ବସ୍‌ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍‌, ବେଶ ନିଆରା ତାଙ୍କ ପ୍ରେମକାହାଣୀ

ବମ୍ବେ: ବଲିଉଡ୍‌ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍‌ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି। ତେବେ ଅଭିନେତା ହେବା ପୂର୍ବର ଜୀବନ ଜ୍ୟାକିଙ୍କ ଲାଗି ସହଜ ନ ଥିଲା। ସେ ବହୁତ ସଂଘର୍ଷ କରିଥିଲେ। ଚାଳଘରେ ରହି ଆକାଶ ଛୁଇଁବାର ସ୍ବପ୍ନ ଦେଖିଥିଲେ। ଏପରିକି ପ୍ରେମ କରିବାର ଦୁଃସାହସ କରିଥିଲେ।

ଏକ ସମୟରେ ଜ୍ୟାକିଙ୍କ ପାଖରେ କାମ ନ ଥିଲା। ଏହି ସମୟରେ ସେ ରାସ୍ତାରେ ବୁଲୁଥିବା ବେଳେ ବସ୍‌ରେ ଯାଉଥିବା ଏକ ୧୩ ବର୍ଷୀୟା ଝିଅଙ୍କ ଉପରେ ପଡ଼ିଥିଲା। ତାଙ୍କୁ ହସିବା ଦେଖି ଜ୍ୟାଙ୍କିଙ୍କୁ ପ୍ରଥମ ପ୍ରେମର ଅନୁଭବ ମିଳିଥିଲା। ବସ୍‌ ଚାଲିଯାଉଥିବା ଦେଖି ସେ କେବଳ ତାଙ୍କୁ ଏହି ପାଖରେ ଖେଳିବାକୁ ଆସୁଥିବା କହିଥିଲେ। ସେତେବେଳେ ଜ୍ୟାକିଙ୍କୁ ୧୬ ବର୍ଷ ହୋଇଥିଲା। ଝିଅଙ୍କ ନାମ ଥିଲା ଆୟେଶା, ଯିଏ କି ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ହୋଇଥିଲେ।

ଜ୍ୟାଙ୍କିଙ୍କୁ ଆୟେଶାଙ୍କ ତରଫରୁ ଗ୍ରିନ ସିଗ୍‌ନାଲ ମିଳିଥିଲା। ଧିରେ ଧିରେ ଦୁହେଁ ପରସ୍ପରକୁ ଭେଟିଥିଲେ। ହେଲେ ଆୟେଶାଙ୍କ ଘରଲୋକେ ତାଙ୍କୁ ପସନ୍ଦ କରୁ ନ ଥିଲେ। ସେମାନେ ତାଙ୍କ ଲାଗି ଧନୀ ଘରର ପୁଅ ଖୋଜୁଥିଲେ। ମାତ୍ର ଆୟେଶା ଜ୍ୟାକିଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ। ୧୯୮୭ ଜୁନ ୫ରେ ଆୟେଶାଙ୍କ ଜନ୍ମଦିନ ଥିଲା। ଏହିଦିନ ଦୁହେଁ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଦୁଇ ସନ୍ତାନ ରହିଛି। ପୁଅ ଟାଇଗର ବଲିଉଡ୍‌ରେ ନିଜର କମାଲ୍‌ ଜାରି ରଖିଛନ୍ତି। ଝିଅ କୃଷ୍ଣା ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri