ପୁଅର ମୃତଦେହ ଆଣିବାକୁ ଏହି ପ୍ରସିଦ୍ଧ ଗାୟକଙ୍କୁ ଦେବାକୁ ପଡିଥିଲା ଲାଞ୍ଚ
ଗଜଲ ଗାୟକ ଜଗଜିତ ସିଂ କମ ବୟସରେ ପୁଅକୁ ହରାଇଥିଲେ। ତାଙ୍କ ପୁଅ ୨୦ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ପୁଅର ମୃତ୍ୟୁ ପରେ ଜଗଜିତ ସିଂ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପୁଅର ମୃତଦେହ ଆଣିବାକୁ…
ପାକିସ୍ତାନରେ ରିଲିଜ୍ ହୋଇଥିବା ପ୍ରଥମ ରଙ୍ଗୀନ ବଲିଉଡ ଫିଲ୍ମ, ମିଳିଥିଲା ଲୋକପ୍ରିୟତା ହେଲେ ଲଗାଯାଇଥିଲା ବ୍ୟାନ୍
ଇସଲାମବାଦ,୮।୨: ‘ମୋଗଲ-ଏ-ଆଜମ’ ଫିଲ୍ମ ୧୯୬୦ଦଶକ ବଲିଉଡର ଐତିହାସିକ ଡ୍ରାମା ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଫିଲ୍ମକୁ ଦିଲୀପ କୁମାରଙ୍କ ତାଙ୍କ କ୍ୟାରିଅରର କ୍ଲାସିକ ଫିଲ୍ମ ଭାବେ ପରିଚିତ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହି ଫିଲ୍ମର ପ୍ରଥମ…
ଫସିଲେ ସୋନାକ୍ଷୀ, ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ
ମୁମ୍ବାଇ,୮।୨:ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସୋନାକ୍ଷୀଙ୍କ ମ୍ୟାନେଜରଙ୍କ ସମେତ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ମ୍ୟାନେଜର…
ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ ଦୈତାରୀ ପଣ୍ଡା
ପୁରୀ, ୮ା୨(ଅଜିତ୍ ମହାନ୍ତି)ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ, ଯାହାକୁ ନେଇ ପଣ୍ଡାଙ୍କ ବିରୋଧରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପଣ୍ଡା ପୁରୀ ଆସି…
ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’
ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍ର ହିଟ୍ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା। ଏବେ…
ବାପା ହେଲେ ’12th fail’ ସୁପରଷ୍ଟାର ବିକ୍ରାନ୍ତ ମେସି
ମୁମ୍ବାଇ,୭ା୨: ’12th fail’ ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ ଷ୍ଟାର ବିକ୍ରାନ୍ତ ମେସି ବାପା ହୋଇଛନ୍ତି। ବୁଧବାର ବିକ୍ରନ୍ତ ଏବଂ ତାଙ୍କ ସ୍ତ୍ରୀ ଶୀତଲ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ…
ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା
ପଞ୍ଜାବୀ ସିନେମାର ଜଣାଶୁଣା ଗାୟକ ଗୁରୁ ରାନ୍ଧୱା ‘କୁଛ୍ ଖଟ୍ଟା ହୋ ଜାୟେ’ ଫିଲ୍ମ ମାଧ୍ୟମରେ ହିନ୍ଦୀ ସିନେମାରେ ଅଭିନେତା ଭାବରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ଟ୍ରେଲର ବୁଧବାର ମୁମ୍ବାଇରେ ଲଞ୍ଚ କରାଯାଇଥିଲା। ଫିଲ୍ମର ଟ୍ରେଲର ଲଞ୍ଚ ପରେ ଗୁରୁ…
ପୁନମ ପାଣ୍ଡେଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ହୋଇ ପାରନ୍ତି ଗର୍ଭାଶୟ କର୍କଟ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର…
ନୂଆଦିଲ୍ଲୀ,୭।୨ : ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗର୍ଭାଶୟ କର୍କଟ ଅଭିଯାନର ଚେହେରା ହୋଇପାରନ୍ତି। ଗତ କିଛି ଦିନ ହେବ ପୁନମ ପାଣ୍ଡେ ତାଙ୍କ ମୃତ୍ୟୁକୁ ନେଇ ଖବରରେ ଥିଲେ। ପିଟିଆଇ ଖବର ଅନୁଯାୟୀ…
ବାପା ସରକାରୀ ଚାକିରିଆ, ବଡ଼ ହେବା ସ୍ବପ୍ନ ଦେଖି ପୁଅ ଛିଡ଼ା କଲେ ୫୦୦ କୋଟିର କମ୍ପାନୀ
ସୋନି ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ସାର୍କ ଟ୍ୟାଙ୍କ ଇଣ୍ଡିଆ’ର ସିଜନ୍ ୩ରେ ଯୋଡ଼ି ହୋଇଛନ୍ତି ଅନେକ ନୂଆ ସାର୍କ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଜହର ଇକବାଲ। ଇନଶଟର୍ସର ସହ ସଂସ୍ଥାପକ ଏବଂ ସିଇଓ ଅଜହର ଶୋ’ରେ ସାମିଲ ହୋଇଥିବା…
ସାରା ତେନ୍ଦୁଲକରଙ୍କୁ ଧୋକା ଦେଲେ ଶୁବମନ ଗିଲ୍! ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍
ନୂଆଦିଲ୍ଲୀ,୭।୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁବମନ ଗିଲ୍ ଓ କ୍ରିକେଟ୍ ଦିଗଗଜ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟରେ ଥିବା ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଗତ ବିଶ୍ୱକପ୍ ମଧ୍ୟରେ ବି ଏହାକୁ ନେଇ ଚର୍ଚ୍ଚା ଲାଗି…
କାହା ପାଇଁ ଈଶାଙ୍କ ଦାମ୍ପତ୍ୟ ଜୀବନରେ ଲାଗିଲା ଗ୍ରହଣ? ଛାଡ଼ପତ୍ର ଲାଗି କିଏ ଦାୟୀ ଜାଣନ୍ତୁ…
ମୁମ୍ବାଇ,୭।୨ : ଈଶା ଦେଓଲ ଏବଂ ଭରତ ତାଖତାନୀଙ୍କ ଛାଡପତ୍ର ବର୍ତ୍ତମାନ ସମୟରେ ସବୁଠାରୁ ଚର୍ଚ୍ଚିତ ବିଷୟ । ଏହି ଦମ୍ପତି ସମଗ୍ର ସ୍ବୀକାର କରିଛନ୍ତି ଯେ ସେମାନଙ୍କର ସମ୍ପର୍କ ଭାଙ୍ଗି ଯାଇଛି ଏବଂ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା…
ବିଫଳତାର ସମ୍ମୁଖୀନ ହୋଇଥିଲେ ବିଦ୍ୟା
ମୁମ୍ବାଇ: ଯଦିଓ ବଲିଉଡ୍ରେ ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ଟିଭି ସିରିଏଲରୁ ଆସିଛନ୍ତି, କିନ୍ତୁ ସମସ୍ତଙ୍କୁ ସଫଳତା ମିଳି ପାରିନାହିଁ। ସେଥିମଧ୍ୟରୁ ଯେଉଁମାନେ ବଲିଉଡ୍ର ସୁପରଷ୍ଟାର ହୋଇ ପାରିଛନ୍ତି, ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି। ସେମାନଙ୍କ ମଧ୍ୟରୁ ଜଣେ…
Archives


