ମନୋରଞ୍ଜନ

ବର୍ଷ ଆରମ୍ଭରୁ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ…

ଓ୍ବାଶିଂଟନ : ବର୍ଷ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ଏକ ଖରାପ ଖବର ମଧ୍ୟ ଆସିଛି । ମନୋରଞ୍ଜନ ଦୁନିଆ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ଜଣାଶୁଣା ଅଭିନେତ୍ରୀ, ଯିଏକି ନିଜ…

୨ କପ ୟୁନିଭର୍ସରେ ନଜର ଆସିବେ ଏହି ଟେଲି ଅଭିନେତ୍ରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଧାରାବାହିକ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲର ଗୋଟିଏ ଦିନ ପୂର୍ବରୁ ଲଞ୍ଚ କରାଯାଇଥିଲା। କପ ୟୁନିଭର୍ସର ଏହି ପ୍ରଥମ ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ…

ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ୍‌! ବିବାହ ନା ଆଫାୟାର ଏହାର କାରଣ?

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଲଭବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର୍‌ ଖବରରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପ୍ରଫେଶନକୁ ହେଉ କି ଲଭ୍‌ ଲାଇଫ୍‌ ବିଟାଉନରେ ତାଙ୍କର ଖୁବ୍‌ ଚର୍ଚ୍ଚା ହୁଏ। ତେବେ ନିକଟରେ ଶୁଣିବାକୁ ମିଳିଛି ଦୁହିଁଙ୍କର ବ୍ରେକଅପ୍‌…

ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ

ସୈନ ଜୁଆନ,୬।୧: ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଆମେରିକାର ଅଭିନେତା ଖ୍ରୀଷ୍ଟିଆନ ଅଲିଭର ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ…

କରିନାଙ୍କ କନ୍ନଡ ଡେବ୍ୟୁ

ମୁମ୍ବାଇ: କେଜିଏଫ୍‌ ଚାପ୍ଟର-୨ ପରେ ଏବେ ୟଶ୍‌ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନୂଆବର୍ଷ ଆରମ୍ଭ ପୂର୍ବରୁ ୟଶ୍‌ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟକ୍ସିକ୍‌’ କେଜିଏଫ୍‌ ଭଳି ବ୍ଲକବଷ୍ଟର ହେବ…

ପୂର୍ବତନ ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ସୁସ୍ମିତା, ଖାସ୍‌ ବାର୍ତ୍ତା ଲେଖି…

ବମ୍ବେ: ବ୍ରେକ୍‌ଅପ୍‌ ସତ୍ତ୍ୱେ ପୂର୍ବତନ ପ୍ରେମିକଙ୍କ ସହ ବନ୍ଧୁତାର ସମ୍ପର୍କ ଭୁଲିନାହାନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌। ଲଗାତର ଭାବେ ଦୁହିଁଙ୍କୁ ପାର୍ଟି ନଚେତ ଛୁଟି ବିତାଉଥିବାର ଦେଖିବାକୁ ମିଳେ। ଏହି କ୍ରମରେ ସୁସ୍ମିତା ଏବେ ରୋହମନ ଶଲ୍‌ଙ୍କ ଜନ୍ମଦିନ ଉପଲକ୍ଷେ…

ଇଣ୍ଡିଆନ ପୋଲିସ ଫୋର୍ସ ଟ୍ରେଲର ରିଲିଜ

ମୁମ୍ବାଇ: ଦୀର୍ଘଦିନ ଧରି ପ୍ରଶଂସକମାନେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରଥମ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲରକୁ ଅପେକ୍ଷା କରିଥିଲେ। ଇତିମଧ୍ୟରେ ଏହାର ଟ୍ରେଲର ରିଲିଜ ହୋଇଛି। ସିଦ୍ଧାର୍ଥ ମାଲହୋତ୍ରା ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ସିରିଜରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର…

ଦୀପିକାଙ୍କୁ ମୂଲ୍ୟବାନ ଉପହାର ଦେଲେ ଫାଇଟର ଟିମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁକ୍ରବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଫାଇଟର ଟିମ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ହଁ, ଏହି ଜନ୍ମଦିନକୁ ଅଧିକ ସ୍ବତନ୍ତ୍ର କରି ନିର୍ମାତାମାନେ…

‘୧୨ମ ଫେଲ’ର ଦିଓ୍ବାନା ହେଲେ କଙ୍ଗନା, ଇରଫାନଙ୍କ ସହ ତୁଳନା କଲେ ବିକ୍ରାନ୍ତଙ୍କୁ

ମୁମ୍ବାଇ: ଗତବର୍ଷ ଅର୍ଥାତ୍‌ ୨୦୨୩ରେ ମୁକ୍ତିଲାଭ କରିଥିବା ବିକ୍ରାନ୍ତ ମୈସିଙ୍କ ଫିଲ୍ମ ‘12th-fail’ ଦର୍ଶକଙ୍କ ତରଫରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକଶନ କରିଥିଲା । ଏହି ମୁଭିରେ ବିକ୍ରାନ୍ତଙ୍କ ଅଭିନୟକୁ…

୩୮ ବର୍ଷରେ ଫିଟ୍‌ ଅଛନ୍ତି ଦୀପିକା: ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୮ରେ ଫିଲ୍ମ ‘ଓମ ଶାନ୍ତି ଓମ’ ସହିତ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା ପାଦୁକୋନ ୧୬ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ବୟସ…

ଅଭିନେତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ମୁମ୍ବାଇ: ଟିଭିର ଗୌରୀ ମ୍ୟାମ ଅର୍ଥାତ୍‌ ଅଭିନେତ୍ରୀ ନେହା ପେଣ୍ଡସେଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଅଭିନେତ୍ରୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ଖବର ଅନୁଯାୟୀ ନେହାଙ୍କ ମୁମ୍ବାଇ ଘରୁ ୬ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଯାଇଛି।…

ନିଜ ସନ୍ତାନକୁ ଭଲ ସଂସ୍କାର ଦେବାକୁ ଚାହାଁନ୍ତି ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣବୀର ସିଂ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଏହି ଦମ୍ପତି ବର୍ତ୍ତମାନ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିବାହ କରିଛନ୍ତି। ଯଦିଓ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ଜୀବନରେ ଏକ ଶିଶୁକୁ ସ୍ବାଗତ କରିନାହାଁନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?