ମିସ୍ ୟୁନିଭର୍ସରେ ଭାରତର ପ୍ରତିନିଧିତ୍ୱ କରିବେ ଶ୍ୱେତା
ନୂଆଦିଲ୍ଲୀ: ଚଳିତ ବର୍ଷ ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଶନିବାର ସାନ ସାଲଭାଡର୍ର ଜୋସ୍ ଆଡୋଲ୍ଫୋ ପିନେଡା ଏରିନାରେ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ଚଣ୍ଡିଗଡ଼ର ଶ୍ୱେତା ଶାରଦା ପ୍ରତିନିଧିତ୍ୱ କରିବେ, ଯିଏ ଜଣେ ପ୍ରତିଭାଶାଳୀ ମଡେଲ, ଡ୍ୟାନ୍ସର...
ଗୀତ ଶୁଟ୍ ପାଇଁ ୨ ଦିନ ପାଣି ପିଇ ନ ଥିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ଙ୍କ ୩ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ଚଳଚ୍ଚିତ୍ର ‘ପଠାନ୍’ ଏବଂ ‘ଜୱାନ୍’ ତାଙ୍କୁ ଅନେକ ସଫଳତା ଦେଇଛି। ନିକଟରେ ନିର୍ଦ୍ଦେଶକ- କୋରିଓଗ୍ରାଫର ଫର୍ହାନ ଖାନ୍ ଶାହରୁଖ୍ଙ୍କ କଠିନ ପରିଶ୍ରମ ବିଷୟରେ କହିଛନ୍ତି। ୧୯୯୨ ମସିହାରେ...
ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ!
ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ସହିତ କରଣ ୮ରେ ଅଂଶଗ୍ରହଣ କରିଥିଲେ। ଆଲିଆ ତାଙ୍କ ନଣନ୍ଦ କରୀନା କପୁରଙ୍କ ସହ ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ରେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ...
ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ‘ଆନିମଲ’ର ଝଲକ
ମୁମ୍ବାଇ: ରଣବୀର କପୁର ତାଙ୍କର ଆଗାମୀ ମୁଭି ‘ଆନିମଲ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତା ତାଙ୍କ ଫିଲ୍ମରୁ ବହୁତ ଆଶା ରଖିଛନ୍ତି। ରଣବୀର କପୁରଙ୍କ ପୂର୍ବ ଚଳଚ୍ଚିତ୍ର ବକ୍ସ ଅଫିସରେ ଅଧିକ କିଛି କରିପାରି ନଥିଲା ସେଥିପାଇଁ ଏଥର...
ବ୍ରିଟିଶ ସିଙ୍ଗରଙ୍କୁ ନେଇ ବଢିଲା ବିଶ୍ୱକପ ଫାଇନାଲର ଉଷ୍ମତା
ଅହମଦାବାଦ,୧୭।୧୧: ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଛନ୍ତି।...
ନିର୍ବାଚନ ଲଢିବେ ଧକ୍ଧକ୍ ଗର୍ଲ
ମୁମ୍ବାଇ,୧୭।୧୧: ବଲିଉଡର ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସିନେମା ଜଗତରେ ନିଜର ଯାଦୁ ଦେଖାଇବା ପରେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ...
୧୨ ବର୍ଷରେ ପହଞ୍ଚିଲେ ଆରାଧ୍ୟା, ମା’ ଐଶ୍ୱର୍ଯ୍ୟା- ବାପା ଅଭିଷେକ ଲେଖିଲେ ଏମିତି ମେସେଜ…
ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟାଙ୍କୁ ୧୨ ବର୍ଷ ବୟସ ହୋଇଛି। ତେଣୁ କେବଳ ପ୍ରଶଂସକ ନୁହନ୍ତି ତାଙ୍କ ପରିବାର ମଧ୍ୟ ତାଙ୍କୁ ସ୍ବତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯଦିଓ...
ଚର୍ଚ୍ଚାରେ ଅନୁଷ୍କାଙ୍କ ମହଙ୍ଗା କୋ-ଅର୍ଡ ସେଟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଫ୍ଲାଇଙ୍ଗ କିସ ଦେଉଥିବାର ନଜର ଆସିଛନ୍ତି।...
ବୁଲେଟ୍ ଟ୍ରେନ୍ ପରି ମାଡ଼ି ଚାଲିଛି ଟାଇଗର-୩, ବର୍ତ୍ତମାନ ସୁଦ୍ଧା ଆୟ କଲାଣି ଏତିକି କୋଟି…
ମୁମ୍ବାଇ: ସଲମାନ ଖାନ୍ଙ୍କ ଅଭିନୀତ ଟାଇଗର-୩ ବକ୍ସ ଅଫିସରେ ବୁଲେଟ୍ ଟ୍ରେନ୍ ବେଗରେ ଆଗକୁ ମାଡ଼ିଚାଲିଛି। ଆର୍ଏଡବ୍ଲ୍ୟୁ ଏଜେଣ୍ଟ ଅବିନାଶ ସିଂ ରାଠୋର ଓରଫ୍ ଟାଇଗର ଭାବରେ ପରଦାକୁ ଫେରିଥିବା ସଲମାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବାରେ...
ରଶ୍ମିକା ମନ୍ଦାନାଙ୍କ ପରେ ଏବେ କାଜୋଲ ଡିପ୍ ଫେକର ଶିକାର, ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ମୁମ୍ବାଇ: ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କର ଡିପ୍ଫେକ ଭିଡିଓ ଯୋଗୁ ଚର୍ଚ୍ଚାରେ ଥିଲେ। ରଶ୍ମିକାଙ୍କ ପରେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କାଜୋଲ ଏଥିରେ ଶିକାର ହୋଇଛନ୍ତି। କାଜୋଲଙ୍କର ଏକ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ଚର୍ଚ୍ଚାର...
ଓ୍ବାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ଅମିତାଭଙ୍କୁ ମିଳିଲା ଓ୍ବାର୍ଣ୍ଣିଂ
ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି। ଏପରିକି ସେ ତାଙ୍କ ଫ୍ୟାନ୍ସଙ୍କ ସହ ସବୁବେଳେ ଇଣ୍ଟରଆକ୍ଟ କରନ୍ତି। ବ୍ୟକ୍ତିଗତ କଥା ହେଉ କି ଫିଲ୍ମକୁ ନେଇ ସେ ସବୁକଥା ସୋସିଆଲ ମିଡିଆରେ ପ୍ରକାଶ...
ରଣବୀରଙ୍କ ଫିଲ୍ମ ‘ଆନିମଲ’ର ବିଦେଶରେ ଦବ୍ଦବା, ରିଲିଜ୍ ପୂର୍ବରୁ ବିକ୍ରି ସରିଲାଣି ଏତିକି ଟିକେଟ୍
ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଡିସେମ୍ବର ୧ରେ ସିନେମା ଘରେ ରିଲିଜ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବରୂ ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି। ଯାହାକୁ ଦେଖିବା ପରେ ପ୍ରଶଂସକଙ୍କର...
Archives


