ମନୋରଞ୍ଜନ

ଅଭିଷେକଙ୍କ ସହ ପ୍ରତ୍ୟେକ ଦିନ ହେଉଥିଲା ଝଗଡା, ଖୁଲାସା କରି ଜାଣନ୍ତୁ କ’ଣ କହିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ପ୍ରିୟ ଦମ୍ପତି ଅଟନ୍ତି। ଏହି ଦମ୍ପତି ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ ଏବଂ ତାଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି। ତେବେ ଐଶ୍ୱର୍ଯ୍ୟା ଏବଂ…

ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍‌କୁ ଡାକି କହିଥିଲେ…

ମୁମ୍ବାଇ,୩୧।୮: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଥିବା ମି..ଠୁ ଅଭିଯାନ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଥିରେ ଅନେକ ଯୁବ କଳାକାର ଭେଟେରାନ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ…

ପୁଣି ଖଳନାୟକ ଭୂମିକାରେ ରାଘବ

ମୁମ୍ବାଇ: ଜଣେ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିବା ରାଘବ ଜୁୟାଲ ଏବେ ସମସ୍ତଙ୍କ ପସନ୍ଦର ଭିଲେନ୍‌ ବା ଖଳନାୟକ। ନିଜର ବଳିଷ୍ଠ ଅଭିନୟ ଜରିଆରେ ଦର୍ଶକମାନଙ୍କୁ ସେ ଆକୃଷ୍ଟ କରିପାରିଛନ୍ତି। ନିକଟରେ ରିଲିଜ ହୋଇଥିବା ‘କିଲ୍‌’ ଚଳଚ୍ଚିତ୍ରରେ ସେ ଖଳନାୟକ…

ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଜୁଲାଇରେ ଛାଡପତ୍ର ଦେଇଥିଲେ। ମାତ୍ର ଦେଢ଼ ମାସ ମଧ୍ୟରେ ତାଙ୍କ ନାମ ୩ ଅଭିନେତ୍ରୀଙ୍କ ସହ ଯୋଡି ହେଲାଣି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ…

କ’ଣ ଗାନ୍ଧୀ ପରିବାରକୁ ‘ଏମରଜେନ୍ସି’ ସ୍କ୍ରିନିଂ ପାଇଁ ନିମନ୍ତ୍ରଣ କରିବେ କଙ୍ଗନା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୩୦।୮: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତ ଗୁରୁବାର ଗାନ୍ଧୀ ପରିବାରକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ସ୍କ୍ରିନିଂକୁ ନିମନ୍ତ୍ରଣ କରିବାର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ମନରେ ତାଙ୍କ ପ୍ରତି ବହୁତ ରାଗ…

ରକୁଲଙ୍କ ସହ ରୋମାନ୍ସ କରିବେ ଅଜୟ ଦେବଗନ

ମୁମ୍ବାଇ:ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନ୍‌ ସମ୍ପ୍ରତି ନିଜର ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‌ ଦେ ୨’ ଏବଂ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଞ୍ଜାବର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗ୍ରାମାଞ୍ଚଳରେ…

ଧନୀ ଅଭିନେତା ଶାହରୁଖ୍‌: ମୋଟ ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ‘ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୪’ର ଧନୀ ଭାରତୀୟ ଅଭିନେତାଙ୍କ ତାଲିକାରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ୭,୩୦୦ କୋଟିର ସମ୍ପତ୍ତି ସହ ଶାହରୁଖ୍‌ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ଆଇପିଏଲ୍‌ ଟିମ୍‌ କୋଲକାତା…

କେବଳ ଅଭିନୟ ନୁହେଁ, ଏହି କାମ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ନାଗାର୍ଜୁନ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଥିବା ନାଗାର୍ଜୁନ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେବେଠାରୁ ସେ…

କଙ୍ଗନାଙ୍କ ମିଳିଲା ହତ୍ୟା ଧମକ: ଲୋଡିଲେ ସୁରକ୍ଷା

ନୂଆଦିଲ୍ଲୀ, ୨୮।୮:‘ଏମର୍ଜେନ୍ସି’ ଚଳଚ୍ଚିତ୍ର ରିଲିଜ ହେଲେ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ୬ ଜଣ ବ୍ୟକ୍ତି ଗୋଟିଏ ରୁମ୍‌ରେ ବସି କଙ୍ଗନାଙ୍କୁ…

ମୁଁ ଗର୍ଭବତୀ ଅଛି…ଅବିବାହିତ ଅବସ୍ଥାରେ ମା’ବାପାଙ୍କୁ ଏମିତି କଥା କହିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ୭୨ ଘଣ୍ଟା ପରେ…

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ସହ ଜଡିତ ଅନେକ ରୋଚକ କାହାଣୀ ଅଛି। କୁହାଯାଏ ନେହା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ଏକଥା ସେ ତାଙ୍କ ମାତାପିତାଙ୍କୁ କହିବାରୁ ଘରେ ବିଶୃଙ୍ଖଳା ସୃଷ୍ଟି…

ଅଭିଷେକଙ୍କ ଯୋଗୁ ଫିଲ୍ମରୁ ଦୂରେଇ ଗଲେ ଐଶ୍ୱର୍ଯ୍ୟା? ପ୍ରଶ୍ନରେ ଏଭଳି ଜବାବ ଦେଲେ ଅଭିନେତ୍ରୀ, ଯାହାକୁ ଶୁଣି ସ୍ବାମୀ ଦେଲେ…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିଲା। କୁହାଯାଉଥିଲା ଯେ ଦୁହେଁ ଛାଡପତ୍ର ହେବାକୁ ଯାଉଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ଜୟା ବଚ୍ଚନ ଏବଂ ନଣନ୍ଦ ଶ୍ୱେତା…

ସ୍ତ୍ରୀ-୨ ପାଇଁ କେତେ ଟଙ୍କା ନେଇଛନ୍ତି ଷ୍ଟାର୍‌କାଷ୍ଟ, ଜାଣନ୍ତୁ…

ମୁମ୍ବାଇ: ଅମର କୌଶିକଙ୍କ ନିର୍ଦ୍ଦେଶିତ ହରର୍‌ କମେଡି ସ୍ତ୍ରୀ-୨ ବଡ଼ ହିଟ ହୋଇଛି। ଏହି ଫିଲ୍ମ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଶ୍ରଦ୍ଧା କପୁରଙ୍କ ସହ ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଏବଂ ପଙ୍କଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?