Odisha Elections 2024

ମନୋରଞ୍ଜନ

ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ଖୁସିର କଥା ହେଲା, ଏହାର ଶୁଟିଂ ଓଡ଼ିଶାରେ...

ଜ୍ୟାକଲିନଙ୍କ ପାଇଁ ପ୍ରେମ ପତ୍ର ଲେଖିଲେ ସୁକେଶ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରିଲେସନଶିପର ଚର୍ଚ୍ଚା ସବୁବେଳେ ହୋଇ ଆସୁଛି। ସୁକେଶ ଗିରଫ ହେବା ପରେ ଜ୍ୟାକଲିନ ବି ଅଡୁଆରେ ପଡି ଯାଇଛନ୍ତି। ତିହାର ଜେଲରେ ବନ୍ଦ ଥିବା ସୁକେଶ ସବୁବେଳେ...

ବେହୋସ ହେବା ପର୍ଯ୍ୟନ୍ତ ବାପା ମୋତେ ମାରୁଥିଲେ: ଉର୍ଫି

ମୁମ୍ବାଇ: ଉର୍ଫି ଯାଭେଦ ଏବେ ଏକ ଚର୍ଚ୍ଚିତ ଚେହେରା। ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଥାଆନ୍ତି। ଆକ୍ଟ୍ରେସରୁ ସୋସିଆଲ ମିଡିଆ ସେନସେସନ ହୋଇଥିବା ଉର୍ଫି ପରେ ପପୁଲାରିଟି ହାସଲ କରିଥିଲେ। ତାଙ୍କ ପିଲାଦିନର...

ପାରିକରିବେ ଭୋଳାଶଙ୍କର ୨

ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ‘ପାରିକରିବେ ଭୋଳାଶଙ୍କର ୨’ ଚଳିତ ମାସ ୯ ତାରିଖ ଅର୍ଥାତ ଆଜି ପ୍ରସାରିତ ହେବ। ଅନ୍ୟତମ ଦର୍ଶକାଦୃତ ଚ୍ୟାନେଲ ଜୀ ସାର୍ଥକରେ ଏହାକୁ ସନ୍ଧ୍ୟା ୬.୩୦ରେ ଦେଖିବାକୁ...

ଇମୋଶନାଲ ପ୍ରିୟଙ୍କା

ଦିନ ଥିଲା ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ ହେଉଥିଲେ। ହେଲେ ସେ ହଲିଉଡ୍‌ରେ ସୁଯୋଗ ପାଇବା ପରେ ତାଙ୍କୁ ଆଉ ହିନ୍ଦୀ ସିନେମାରେ ଦେଖିବାକୁ ମିଳି ନ ଥିଲା। ହଲିଉଡ୍‌ ଗାୟକ ନିକ୍‌ ଜୋନାସ୍‌ଙ୍କ...

ଛୋଟପିଲାର ସ୍ବପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌, ଟଲିଉଡ୍‌ ଷ୍ଟାର ଦଗ୍ଗୁବତି ଭେଙ୍କଟେଶ ଏବଂ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ବଲିଉଡ୍‌ ମୁଭି ‘କିସି କି ଭାଇ କିସି କି ଜାନ୍‌’ର ଗୀତ ୟେତମ୍ମା ରିଲିଜ୍‌ ପରେ ପରଦାକୁ ଆସିଛି। ଏହି...

ଶୁଟିଂକୁ ଫେରିବା ପାଇଁ ବିଗ୍‌ ବି’ଙ୍କୁ ସମୟ ଲାଗିବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ନିକଟରେ ଶୁଟିଂସେଟ୍‌ରେ ଆହତ ହୋଇଥିଲେ। ବର୍ତ୍ତମାନ ଖବର ଆସୁଛି କି ତାଙ୍କୁ ସେଟ୍‌କୁ ଫେରିବା ପାଇଁ ଆହୁରି ସମୟ ଲାଗିବ। ଗତ ସପ୍ତାହରେ ସେ ଘରୁ ବାହାରକୁ ଆସିଥିଲେ ଏବଂ ମାସେ ପୂର୍ବରୁ...

‘ପୁଷ୍ପା ୨’ ପୋଷ୍ଟରର ମଜାକ ଉଡାଇଲେ ବଲିଉଡ ଅଭିନେତା

ମୁମ୍ବାଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ତାଙ୍କ ମୁଭି ‘ପୁଷ୍ପା ୨’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ୭ ଏପ୍ରିଲ ଅର୍ଥାତ୍‌ ଶୁକ୍ରବାର ଅଭିନେତା ଏହି ଫିଲ୍ମର ପୋଷ୍ଟରର ଝଲକ ଦେଖାଇଛନ୍ତି। ଏଥିରେ ଅଭିନେତାଙ୍କ ଖତରନାକ ଲୁକ ନଜର ଆସିଛି। ଏହାପରେ...

ସ୍ବପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡର ମୋଷ୍ଟ ଆଓ୍ବେଟେଡ ମୁଭି ‘କିସି କା ଭାଇ କିସି କି ଜାନ’ର ଗୀତ ‘ୟେଂତମ୍ମା’ ରିଲିଜ ହେବା ପରେ ପରେ ଚର୍ଚ୍ଚାକୁ ଆସିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ସଲମାନ ଖାଁ ସାଉଥ ଇଣ୍ଡିଆନ ଲୁକରେ ସାଉଥର...

ମା’ ହେଲେ ଅଭିନେତ୍ରୀ ନେହା ମର୍ଦା

ମୁମ୍ବାଇ: ଛୋଟ ପରଦାରେ ନଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନେହା ମର୍ଦା ବିବାହର ୧୦ ବର୍ଷ ପରେ ମା’ ହୋଇଛନ୍ତି। ଶୁକ୍ରବାର ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ନେହାଙ୍କର ପ୍ରି-ମେଚ୍ଚୋର ଡେଲିଭରୀ ହୋଇଛି।...

ଟାଇମ ୧୦୦ର ଶୀର୍ଷ ତାଲିକାରେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ‘ପଠାନ୍‌’ସାରା ଦେଶରେ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହରୁଖ ନିଜ ନାଁକୁ ଟାଇମ ୧୦୦ତାଲିକାର ଶୀର୍ଷରେ ସ୍ଥାନିତ କରିଛନ୍ତି। କେବଳ ଏତିକି ନୁହେଁ, ସେ ଫୁଟବଲ ଖେଳାଳି ଲିଓନେଲ ମେସି, ପ୍ରିନ୍ସ...

ହତ୍ୟା ଧମକ ମଧ୍ୟରେ ବୁଲେଟ ପ୍ରୁଫ ଗାଡି କିଣିଲେ ସଲମାନ

ମୁମ୍ବାଇ: ଗତ କିଛି ମାସ ହେବ ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ହତ୍ୟା ଧମକ ମିଳୁଛି। ଲରେନ୍ସ ବିଶ୍ନୋଇ ଓ ତାଙ୍କ ଗ୍ୟାଙ୍ଗ ପକ୍ଷରୁ ଏହି ହତ୍ୟା ଧମକ ଦିଆଯାଇଛି। ଲଗାତାର ମିଳୁଥିବା ଧମକ ପରେ ଅଭିନେତାଙ୍କୁ ଓ୍ବାଇ ପ୍ଲସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri