ମନୋରଞ୍ଜନ

‘ପୁଷ୍ପା ୨: ଦି ରୁଲ୍‌’ର ୨ୟ ଗୀତ ଅଙ୍ଗାରୋ ରିଲିଜ୍‌

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ହେଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକଙ୍କ ମଧ୍ୟରେ ଧୀରେ ଧୀରେ ଏହି ଫିଲ୍ମକୁ ନେଇ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି।…

ବିବାହ କରି ମହିଳା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗିବାକୁ ଚାହୁଁନାହିଁ: ପ୍ରଭାସ

ହାଇଦ୍ରାବାଦ: ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପାଇଁ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ ଏବେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମକୁ ପ୍ରଭାସଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ପ୍ରଭାସ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ଶୁକ୍ରବାର ‘ସିନେମା ପ୍ରେମୀ ଦିବସ’, ଫିଲ୍ମ ଟିକେଟ୍ ମୂଲ୍ୟ ୯୯ ଟଙ୍କା

ନୂଆଦିଲ୍ଲୀ,୨୯।୫: ସ୍ୱଳ୍ପ ଚଳଚ୍ଚିତ୍ର ରିଲିଜ୍ ଏବଂ ଦର୍ଶକଙ୍କ ଆଗମନ ସଂଖ୍ୟା ହ୍ରାସ କାରଣରୁ ସଂଗ୍ରାମ କରୁଥିବା ପ୍ରେକ୍ଷାଳୟଗୁଡିକ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ଟିକେଟ୍ ପ୍ରଦାନ କରିବେ। ମଲ୍ଟିପ୍ଲେକ୍ସ ଏବଂ ସିଙ୍ଗଲ୍ ସ୍କ୍ରିନ୍ ସିନେମାଗୁଡ଼ିକ ମିଳିତ ହୋଇ ମେ…

କାନ୍ସରେ ‘ହାବାସପୁରୀ ୱେଭିଙ୍ଗ୍‌’ର ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ୱର,୨୮।୫(ଅନୁରାଧା ମହାରଣା):ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ଓଡ଼ିଶାର ବିଶ୍ୱନାଥ ରଥ କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ କୋଟପାଡ଼ ହସ୍ତତନ୍ତର ପ୍ରଦର୍ଶନ କରିବା ସହ ହାବାସପୁରୀ ହସ୍ତତନ୍ତ ଉପରେ ପ୍ରସ୍ତୁତ ଫିଚର ଡକ୍ୟୁମେଣ୍ଟାରିର ପୋଷ୍ଟର ଉନ୍ମୋଚନ…

ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା

ମୁମ୍ବାଇ: ରିଏଲିଟି ଶୋ ‘ବିଗବସ୍‌-୧୭’ର ବିଜେତା ମୁନାଓ୍ବର ଫାରୁକି ଦ୍ୱିତୀୟ ଥର ପାଇଁ ବିବାହ କରିଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୦ରୁ ୧୨ ଦିନ ତଳେ ଏହି ଷ୍ଟାଣ୍ଡଅପ୍‌ ହାସ୍ୟ ଅଭିନେତା, ମେକ୍‌ଅପ୍‌ ଆର୍ଟିଷ୍ଟ ମେହଜ୍‌ବୀନ କୋଟଓ୍ବାଲାଙ୍କ…

ରିଲିଜ ପୂର୍ବରୁ ୨୦୦ କୋଟି ଆୟ କଲା ଥାଲାପତି ବିଜୟଙ୍କ ଫିଲ୍ମ

ଚେନ୍ନାଇ: ଥାଲାପାତି ବିଜୟଙ୍କ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମ’ ରିଲିଜ ହେବାକୁ ତିନି ମାସରୁ ଅଧିକ ସମୟ ବାକି ଅଛି, କିନ୍ତୁ ଏହା ଟ୍ରେଡ ସର୍କଲରେ ଏକ ଭଲ ସ୍ଥାନ ସୃଷ୍ଟି କରିସାରିଛି। କୁହାଯାଉଛି ଯେ ଏହି ମୁଭି…

ଲୋକପ୍ରିୟ ଅଭିନେତାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୨୭।୫: ଆମେରିକୀୟ ଅଭିନେତା ଜନି ଓ୍ବାକ୍ଟରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଓ୍ବାକ୍ଟର ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ। ଓ୍ବାକ୍ଟରଙ୍କ ମା’ ମଧ୍ୟ ତାଙ୍କ ପୁଅର ମୃତ୍ୟୁକୁ ନିଶ୍ଚିତ…

କାନ୍ସରେ ଭାରତର ଐତିହାସିକ ଶୋ’: ପାୟଲ କାପାଡିଆଙ୍କୁ ଗ୍ରାଣ୍ଡପ୍ରିକ୍ସ ପୁରସ୍କାର

ନୂଆଦିଲ୍ଲୀ,୨୭।୫: ୭୭ତମ କାନ୍ସ ଫିଲ୍ମ ସମାରୋହରେ ଭାରତର ପ୍ରଦର୍ଶନ ଅଭୂତପୂର୍ବ ରହିଛି, ଯେଉଁଥିରେ ୨ ଜଣ ଚଳଚ୍ଚିତ୍ର ନିର୍ମାତା, ଜଣେ ଅଭିନେତ୍ରୀ ଏବଂ ଜଣେ ସିନେମାଟୋଗ୍ରାଫର ବିଶ୍ୱର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବରେ ଶୀର୍ଷ ପୁରସ୍କାର ଜିତିଛନ୍ତି । ସମୃଦ୍ଧ ଫିଲ୍ମ ଉଦ୍ୟୋଗ…

ମହୀଶୂର ଫିଲ୍ମ ନିର୍ମାତାଙ୍କୁ କାନ୍ସ ଲା ସିନେଫ୍‌ ପ୍ରଥମ ପୁରସ୍କାର

କାନ୍ସ,୨୫ା୫(ପି.ଟି.): ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତକୁ ବଡ଼ ସଫଳତା ମିଳିଛି। ମହୀଶୂରର ଫିଲ୍ମ ନିର୍ମାତା ଚିଦାନନ୍ଦ ଏସ୍‌ ନାଏକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାଓ୍ବାର୍ସ ଓ୍ବେୟାର ଦି ଫାଷ୍ଟ ଓ୍ବାନ୍ସ ଟୁ ନୋ’ ଗୁରୁବାର ଲା ସିନେଫ ପ୍ରଥମ ପୁରସ୍କାର ପାଇଛି।…

ଦୀର୍ଘ ୬ ବର୍ଷର ବିରତି ପରେ ଫେରୁଛନ୍ତି ପ୍ରୀତି, ଅଧିକ ଆୟ ପାଇଁ ଜଏନ କରିଥିଲେ ଆଇପିଏଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବର୍ତ୍ତମାନ ଲାହୋର ୧୯୪୭ ପାଇଁ ସୁଟିଂ କରୁଛନ୍ତି, ଯାହା ସୁପରହିଟ ଭୈୟାଜୀ ହିଟ ହେବାର ଛଅ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ମୁଭି। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ ଯେ ତାଙ୍କୁ ପରବର୍ତ୍ତୀ ମୁଭିକରିବା…

ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ

ମୁମ୍ବାଇ,୨୪।୫: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟକ ମୃତ ଲୈଲା…

କେମିତି ଅଛନ୍ତି ଶାହରୁଖ ଖାନ୍‌:ଆସିଲା ଅପ୍‌ଡେଟ୍‌

ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ମ୍ୟାନେଜର ପୂଜା ଡଡ୍‌ଲାନି କହିଛନ୍ତି। ପୂଜା ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?