ମନୋରଞ୍ଜନ

ଏକ୍ସ ହଜବ୍ୟାଣ୍ଡ ଅରବାଜଙ୍କ ବିବାହ ସମୟରେ କ’ଣ କରୁଥିଲେ ମଲାଇକା? ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ନାୟକ ଅରବାଜ ଖାଁ ତାଙ୍କ ଗର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରଛନ୍ତି। ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ବିବାହ, ଏହା ପୂର୍ବରୁ ସେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି। ତାଙ୍କ ପୁଅ…

ଖ୍ରୀଷ୍ଟମାସରେ ପ୍ରଶଂସକଙ୍କୁ ଉପହାର ଦେଲେ ଆଲିଆ -ରଣବୀର

ମୁମ୍ବାଇ: ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏହି ଦମ୍ପତି ସେମାନଙ୍କ ପ୍ରିୟ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି। ଏହି ଦମ୍ପତିଙ୍କ ପ୍ରଶଂସକମାନେ ସେମାନଙ୍କର ଛୋଟ ରାଜକୁମାରୀଙ୍କ ଚେହେରା ଦେଖିବାକୁ…

ବାପାଙ୍କ ବିବାହରେ ସରପ୍ରାଇଜ୍‌ ଦେଲେ ପୁଅ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ଦମ୍ପତି ଭଉଣୀ ଅର୍ପିତା ଖାନଙ୍କ ଘରେ ବିବାହ କରିଥିଲେ। ଅନେକ ବଲିଉଡ ତାରକା ଅରବାଜ-ଶୌରାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଦୁହିଁଙ୍କ ବିବାହର ଫଟୋ…

ଭାଇବୋହୂଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କରିଥିଲେ। ଅରବାଜ-ଶୌରାଙ୍କ ବିବାହ ଭଉଣୀ ଅର୍ପିତା ଖାନଙ୍କ ଘରେ ହୋଇଥିଲା। ସଲମାନଙ୍କ ବ୍ୟତୀତ ଅନେକ ତାରକା ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହର…

‘ମାମୁନି ଚରିତ୍ରରୁ ମୋର ପରିଚୟ’

ଅଭିନେତ୍ରୀ ସମର୍ପିତା ଦାଶଙ୍କ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ନିକଟରେ ରିଲିଜ ହୋଇଯାଇଛି। ସ୍ଥିତି ପଟ୍ଟନାୟକ ଚରିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ସମର୍ପିତାଙ୍କୁ ନେଇ ଏବେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚାଲିଛି ଚର୍ଚ୍ଚା। ଏହି ନବାଗତା ନାୟିକାଙ୍କ ଅଭିନୟ ଯାତ୍ରା ଆରମ୍ଭରୁ…

ଦେଶର ସବୁଠାରୁ ମହଙ୍ଗା ଗୀତିକାର, ଗୋଟିଏ ଗୀତ ଲେଖିବାକୁ ନେଉଛନ୍ତି ୨୦ ଲକ୍ଷ ଟଙ୍କା!

ମୁମ୍ବାଇ: ସେହି ଦିନ ସବୁ ଅତିତ ହେଲାଣି ଯେଉଁ ଦିନ କେବଳ ଅଭିନେତା ଏବଂ ଅଭିନେତ୍ରୀମାନେ ଚଳଚ୍ଚିତ୍ରରେ କାମ କରିବା ପାଇଁ ବିପୁଳ ଫି ଆଦାୟ କରୁଥିଲେ। ସଂଗୀତକାର ଏବଂ ଗୀତିକାରମାନେ ମଧ୍ୟ ଭାରତୀୟ ସିନେମାର ଉନ୍ନତିରୁ ବହୁ ଉପକୃତ ହୋଇଛନ୍ତି।…

ବାହା ହେଲେ ଅରବାଜ, କନଫର୍ମ କଲେ ରବିନା

ମୁମ୍ବାଇ: ଅଭିନନ୍ଦନ! ଅରବାଜ ଖାନ ଏବଂ ଶୌରା ଖାନ ବର୍ତ୍ତମାନ ସାତ ଜନ୍ମର ସାଥି ହୋଇଛନ୍ତି। ୫୬ ବର୍ଷିୟ ଅରବାଜ ଖାନ ୪୧ବର୍ଷିୟ ଶୌରାଙ୍କ ସହ ବିବାହ କରିଛନ୍ତି। ଏହି ସୂଚନା ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ ଦେଇଛନ୍ତି।…

ଦୁଇ ବର୍ଷର ଝିଅ ମାଳତିକୁ ଘୋଡ଼ା ଚଢା ଶିଖାଉଛନ୍ତି ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ପିସି ତାଙ୍କ ପରିବାରର ଫଟୋ କ୍ରମାଗତ ଭାବେ ଶେୟାର କରୁଥିବାକୁ ଏହା ଭାଇରାଲ ହେଉଛ। ପୁଣି ଥରେ ଦେଶୀ ଗର୍ଲ ତାଙ୍କ…

ହର ହର ଶମ୍ଭୁ ପରେ ଜିତୁ ଶର୍ମାଙ୍କ ‘ମେରେ ରାଜା ମେରେ ରାମ ଗୀତ’ ହେଉଛି ଭାଇରାଲ

କେନ୍ଦୁଝର,୨୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଭୁ ରାମଙ୍କ ଉପରେ ଆଧାରିତ ଜିତୁ ଶର୍ମା ଗାଇଥିବା ଗୀତ ‘ମେରେ ରାଜା ମେରେ ରାମ, ମେରା ଦେଶ ମେରି ଜାନ, ମେରେ ଶିବ ହେ ମେରେ ପ୍ରାଣ, ମେରା ଭାରତ ମେରି ସାନ…’ ସୋସିଆଲ ମିଡିଆରେ…

ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ହେଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମ ଖ୍ରୀଷ୍ଟମାସ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ରାଘବ ଚଢାଙ୍କ ସହ ସେ ଲଣ୍ଡନରେ ପହଞ୍ଚିଛନ୍ତି। ସେଠାରୁ ରୋମାଣ୍ଟିକ ଫଟୋ ଶେୟାର କରି ରାଘବଙ୍କ ପାଇଁ ଏକ ସୁନ୍ଦର ନୋଟ ଲେଖିଛନ୍ତି। ପରିଣୀତି…

ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା ଉପରେ ଖୁସି ହୋଇଛନ୍ତି, ତାଙ୍କ କ୍ୟାରିୟର ଗଢ଼ି ଦିଅନ୍ତି। ହେଲେ ଯଦି ସେ କାହା…

ରକୁଲ ପ୍ରୀତ୍‌ଙ୍କ ଶାଢ଼ି ଲୁକ୍‌ କରୁଛି ପାଗଳ

ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତ୍ରୀ ରକୁଲ ପ୍ରୀତ୍‌ ବହୁତ ଆକ୍ଟିଭ୍‌। ଯେଉଁଥିପାଇଁ ରକୁଲଙ୍କ ଫଟୋ ଏବଂ ଭିଡିଓ ପ୍ରାୟତଃ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଭାଇରାଲ ହେଉଛି। ଶନିବାର ରକୁଲ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?