେ।

 तीसरा विवाद- श्वेता तिवारी का तलाक भी काफी चर्चा में रहा. एक्ट्रेस के पहले पति राजा चौधरी संग उनकी 9 साल की शादी टूटी थी. उस दौरान श्वेता तिवारी ने राजा पर दुर्व्यवहार करने का आरोप लगाया था. उस दौरान राजा ने भी उनके खिलाफ काफी कुछ कहा था.

ବିବାହ ପରେ ଛାଡ଼ପତ୍ରକୁ ନେଇ ଶ୍ୱେତା ମଧ୍ୟ ଚର୍ଚ୍ଚାରେ ରହିଥିଲେ। ତାଙ୍କ ପ୍ରଥମ ସ୍ବାମୀ ରାଜା ଚୌଧୁରୀଙ୍କ ସହ ୯ ବର୍ଷର ବିବାହ ଭାଙ୍ଗିଥିଲା। ରାଜା ଦୁର୍ବବ୍ୟହାର କରିଥିବା ଶ୍ୱେତା ଅଭିଯୋଗ କରିଥିଲେ।

 चौथा विवाद - राजा के बाद जब श्वेता ने दूसरी शादी अभिनव के साथ की तो उसका अंजाम भी अच्छा नहीं रहा. श्वेता ने अभिनव पर गंभीर आरोप लगाए और उनसे अलग होने का फैसला किया. श्वेता तिवारी को दोनों शादियों से एक-एक संतान है.

ରାଜାଙ୍କ ପରେ ଶ୍ୱେତା ଅଭିନବଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହ ମଧ୍ୟ ଭାଙ୍ଗିଥିଲା। ଉଭୟ ବିବାହରୁ ଶ୍ୱେତାଙ୍କର ଗୋଟିଏ ଲେଖାଏ ସନ୍ତାନ ରହିଛି। ଆଜି ଶ୍ୱେତା ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?