ମନୋରଞ୍ଜନ

କଙ୍ଗନା ନୁହନ୍ତି ବରଂ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ହ୍ରିତିକ୍‌, ଦେଇଥିଲେ ୨ କୋଟି ଟଙ୍କାର ଉପହାର

ମୁମ୍ବାଇ: ଆଜିକାଲି ଅଭିନେତା ହ୍ରିତିକ ରୋଶନଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା। ନିକଟରେ ଅଭିନେତାଙ୍କ ଆଗାମୀ ଫିଲ୍ମ ‘ଫାଇଟର୍‌’ର ଗୀତ ମୁକ୍ତିଲାଭ କରିଥିଲା। ଯାହା ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ୍‌ କରିଥିଲା। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ହ୍ରିତିକ୍‌ଙ୍କ…

ଝିଅଙ୍କ ସହ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କଲେ ରବିନା, ଶିଳ୍ପା କହିଲେ-ଅଦ୍ଭୁତ

ବମ୍ବେ: ଅଭିନେତ୍ରୀ ହେଲେ ହେଁ ବେଶ ଧାର୍ମିକ। ଆମେ କହୁଛୁ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ନିକଟରେ ସେ ଝିଅ ରାଶାଙ୍କ ସହ ୧୨ ଜୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରା ଭକ୍ତିପୂର୍ଣ୍ଣ ଥିଲା ବୋଲି ଅଭିନେତ୍ରୀ କିଛି…

୧୧ ବର୍ଷ ପରେ ବ୍ରେକ୍‌ଅପ୍‌, ପ୍ରେମିକା ତାନ୍ୟାଙ୍କଠାରୁ ଅଲଗା ହେଲେ ସୁନୀଲ ସେଟ୍ଟୀଙ୍କ ପୁଅ!

ବମ୍ବେ: ୧୧ ବର୍ଷର ପ୍ରେମ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକା ତାନ୍ୟା ଶ୍ରଫଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ। ଏହାକୁ ୨ମାସରୁ ଅଧିକ ସମୟ ହୋଇସାରିଛି। ଏପରିକି ଦୁହେଁ ଏବେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା…

ଭିନ୍‌ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ହଲିଉଡ ଅଭିନେତା ଭିନ୍‌ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାଲିଫର୍ଣ୍ଣିଆ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ପ୍ରମାଣିତ…

ପାର୍ଟିରେ ଅଭିଷେକଙ୍କୁ ଆଲିଙ୍ଗନ କଲେ ସଲମାନ୍‌; ଭିଡିଓ ଭାଇରାଲ ପରେ ବଢ଼ୁଛି ଚର୍ଚ୍ଚା

ବମ୍ବେ: ବଲିଉଡରେ ଐଶ୍ୱର୍ଯ୍ୟା ରାୟ-ସଲମାନ ଖାନ୍‌ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଏକ ସମୟରେ ଦୁହେଁ ଚର୍ଚ୍ଚିତ ଯୋଡ଼ି ଥିଲେ। ହେଲେ ଐଶ୍ୱର୍ଯ୍ୟା ବାଟ ଅଲଗା କରିବା ପରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏବେ ଦୁହିଁଙ୍କ ଝିଅ…

ଶୁଭେଚ୍ଛା! ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍‌, ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌। ମଲାଇକା ଅରୋରାଙ୍କଠାରୁ ଛାଡ଼ପତ୍ର ଏବଂ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ଅଭିନେତାଙ୍କୁ ଜୀବନସାଥୀ ମିଳିଛନ୍ତି। ୫୬ ବର୍ଷୀୟ ଏହି ଅଭିନେତା ଡିସେମ୍ବର ୨୪ରେ ପ୍ରେମିକା ଶେରା…

ଜ୍ୟାକଲିନଙ୍କୁ ଧମକ ଦେଲେ ସୁକେଶ

ନୂଆଦିଲ୍ଲୀ,୨୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ବିରୋଧରେ କିଛି ଅଣଦେଖା ପ୍ରମାଣକୁ ପ୍ରକାଶ କରିବାକୁ ଧମକ ଦେଇଛନ୍ତି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେ ସୁକେଶଙ୍କୁ ତାଙ୍କ ବିରୋଧରେ ସୂଚନା ଦେବା…

‘ଝଲକ ଦିଖ୍‌ଲା ଜା -୧୧’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି କ୍ରିକେଟରଙ୍କ ସ୍ତ୍ରୀ

ମୁମ୍ବାଇ: ଯଦି ଆମେ ଛୋଟ ପରଦାର ପ୍ରସିଦ୍ଧ ଡ୍ୟାନ୍ସ ରିୟାଲିଟି ଶୋ’ବିଷୟରେ କହିବା ତେବେ ‘ଝଲକ ଦିଖ୍‌ଲା ଜା’ ନାଁ ଶୀର୍ଷରେ ଆସିବ। ଏହି ଡ୍ୟାନ୍ସ ଶୋ’ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ପ୍ରଶଂସକମାନେ ‘ଝଲକ ଦିଖ୍‌ଲା ଜା-୧୧’କୁ…

ହିନ୍ଦୀ ଫିଲ୍ମ ’12th Fail’ ଉପରୁ କର ଛାଡ଼ କଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ,୨୨।୧୨: ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ’12th Fail’ ଉପରୁ କର ଛାଡ଼ କରିଛନ୍ତି ଓଡିଶା ସରକାର। ୨୦୦୫ ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଧିକାରୀ ମନୋଜ ଶର୍ମାଙ୍କ ପ୍ରେରଣାଦାୟକ କାହାଣୀ ଉପରେ ଆଧାରିତ। ଏହି ଫିଲ୍ମରେ ନିଜର ଲକ୍ଷ୍ୟ…

ରିଲିଜ୍‌ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନରେ ଲିକ୍‌ ହେଲା ‘ସାଲାର’, ଏହି ଓ୍ବେବସାଇଟରୁ ମାଗଣାରେ କରିପାରିବେ ଡାଉନ୍‌ଲୋଡ

ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ଥିଲା। ‘ସାଲାର’ ବମ୍ପର ଆଡଭାନ୍ସ ବୁକିଂ ମଧ୍ୟ କରିଥଇଲା। ‘ସାଲାର’ ଦର୍ଶକଙ୍କ ଠାରୁ ଚମତ୍କାର ପ୍ରତିକ୍ରିୟା ମଧ୍ୟରେ ନିର୍ମାତାଙ୍କୁ ଏକ ବଡ଼…

ପରଦାକୁ ଆସିଲା ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’, ଫ୍ୟାନ୍ କହିଲେ ‘ବାହୁବଳୀ ଇଜ୍ ବ୍ୟାକ୍’

ମୁମ୍ବାଇ, ୨୨।୧୨: ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର ପାର୍ଟ-୧’। ‘ଆଦିପୁରୁଷ’ ବିଫଳତା ସାଲାର ଫିଲ୍ମରେ ପ୍ରଭାସଙ୍କ ମ୍ୟାଜିକ୍ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ‘ସାଲାର’ରେ ପ୍ରଭାସଙ୍କ ଆକ୍ସନ୍ ଏବଂ ଦମଦାର…

ହଲିଉଡ୍ ସୁପରଷ୍ଟାର ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସହଯୋଗୀ

ନୂଆଦିଲ୍ଲୀ,୨୨।୧୨: ହଲିଉଡ୍ ଅଭିନେତା ଭିନ୍ ଡିଜେଲଙ୍କ ବିରୋଧରେ ଯୋଉଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାର୍ଲିଫର୍ଣ୍ଣିଆ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?