ଏମିତି ଜୀବନସାଥି ଚାହୁଁଛନ୍ତି କ୍ରିତି
ମୁମ୍ବାଇ: ନିଜର ଆକ୍ଟିଂ ଟ୍ୟାଲେଣ୍ଟକୁ ନେଇ ଧିରେ ଧିରେ ବଲିଉଡ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ତିଆରି କଲେଣି ନାୟିକା କ୍ରିତି ସାନନ। ୨୦୧୪ରେ ଫିଲ୍ମ ‘ହିରୋପନ୍ଥୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପରେ ସେ ସିନେପ୍ରେମୀଙ୍କୁ ପୈସା ଓ୍ବସୁଲ…
ସମାଲୋଚନାର ଶିକାର ହେଲେ ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ ନିକଟରେ ଅନଲାଇନ ଜୁଆ ଆପ ‘ମହାଦେବ ବୁକ’ରେ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଯାଞ୍ଚ ପାଇଁ ଇଡି ପକ୍ଷରୁ ତାଙ୍କୁ ସମନ ପଠାଯାଇଥିଲା। ଅକ୍ଟୋବର ୬ରେ ଅଭିନେତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ…
ରିଲିଜ ପୂର୍ବରୁ ସଲମାନ କହିଲେ ସବୁଠୁ ଭୟଙ୍କର ହେବ ‘ଟାଇଗର’ ମିଶନ
ମୁମ୍ବାଇ: ଦୀର୍ଘ ୬ ବର୍ଷ ପରେ ପୁଣି ‘ଟାଇଗର’ ବଡ଼ ପରଦାକୁ ଫେରୁଛି। ‘ଟାଇଗର-୩’ଘୋଷଣା ହେବା ଦିନଠାରୁ ଏହି ଫିଲ୍ମକୁ ନେଇ ଏକ ବଡ଼ ଧରଣର କ୍ରେଜ୍ ଆସିଛି। ଏବେ ଏହି ଫିଲ୍ମର ଟିଜର ରିଲିଜ ହେବା ପରେ ଜୋର୍ଦାର ଚର୍ଚ୍ଚା…
ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶ୍ରଦ୍ଧା
ବମ୍ବେ: ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର। ଅଭିନେତା ଆଦିତ୍ୟ ରୟ କପୁରଙ୍କ ପରେ ଫଟୋଗ୍ରାଫର ରୋହିତ ଶ୍ରେଷ୍ଠଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେମାନଙ୍କଠାରୁ ବାଟ ଅଲଗା କରି ଶ୍ରଦ୍ଧା…
ଆଜି ରିଲିଜ୍ ହେବ ‘ମାଇଣ୍ଡ୍ ଗେମ୍’
ଭୁବନେଶ୍ୱର,୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଫିଲ୍ମ ଫ୍ରାଇଡେ’ରେ ଦର୍ଶକଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ କାହାଣୀର ୪ଟି ସିନେମା। ଓଡ଼ିଆ ଚଳଚ୍ଚିତ୍ର ‘ମାଇଣ୍ଡ୍ ଗେମ୍’ ଓ ‘କାଇଁଚମାଳି’କୁ ଟକ୍କର ଦେବ ବଲିଉଡ୍ର ‘ମିଶନ୍ ମଙ୍ଗରାଜ୍’ ଓ ‘ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ’। ବହୁ…
ରିଲିଜ ହେଲା ‘ଲିଓ’ର ଦମଦାର ଟ୍ରେଲର
ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଅପକମିଂ ଫିଲ୍ମ ‘ଲିଓ’ ପାଇଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜି ପ୍ରଶଂସକଙ୍କ ଅପେକ୍ଷାକୁ ଶେଷ କରି ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ…
ମହାଦେବ ଅନଲାଇନ ଗେମିଂ ମନି ଲଣ୍ଡରିଂ ମାମଲାରେ ଇଡିକୁ ମେଲ କଲେ ରଣବୀର କପୁର, ମାଗିଲେ ଦୁଇ ସପ୍ତାହ ସମୟ
ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ରଣବୀର କପୁରଙ୍କ ନାମ ଆସିଥିଲା। କୁହାଯାଉଥିଲା ଯେ ଅନ୍ ଲାଇନ ଗେମିଂ ଆପ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ଅନେକ ଅଭିନେତା ଯୋଗ ଦେଇଥିଲେ। ଯେଉଁମାନଙ୍କ ଉପରେ ହାୱାଲା…
ଛାଡପତ୍ର ନେଇଥିବା ୪୪ ବର୍ଷୀୟ ଅଭିନେତାଙ୍କୁ ଡେଟ କରୁଛନ୍ତି ଅଦିତି
ମୁମ୍ବାଇ: ବଲିଉଡର ଜଣାଶୁଣା ଷ୍ଟାର ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ ପରସ୍ପରକୁ ଡେଟ କରୁଛନ୍ତି। ଏବେ ଏହି ର୍ୟୁମର୍ଡ କପଲ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି। ବୁଧବାର ରାତିରେ ଅଦିତି-ସିଦ୍ଧାର୍ଥ ଏକାଠି ଲରିୟଲର ଇଭେଣ୍ଟରେ ପ୍ରବେଶ କରିଥିଲେ। ଦୁହେଁ ପାପାରାଜି…
ଷ୍ଟାଣ୍ଡଅପ କମେଡିଆନ ଭାବେ ଡେବ୍ୟୁ କଲେ ରାଜ କୁନ୍ଦ୍ରା, କହିଲେ ମୋ କାମ ପୋଷାକ ପିନ୍ଧାଇବା ଖୋଲିବା ନୁହେଁ
ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଶିଳ୍ପା ଶେଟ୍ଟିଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରା ପୋର୍ନୋଗ୍ରାଫି ମାମଲାରେ ଫସି ରହିବା ଦିନଠାରୁ ମାସ୍କ ସହିତ ମୁହଁ ଲୁଚାଇ ରଖୁଛନ୍ତି। ଏହି ବିବାଦରେ ପଡ଼ିବା ପରେ ରାଜ କୁନ୍ଦ୍ରା ଦୀର୍ଘ ସମୟ ଧରି…
‘ଦ ଭ୍ୟାକ୍ସିନ ଓ୍ବାର୍’କୁ ପ୍ରଶଂସା କଲେ ମୋଦି
ମୁମ୍ବାଇ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ଭ୍ୟାକ୍ସିନ ଓ୍ବାର୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫିଲ୍ମ ୩୦ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। କିନ୍ତୁ ତାଙ୍କର ଏହି ଫିଲ୍ମ ବକ୍ସ ଅଫିସରେ କିଛି ବିଶେଷ କରିପାରିନାହିଁ। ନିର୍ଦ୍ଦେଶକଙ୍କ ଏହି ଆଶା…
ପ୍ରେମିକଙ୍କ ହାତ ଧରିବେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ନିର୍ବନ୍ଧ ଫଟୋ
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଏବେ ହାତକୁ ଦି’ ହାତ ହେବାରେ ଲାଗିଛନ୍ତି। ନିକଟରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏମ୍ପି ରାଘବ ଚଢ଼ାଙ୍କୁ ବିବାହ କରିଥିବା ବେଳେ ଟିଭି ଅଭିନେତା ଅମିତ ଟଣ୍ଡନ ୧୬ ବର୍ଷ ପରେ ପୁଣିଥରେ ତାଙ୍କ ସ୍ତ୍ରୀ ରୁବି…
ଏହି କାରଣରୁ ଆଜି ପର୍ଯ୍ୟନ୍ତ କଶ୍ମୀର ଯାଇନାହାନ୍ତି କିଙ୍ଗ୍ ଖାନ
ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ଆଜିକାଲି ତାଙ୍କ ଚଳଚ୍ଚିତ୍ର ‘ଯବାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ୩୫ ବର୍ଷ ଧରି ବଲିଉଡର ଏକ ଅଂଶ ହୋଇ ରହିଆସିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦୦ଟି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଅଭିନେତା…
Archives


