ମନୋରଞ୍ଜନ

କେମୋ ଥେରାପି ମଝିରେ ବି ଜିମ ଯାଉଛନ୍ତି ହିନା, ଭିଡିଓ ଶେୟାର କରି ଲେଖିଲେ…

ମୁମ୍ବାଇ,୯।୮: ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ସହିତ ଲଢୁଛନ୍ତି। ସେ କେମୋଥେରାପି ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ମଧ୍ୟ ଲଣ୍ଡା ହୋଇଯାଇନ୍ତି। ଏହି ସବୁ ଅସୁବିଧା ସତ୍ତ୍ୱେ ହିନା ଖାନ କାମ ବନ୍ଦ କରି…

ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ

ଜଣେ ଭଲ ଅଭିନେତା ହେବା ବ୍ୟତୀତ ଅକ୍ଷୟ କୁମାର ତାଙ୍କର ଉଦାରତା ପାଇଁ ଜଣାଶୁଣା। ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଅକ୍ଷୟ କୁମାର ମୁମ୍ବାଇର ହାଜିଅଲି ଦର୍‌ଘା ପରିଦର୍ଶନ କରିଥିଲେ। ଅକ୍ଷୟ କୁମାରଙ୍କ…

ନାଗା ଚୈତନ୍ୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି: ଭାବି ସ୍ତ୍ରୀଙ୍କ ଅପେକ୍ଷା….

ଦକ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ନାଗାର୍ଜୁନ ଫଟୋ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କୁ ଦେଇଛନ୍ତି। ସାମନ୍ଥା ରୁଥ୍‌ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।…

ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ, ସାଉଥ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ହେଲା ନିର୍ବନ୍ଧ

ମୁମ୍ବାଇ: ତେଲୁଗୁ ଅଭିନେତା ନାଗା ଚୈତନ୍ୟଙ୍କ ନିର୍ବନ୍ଧ ହୋଇଛି। ସାଉଥ୍‌ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ତାଙ୍କ ନିର୍ବନ୍ଧ ଶେଷ ହୋଇଛି। ଆଉ ଖୁବ୍‌ଶୀଘ୍ର ତାଙ୍କର ବିବାହ ହେବାକୁ ଯାଉଛି। ଛାଡପତ୍ରର ୩ବର୍ଷ ପରେ ପୁଣି ବିବାହ କରିବାକୁ ଯାଉଛନନ୍ତି…

ମୁଁ କୋହଲିଙ୍କୁ ପାଗଳ ପରି ଭଲ ପାଏ, ମୃଣାଳ ଠାକୁରଙ୍କ ଭିଡିଓ ହେଉଛି ଭାଇରାଲ

ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁର ଆଜିକାଲି ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଛନ୍ତି। ମୃଣାଳଙ୍କର ଏକ ପୁରୁଣା ସାକ୍ଷାତକାର ଗତ କିଛି ଦିନ ହେବ ଭାଇରାଲ ହେଉଛି। ଏଥିରେ ସେ ବିରାଟଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଥିଲେ। ଏହି…

ମୁହଁ ଲୁଚାଇ ଏହି ମହତ୍‌ କାର୍ଯ୍ୟ କଲେ ଅକ୍ଷୟ କୁମାର: ଚାରିଆଡୁ ହେଉଛି ପ୍ରଶଂସା

ବଲିଉଡର ଖିଲାଡି କୁମାର ଭାବେ ଜଣାଶୁଣା ଅକ୍ଷୟ କୁମାର ତାଙ୍କର ବଡ଼ ହୃଦୟ ପାଇଁ ଜଣାଶୁଣା। ଅକ୍ଷୟ ଲୋକଙ୍କୁ ସାହାଯ୍ୟ କରିବାରେ କେବେ ଥକି ପଡିନାହିଁ। ଆଜିକାଲି ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସେ ନିଜର ବ୍ୟସ୍ତବହୁଳ…

ରାଗିଗଲେ ଅଙ୍କିତା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ଟିଭି ଇଣ୍ଡଷ୍ଟ୍ରିରେ ସେ ବହୁ ସଫଳତା ହାସଲ କରିଛନ୍ତି। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ ଭିକି ଜୈନଙ୍କୁ ବିବାହ କରିଥିଲେ। ଭିକି ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଟିଭି ଇଣ୍ଡଷ୍ଟ୍ରିରେ…

ସୁପରଷ୍ଟାର ସିଙ୍ଗର ୩ର ଓ୍ବିନର ହେଲେ ଅବିର୍ଭବ-ଅଥର୍ବ, ଜିତିଲେ ଏତେ ଲକ୍ଷ ଟଙ୍କା

ମୁମ୍ବାଇ: ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ସୁପରଷ୍ଟାର ସିଙ୍ଗର ୩ ଶେଷ ହୋଇଛି । ଶେଷରେ ୫ମାସ ପରେ ଶୋ’ ଏହାର ବିଜେତା ପାଇଲା। ଏହି ସିଜରେ ବହୁ ଭଲ ଭଲ ପ୍ରତିଯୋଗୀ ଥିଲେ, କିନ୍ତୁ କେରଳ ଏବଂ ଝାଡ଼ଖଣ୍ଡର…

ଖାଲି ପାଦରେ ୧ କି.ମି. ଦୌଡ଼ିଥିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ‘ଉଲଝ୍‌ ’ ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ସହ ରୋଶନ୍‌ ମାଥ୍ୟୁ ଓ ଗୁଲ୍‌ଶାନ ଦେବେୟା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ବିନୀତ ଜୈନଙ୍କ ଦ୍ୱାରା ନିର୍ମିତ ଏହି…

ବିବାହର ପ୍ରଥମ ରାତିରେ କାନ୍ଦିଥିଲେ ଶାହରୁଖ: ସ୍ତ୍ରୀଙ୍କୁ ଛାଡି ପଳାଇଥିଲେ…

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡର ସବୁଠାରୁ ଧନୀ ଅଭିନେତା ହେବା ବ୍ୟତୀତ ସେ ଅନ୍ୟତମ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି। ଶାହାରୁଖ ଖାନ ବଲିଉଡର ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ…

କଙ୍ଗନାଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ, କହିଲେ ମୁହଁ ଦେଖିଲେ ପାପ ଲାଗିବ…

ନୂଆଦିଲ୍ଲୀ,୪।୮: ଶଙ୍କରାଚାର୍ଯ୍ୟ ତାଙ୍କର ଏକ ବିବୃତ୍ତିରେ ଭାଜପା ଏମପି କଙ୍ଗନା ରଣାୱତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କ ମୁହଁକୁ ଦେଖିବା ପାପ। କହିରଖୁଛୁ କି, ଶଙ୍କରଚାର୍ଯ୍ୟ କିଛି ବର୍ଷ ପୂର୍ବରୁ କଙ୍ଗନାଙ୍କ ଏକ ଟିପ୍ପଣୀ ଉପରେ ନୀରବତା…

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମୃଣାଲ, ଖୋଲି କହିଦେଲେ ସବୁକଥା

ମୁମ୍ବାଇ, ୦୪।୦୮: ଟିଭି ଇଣ୍ଡଷ୍ଟ୍ରିରୁ କ୍ୟାରିୟର ଆରମ୍ଭ କରି ବଲିଉଡରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ମୃଣାଲ ଠାକୁର ଅନ୍ୟତମ। ୨୦୧୨ରେ ଟିଭି ଧାରାବାହିକ ‘ମୁଝ୍‌ସେ କୁଛ୍‌ କେହତି ହେ ଖାମୋସିୟାଁ’ ଜରିଆରେ ସେ ଛୋଟ ପରଦାରେ ଡେବ୍ୟୁ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?