ଏହି ବ୍ୟକ୍ତି ହେଉଛନ୍ତି ଦୁବାଇରେ ଶାହାରୁଖଙ୍କ ପଡ଼ୋଶୀ, ବୁର୍ଜ ଖଲିଫାଠାରୁ ପାମ୍‌ ଆଇଲାଣ୍ଡ ଯାଏ ରହିଛି ଯାହାଙ୍କ ଅବଦାନ

ବମ୍ବେ: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଦୁବାଇରେ ଏକ ଘର ଅଛି। ଏହାକୁ ସେଠାର ସରକାରୀ ସମ୍ପତ୍ତିର କମ୍ପାନୀ Nakheel ଉପହାରରେ ଦେଇଛନ୍ତି। ଦୁବାଇର ଆର୍ଟିଫିସିଆଲ ଆଇଲାଣ୍ଡ ପାମ ଜୁମେରାହରେ ଥିବା ଏହି ଘରର ନାମ ‘ଜନ୍ନତ’। ଏଠାରେ ଶାହାରୁଖଙ୍କ ପଡୋଶୀ ହେଉଛନ୍ତି ଜଣେ ଧନୀ ବ୍ୟକ୍ତି। ସେ ହେଲେ ଶେଖ ମହମ୍ମଦ ବିନ୍‌ ରଶିଦ ଅଲ ମକତୁମ।

Meet Shah Rukh Khan's billionaire neighbour in Dubai who's an influential man with a mammoth net worth of over Rs 1.1 lakh Crore | GQ India

ଶେଖ ମହମ୍ମଦ ହେଉଛନ୍ତି ୟୁଏଇର ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଏବଂ ରକ୍ଷା ମନ୍ତ୍ରୀ। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧.୧ ଲକ୍ଷ କୋଟି ଟଙ୍କା। ରିଅଲ୍‌ ଇଷ୍ଟେଟ୍‌ରୁ ସେ ବିଶେଷକରି ରୋଜଗାର କରିଥାନ୍ତି। ଦୁବାଇକୁ ଏକ ଗ୍ଲୋବାଲ୍‌ ସିଟିରେ ପରିଣତ କରିବାର ଶ୍ରେୟ ତାଙ୍କୁ ଦିଆଯାଏ।

Sheikh Mohammed outlines 50-year charter for Dubai - News | Khaleej Times

ସେ ଏମିରେଟ୍ସ ଏୟାରଲାଇନ୍ସ, ଡିପି ଓ୍ବାଲ୍ଡ, ଜୁମେରାହ ଗ୍ରୁପ୍‌ ଭଳି ସରକାରୀ କମ୍ପାନୀ ଆରମ୍ଭ କରିଛନ୍ତି। ବୁର୍ଜ ଖଲିଫା, ଦୁନିଆର ଏକମାତ୍ର ୧୦ ଷ୍ଟାର ହୋଟେଲ ବୁଜ୍‌-ଅଲ୍‌-ଆରବ ଏବଂ ପାମ ଆଇଲାଣ୍ଡ ମଧ୍ୟ ଶେଖ ମହମ୍ମଦ ବିନ୍‌ ରଶିଦଙ୍କ ଅବଦାନ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?