ମନୋରଞ୍ଜନ

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦ ବର୍ଷରେ ସେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିଲେ। ଏକ ସମୟ ଥିଲା ଯେତେବେଳେ…

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ ବବିତା ଆଶିଓ୍ବାଲ ଓ ଆଦି ଶର୍ମାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ‘ଭାରତ ଭାଗ୍ୟ…

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ ପୋଷ୍ଟ ଶେୟାର କରିଥିଲେ, ଯାହା ପରେ ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ ଅନୁଷ୍କା ତାଙ୍କ…

ଆହତ ଥିବା ସତ୍ତ୍ୱେ ‘ସିକନ୍ଦର’ର ଶୁଟିଂ ଜାରି ରଖିଛନ୍ତି ସଲ୍‌ମାନ

ମୁମ୍ବାଇ: କୌଣସି ପ୍ରକାରର ବାଧାବିଘ୍ନ ଆସିଲେ ମଧ୍ୟ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ ସର୍ବଦା ନିଜର କାର୍ଯ୍ୟ ପ୍ରତିଶ୍ରୁତିକୁ ପାଳନ କରି ଆସିଛନ୍ତି। ଏହାକୁ ସେ ପୁଣି ପ୍ରମାଣିତ କରି ଦେଖାଇଛନ୍ତି। ପିଞ୍ଜରା ହାଡ଼ରେ ଆଘାତ ଥିବା ସତ୍ତ୍ୱେ ମଧ୍ୟ ସଲ୍‌ମାନ…

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଶାଶୁଘର ଗଲେ ଐଶ୍ୱର୍ଯ୍ୟା ରାୟ, ସାଙ୍ଗରେ ଥିଲେ…

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍‌ ଅମିତାଭ…

ଐଶ୍ୱର୍ଯ୍ୟା-ଅଭିଷେକଙ୍କର ହେବ ଗ୍ରେ-ଡିଭୋର୍ସ! ଜାଣନ୍ତୁ ଗ୍ରେ-ଡିଭୋର୍ସ କ’ଣ…

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଆଜିକାଲି ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କ ମଧ୍ୟରେ କିଛି ଠିକ୍‌ ଚାଲିନଥିବା କୁହାଯାଇଛି। ହେଲେ ଦୁହିଁଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। ନିକଟରେ ଯେତେବେଳେ ଐଶ୍ୱର୍ଯ୍ୟା…

ମନ୍ଦିରରେ ବିବାହ କରିବେ ଆଦିତି

ହାଇଦ୍ରାବାଦ: ଅଭିନେତ୍ରୀ ଆଦିତି ରାଓ ହାଇଦରି ଖୁବ୍‌ଶୀଘ୍ର ନିଜ ଦୀର୍ଘ ଦିନର ପ୍ରେମିକ ତଥା ଅଭିନେତା ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଯୋଡ଼ି ଚଳିତ ବର୍ଷ ମାର୍ଚ୍ଚରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ। ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ…

ରାଜକୁମାରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ‘ମାଲିକ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଶନିବାର ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ନାମ ‘ମାଲିକ’ ହୋଇଥିବା ଘୋଷଣା କରି ନିଜ ପ୍ରଶଂସକଙ୍କୁ ଜନ୍ମଦିନର ଉପହାର ଦେଇଛନ୍ତି। ରାଜକୁମାର ନିଜ…

ରାଜନେତା ନା ଅଭିନେତା କାହାକୁ ବିବାହ କରିବେ କଙ୍ଗନା? ନିଜେ ଦେଲେ ଜବାବ

ମୁମ୍ବାଇ: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଭାଜପା ଏମପି ତଥା ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ ମୁଭି ଏମରଜେନ୍ସି ପାଇଁ ଖବରରେ ଅଛନ୍ତି। ତେବେ ଗତ କିଛି ଦିନ ହେବ କୃଷକ ଆନ୍ଦୋଳନ ସମ୍ପର୍କରେ…

ଅଙ୍କିତାଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ବାମୀ ବିକି ଜୈନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଏହି ଦମ୍ପତି ଜଣେ ରାଜକୁମାରୀଙ୍କୁ ସ୍ବାଗତ କରିଛନ୍ତି। ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ…

ଫିଲ୍ମରେ ସମସ୍ତଙ୍କ ସାମ୍ନାରେ କେମିତି ଶୁଟିଂ ହୁଏ ଅନ୍ତରଙ୍ଗ ଦୃଶ୍ୟ? କିସ୍‌ କରିବାକୁ ଆପଣାଯାଏ ଏମିତି ଟ୍ରିକ୍‌

ପୂର୍ବରୁ ବଲିଉଡ ଫିଲ୍ମରେ ଆଜିକାଲି ପରି ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା। ଏବେ OTT ପ୍ଲାଟଫର୍ମରେ ଏପରି ଦୃଶ୍ୟ ଅଧିକ ଦେଖାଯାଉଛି। କହିବାକୁ ଏମିତି ସିନ୍‌ ନ ଥିଲେ ଏବେ ଷ୍ଟୋରୀ ବି ଫିକା ବୋଲି କୁହାଯାଉଛି। କିନ୍ତୁ ଏବେକାର…

ଏହି କାମ କରିବାବଳେ ଅନସ୍ପଟ ଐଶ୍ୱର୍ଯ୍ୟାଙ୍କୁ ଧରିଥିଲେ ଅଭିଷେକ ବଚ୍ଚନ! କ’ଣ ଏହିଠୁ ଆରମ୍ଭ ହୋଇଛି ଛାଡପତ୍ର ବିବାଦ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ଛାଡପତ୍ରକୁ ନେଇ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି। ଏପରି କୁହାଯାଉଛି ଯେ, ସେ ବିବାହ ପରେ ତାଙ୍କ ସମ୍ପର୍କ କିଛି ଭଲ ଚାଲୁ ନ ଥିଲା। ସ୍ଥିତି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?