ମନୋରଞ୍ଜନ

ଜନ୍ମଦିନରେ ଗର୍ଲଫ୍ରେଣ୍ଡଙ୍କୁ ଲିପ୍‌କିସ୍‌ ଦେଲେ ହ୍ରିତିକ୍‌

ବଲିଉଡ ସୁପର ହିରୋ ହ୍ରିତିକ ରୋଶନ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ମଧ୍ୟ ଏକ…

ବକ୍ସ ଅଫିସ୍‌ରେ ଇତିହାସ ରଚିଲେ ପ୍ରଭାସ

ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜ୍‌ ଦିନଠାରୁ ଏହି ଫିଲ୍ମ ଦେଶ ତଥା ବିଦେଶରେ କୋଟି କୋଟି ଟଙ୍କା ଆୟ କରୁଛି। ‘ସାଲାର’ ବିଶ୍ୱ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି…

ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୧:ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ବିନୁଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ହେତୁ ସେ କୋଏମ୍ବାଟୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ମାଲାୟାଲମ ସିନେମାରେ ସୁରେଶ-ବିନୁ ଯୋଡି ବହୁତ…

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରଣଦୀପ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡା ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ଆଗରୁ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମମନ୍ଦିର…

ନିରବିଲେ ‘ଆଓଗେ ଜବ୍‌ ତୁମ୍‌ ଓ ସାଜ୍‌ନା’ ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

କୋଲକାତା: ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍‌ ଆଉ ନାହାନ୍ତି। ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି ସେ। କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି। ମୃତ୍ୟୁ…

ମାଳଦ୍ୱୀପର ଫଟୋ ଶେୟାର କରି ଲାକ୍ଷାଦ୍ୱୀପକୁ ସପୋର୍ଟ କରୁଥିଲେ ରଣବୀର, ଟ୍ରୋଲର ହେଲେ ଶିକାର

ମୁମ୍ବାଇ: ଅନେକ ତାରକା ମାଳଦ୍ୱୀପ ବିବାଦକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ପର୍ଯ୍ୟଟନକୁ ସମର୍ଥନ କରୁଥିବା ବେଳେ ମତାମତ ଦେଉଛନ୍ତି। ଏହି କ୍ରମରେ ଅଭିନେତା ରଣବୀର ସିଂ ମଧ୍ୟ ଏମ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରଛନ୍ତି ଏବଂ ମାଳଦ୍ୱୀପ ବଦଳରେ…

ବିନା ଅନୁମମତିରେ ସଲମାନଙ୍କ ଫାର୍ମହାଉସରେ ପଶିଥିଲେ ୨ ବ୍ୟକ୍ତି: ଗିରଫ କଲା ପୋଲିସ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାନଭେଲ୍‌ ସ୍ଥିତ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ, ଉଭୟ ଲୋକ ଅନ୍ୟ ରାଜ୍ୟରୁ ଆସି ଫିଲ୍ମ ଷ୍ଟାରଙ୍କୁ ଦେଖିବା ପାଇଁ ମୁମ୍ବାଇ…

ରଶ୍ମିକାଙ୍କ ହାତ ଧରିବେ ବିଜୟ ଦେବରକୋଣ୍ଡା!

ମୁମ୍ବାଇ: ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ବିସ୍ତାର କରିଥିବା ରଶ୍ମିକା ମନ୍ଦାନା ଆଜିକାଲି ମୁକ୍ତିଲାଭ କରିଥିବା ମୁଭି ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ମୁଭିରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଦର୍ଶକ ରଶ୍ମିକାଙ୍କ…

ଜୀବନସାଥିଙ୍କଠାରୁ ଅଲଗା ହେଲେ ଇଶା କୋପିକର

ମୁମ୍ବାଇ: ବିବାହର ୧୪ ବର୍ଷ ପରେ ଇଶା କୋପିକର ଏବଂ ତାଙ୍କ ସ୍ବାମୀ ଟିମି ନାରଙ୍ଗଙ୍କ ଅଲଗା ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଦମ୍ପତି ବର୍ତ୍ତମାନ ପରସ୍ପରଠାରୁ ଆନୁଷ୍ଠାନିକ ଭାବେ ଛାଡପତ୍ର ହୋଇଛନ୍ତି। ଏହି ଅଭିନେତ୍ରୀ ତାଙ୍କ ୯…

ସଲମାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ୨ ବ୍ୟକ୍ତି, ପୋଲିସ କଲା ଗିରଫ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଅନେକ ଥର ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି କରାଯାଇଥିଲା। ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମଧ୍ୟ ଦିଆଯାଇଛି। ଏହି ସମୟରେ ଆଉ…

ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୮।୧: ଜାନୁଆରୀ ୨୨ରେ ଅଯୋଧ୍ୟାଙ୍କ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଦେଶ ତଥା ବିଦେଶରେ ଏହାକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ଦେଶର ବହୁ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ। ଏଥିରେ ଚଳଚ୍ଚିତ୍ର ତାରକା ମଧ୍ୟ…

କାହିଁକି ୮ କିଲୋମିଟର ଦୌଡି ଦୌଡି ଆସି ବିବାହ କରିଥିଲେ ଶିଖରେ, କହିଲେ ଏହା ପଛର କାହାଣୀ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅର୍ଥାତ୍‌ ଆମିର ଖାନଙ୍କ ଘରେ ଏବେ ଖୁସିର ମାହୋଲ। ଜାନୁଆରୀ ୩ ରେ ଅଭିନେତାଙ୍କ ଝିଅ ଇରା ଖାନ ତାଙ୍କର ଦୀର୍ଘ ଦିନର ପ୍ରେମିକା ନୁପୁର ଶିଖରେଙ୍କ ସହ ଏକ ରେଜିଷ୍ଟର୍ଡ ବିବାହ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?