ମନୋରଞ୍ଜନ

ରାକୁଲଙ୍କୁ ସରପ୍ରାଇଜ୍‌ ଦେବେ ଜ୍ୟାକି

ମୁମ୍ବାଇ: ବୁଧବାର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ବଡ଼ ବିବାହ ଅନୁଷ୍ଠିତ ହେବାକୁ ଯାଇଛି। ଅଭିନେତ୍ରୀ ରକୁଲ୍‌ ପ୍ରୀତ ସିଂ ତାଙ୍କ ପୁରୁଷ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ଜ୍ୟାକି ଭଗ୍‌ନାନୀଙ୍କୁ ବିବାହ କରୁଛନ୍ତି। ଦୁହେଁ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍‌…

ବିବାହ ବନ୍ଧନରେ ଆଉ ଜଣେ ସାଉଥ୍‌ ଅଭିନେତା, ପଞ୍ଜାବୀ ଅଭିନେତ୍ରୀ ହେଲେ ଜୀବନସାଥୀ

ହାଇଦ୍ରାବାଦ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ସୁଦେବ୍‌ ନାୟର। ସୋମବାର ପଞ୍ଜାବୀ ପ୍ରେମିକା ତଥା ଅଭିନେତ୍ରୀ ଅମରଦୀପ କୌରଙ୍କ ହାତ ଧରିଛନ୍ତି ସେ। ପାରମ୍ପରିକ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ…

ଅନୁଷ୍କା ପୁଣି ହେଲେ ମା‘, ବିରୁଷ୍କାଙ୍କ ଘରେ କୁନି ଶିଶୁ ପୁତ୍ର…

ମୁମ୍ବାଇ,୨୦।୨ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ଏଥର ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ…

ଏହି ବ୍ୟକ୍ତି ହେଉଛନ୍ତି ଦୁବାଇରେ ଶାହାରୁଖଙ୍କ ପଡ଼ୋଶୀ, ବୁର୍ଜ ଖଲିଫାଠାରୁ ପାମ୍‌ ଆଇଲାଣ୍ଡ ଯାଏ ରହିଛି ଯାହାଙ୍କ ଅବଦାନ

ବମ୍ବେ: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଦୁବାଇରେ ଏକ ଘର ଅଛି। ଏହାକୁ ସେଠାର ସରକାରୀ ସମ୍ପତ୍ତିର କମ୍ପାନୀ Nakheel ଉପହାରରେ ଦେଇଛନ୍ତି। ଦୁବାଇର ଆର୍ଟିଫିସିଆଲ ଆଇଲାଣ୍ଡ ପାମ ଜୁମେରାହରେ ଥିବା ଏହି ଘରର ନାମ ‘ଜନ୍ନତ’। ଏଠାରେ ଶାହାରୁଖଙ୍କ ପଡୋଶୀ…

‘ମହାଭାରତ’ ଶ୍ରୀକୃଷ୍ଣଙ୍କ ଖୋଲିଲା ପୋଲ୍‌, IAS ସ୍ତ୍ରୀ କଲେ ଆଶ୍ଚର୍ଯ୍ୟକର ଖୁଲାସା, ଚାକିରୀ ଛାଡିବା ପାଇଁ କରୁଥିଲେ ବାଧ୍ୟ…

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ନିତିଶ ଭରଦ୍ୱାଜ ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ ଆଣି ଏବେ ଚର୍ଚ୍ଚାରେ ଅଛନ୍ତି। ସ୍ଥିତି ଏପରି ଯେ, ତାଙ୍କ ବ୍ୟକ୍ତିଗତ କଳି ଦାଣ୍ଡରେ ପଡି ହାଟରେ ଗଡିଲାଣି।…

ସନି ଲିଓନଙ୍କ ଭାଇରାଲ ଆଡମିଟ କାର୍ଡ, ସତ ଜାଣିଲେ…

ମୁମ୍ବାଇ: ନିକଟରେ ଉତ୍ତରପ୍ରଦେଶ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ସମୟରେ ଆଡମିଟ କାର୍ଡରେ କିଛି ଅନିୟମିତତା ହେତୁ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ଚର୍ଚ୍ଚାକୁ ଆସିଛନ୍ତି। ଘଟଣା ହେଲା, ୟୁପି ପୋଲିସ ନିଯୁକ୍ତି ପରୀକ୍ଷାର ଏକ ଆଡମିଟ କାର୍ଡରେ ସନ୍ନି ଲିଓନଙ୍କ ନାମ…

ଦୀପିକା ହୋଇଛନ୍ତି ଗର୍ଭବତୀ ! ୫ ବର୍ଷ ପରେ ଦୀପବୀରଙ୍କ ଘରେ ଶୁଭିବ କି କୁଆଁ କୁଆଁ ରାବ…

ମୁମ୍ବାଇ,୨୦।୨ : ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିଏଏଫଟିଏ ପୁରସ୍କାର ୨୦୨୪ରେ ଉପସ୍ଥିତ ଥିଲେ। ସେ ପୁଣି ଥରେ ଗର୍ଭବତୀ ଥିବା ବିଷୟକୁ ନେଇ ଖବରକୁ ଆସିଛନ୍ତି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିବାହର ୫ବର୍ଷ ପରେ…

ଅଭିନେତା ରିତୁରାଜ ସିଂଙ୍କ ପରଲୋକ

ମୁମ୍ବାଇ,୨୦।୨: ଟେଲିଭିଜନରୁ ଓଟିଟି ପର୍ଯ୍ୟନ୍ତ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ରିତୁରାଜ ସିଂଙ୍କର ଦେହାନ୍ତ ହୋଇଛି। ସେ ୬୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା।…

ବାପା ହେବାକୁ ଯାଉଛନ୍ତି ବରୁଣ

ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ବରୁଣ ସ୍ତ୍ରୀ ନତାଶା ଦଲାଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବେବି ବମ୍ପକୁ ଚମ୍ବନ ଦେଉଥିବାର ଦେଖାଯାଇଛି।…

ମୃତ୍ୟୁମୁଖରୁ ବଞ୍ଚିଗଲେ ଏହି ଦୁଇ ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ ଅସଲ କାରଣ…

ମୁମ୍ବାଇ: ନ୍ୟାଶନାଲ କ୍ରସ୍‌ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି। ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ଉକ୍ତ ବିମାନଟିକୁ ତାଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହି ଘଟଣାରେ ଅଭିନେତ୍ରୀ ଏବଂ ଯାତ୍ରୀମାନେ ବହୁତ ଡରି…

ରାସ୍ତାକଡ଼ ଦୋକାନରୁ ସ୍ତ୍ରୀଙ୍କ ପାଇଁ ଚକୋଲେଟ୍‌ କିଣିଲେ କେଜିଏଫ୍‌ ଷ୍ଟାର, ହୃଦୟ ଜିଣୁଛି ସରଳତା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ସଫଳ ଅଭିନେତା ହୋଇଥିଲେ ହେଁ ଜଣେ ସାଧାସିଧା ମଣିଷ। ପିଲାଟି ଦିନରୁ ବହୁ ସଂଘର୍ଷ କରିଛନ୍ତି ସେ। ବୋଧହୁଏ ସେଥିଲାଗି ସେ ଶୀର୍ଷରେ ଥାଇ ବି ପୁରୁଣା ଦିନକୁ ଭୁଲିନାହାନ୍ତି। ଏବେ ଅଭିନେତାଙ୍କ ଏକ…

ମୋ ପ୍ରଥମ ପାରିଶ୍ରମିକ ୫୦ ଟଙ୍କା ଥିଲା : ଅଭିଜିତ୍‌ ମଜୁମଦାର୍‌

ପିଲାଦିନେ ଡ୍ରାମାରେ ଅଭିନୟ କରୁଥିଲି। ସମ୍ବଲପୁର ଜି.ଏମ୍‌. କଲେଜରେ ଯୁକ୍ତ ୨ ପଢ଼ିଲାବେଳେ କଲେଜ ଡ୍ରାମାରେ ଭଲ ଅଭିନୟ କରିଥିବାରୁ ଗୋଲ୍ଡ ମେଡାଲ୍‌ ବି ପାଇଥିଲି। ତା’ ସାଙ୍ଗକୁ ଭଲ ଗୀତ ବି ଗାଉଥିଲି। କିଶୋର କୁମାରଙ୍କ ଗୀତ ଭଲ ଗାଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?