ମନୋରଞ୍ଜନ

ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍‌ କରିଦେଲା ୟୁଟ୍ୟୁବ୍‌

ବମ୍ବେ: ଗତ ମାସରେ ସୋସିଆଲ ମିଡିଆରେ ଏକ ଗୀତ ବେଶ ଭାଇରାଲ ହୋଇଥିଲା। ଏବେ ତାକୁ ଡିଲିଟ୍‌ କରିଦିଆଯାଇଛି। ପାକିସ୍ତାନର ସୋସିଆଲ ମିଡିଆ ସେନ୍‌ସେଶନ ଚାହତ ଫତେ ଅଲି ଖାନ୍‌ ନିଜ ଗୀତ ‘ବଦୋ ବଦି’କୁ ନେଇ ବେଶ ଚର୍ଚ୍ଚାରେ ଥିଲେ।…

ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି ଫଟୋ ଶେୟାର କଲେ ନତାଶା: ଲୋକେ କହିଲେ, ସବୁକିଛି ଠିକ୍‌ ଅଛି

ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଚର୍ଚ୍ଚାରେ ଥିଲେ। ନିକଟରେ ସେମାନଙ୍କ ଛାଡପତ୍ର ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା। ତେବେ ଏହି ଗୁଜବ ଉପରେ ଉଭୟ ନୀରବତା ବଜାୟ ରଖିଥିଲେ। ଏସବୁ ମଧ୍ୟରେ, ନିକଟରେ ନତାଶା…

ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ

କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ…

ବାପା ହେଲେ ବରୁଣ ଧାୱନ

ବଲିଉଡ ଅଭିନେତା ବରୁଣ ଧାୱନ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଦଲାଲ ୩ ଜୁନରେ ଏକ ଝିଅ ଜନ୍ମ ଦେଇଥିଲେ। ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି। ଜେଜେବାପା ହୋଇଥିବା ଡେଭିଡ ଧାୱନ ନାତୁଣୀ ଏବଂ…

ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ର ହେଲେ ମିଷ୍ଟର୍‌ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ

ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍‌କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌…

ଲୋକଙ୍କୁ ଧକ୍କା, ମୁଥ ମାରିଲେ ରବୀନା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରବୀନା ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି, କିଛି ଲୋକଙ୍କ ସହ ରବୀନାଙ୍କର…

ଶୁବମନ ଗିଲ୍‌ଙ୍କୁ ବିବାହ କରିବେ ରିଦ୍ଧିମା, ମୁହଁ ଖୋଲିଲେ ଅଭିନେତ୍ରୀ…

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ଙ୍କ ନା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବଂ ସୈଫ୍‌ ଅଲ୍ଲୀଙ୍କ ଝିଅ ସାରା ଅଲି ଖାନ୍‌ଙ୍କ ସହ ଜଡ଼ିତ ହେବା ଏବେ ଟେଲି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ନେଇ ଚର୍ଚ୍ଚା ହେଉଛି। ଶୁବମନଙ୍କଠାରୁ ରିଦ୍ଧିମା…

ଅଭିନେତ୍ରୀ ହେଲେ ମଲାଲା!

ମୁମ୍ବାଇ,୧।୬: ‘ନୋବେଲ ଶାନ୍ତି ପୁରସ୍କାର’ ଜିତିଥିବା ମଲାଲା ୟୁସୁଫଜାଇ ଅଭିନୟରେ ଡେବ୍ୟୁ କରିଛନ୍ତି। ସେ ବ୍ରିଟିଶ ସିଟକମ ‘ଓ୍ବି ଆର ଲେଡି ପାର୍ଟସ’ର ଦ୍ୱିତୀୟ ସିଜନରେ ଅଭିନୟ କରୁଛନ୍ତି । ସେ ଏଥିରେ ଏକ କ୍ୟାମୋ କରିଛନ୍ତି, ଟିଭି ଶୋ’ରୁ ତାଙ୍କର…

ସଲମାନଙ୍କ ଉପରେ ଆକ୍ରମଣ କରିବାର ଥିଲା ଯୋଜନା, ପାକିସ୍ତାନରୁ ମଗାଯାଇଥିଲା ଅସ୍ତ୍ରଶସ୍ତ୍ର

ମୁମ୍ବାଇ,୧।୬: ବଲିଉଡ ଅଭିନେତା ସଲମାନ ଖାଁ ଲଗାତାର ବିପଦରେ ଅଛନ୍ତି। ତାଙ୍କୁ ପୁଣି ଥରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା। ତେବେ ମୁମ୍ବାଇ ପୋଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଏହି ଘଟଣାରେ ନାଭି ମୁମ୍ବାଇ ପୋଲିସ ଚାରି…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଡେଲଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀଙ୍କ

ପ୍ୟାରିସ,୧।୬: ୟୁକ୍ରେନର ଜଣେ ମଡେଲ (ସାୱା ପଣ୍ଟିଜସ୍କା) କାନ୍ସ ଫିଲ୍ମ ଫେଷ୍ଟିଭାଲର ଆୟୋଜକଙ୍କ ବିରୋଧରେ ଆଇନଗତ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ ରେଡ କାର୍ପେଟରେ ଜଣେ ସୁରକ୍ଷାକର୍ମୀ ତାଙ୍କ ସହ ଅସଦାଚରଣ କରିଥିଲେ। କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଥିବା ଅନେକ…

ଅଲଗା ହେଲେ ମଲାଇକା-ଅର୍ଜୁନ, ୫ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିଛନ୍ତି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ପରସ୍ପରପ୍ରତି ସମ୍ମାନ, ବିନା ଦ୍ୱେଶ, କ୍ରୋଧରେ ଦୁହେଁ ଅଲଗା ହୋଇଛନ୍ତି। ଏବେ ସେମାନେ…

ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ଇଡି

କୋଲକାତା,୩୧ା୫: ପଶ୍ଚିମବଙ୍ଗ ରାଶନ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡି ସମନ ପଠାଇଛି। ଜୁନ ୫ ସୁଦ୍ଧା କୋଲକାତାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଋତୁପର୍ଣ୍ଣାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?