ମାଇନସ୍ ୧୪ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରୁଛନ୍ତି ମହାନାୟକ
ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦଶନ୍ଧିର ମହାନାୟକ କୁହାଯାଏ। ଅଭିନୟ ପ୍ରତି ତାଙ୍କ ପ୍ରତିଶ୍ରୁତିବଦ୍ଧତା ଦେଖି ତାଙ୍କୁ ଏହି ଆଖ୍ୟା ଦିଆଯାଇଛି। ଅମିତାଭଙ୍କୁ ୭୭ ବର୍ଷ ହୋଇଗଲାଣି। ଗତ କିଛି ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଠିକ୍ ରହୁନି। କିନ୍ତୁ…
ଏୟାର ପୋର୍ଟରେ ମେକ୍ଅପ୍ ନେଲେ କରିନା: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଇଛି ସେ ଏକ ବିମାନ ବନ୍ଦରରେ ମେକ୍ଅପ୍ ନେଉଛନ୍ତି। ଯଦିଓ ଏହା ସେମାନଙ୍କ ପାଇଁ ସାଧାରଣ ଘଟଣା ତଥାପି ଏଥିରେ କିଛି ବିଶେଷତ୍ୱ…
ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’
‘ମନେ ମନେ ମନ ଖୋଜୁଥିଲା’-ଏପରି ଶୀର୍ଷକରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଏହାର କାହାଣୀ ପ୍ରେମ ଉପରେ ପର୍ଯ୍ୟବସିତ। ହଁ,ଏକ ଭିନ୍ନ ଧରଣର ଟିନ୍-ଏଜ୍ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’।…
ଭଲ ଲାଗୁଥିବା ଯାଏ ଯାତ୍ରାରେ ଥିବି: ଜ୍ୟୋତ୍ସ୍ନାରାଣୀ
ନା ଆଗରୁ ଯାତ୍ରା କରିଥିଲେ ନା ଅଭିନୟରେ ତାଲିମ୍ ନେଇଥିଲେ। ତେବେ ଯାତ୍ରା ପ୍ରତି ରୁଚି ରହିଥିଲା। ଅଚାନକ ମିଳିଗଲା ସୁଯୋଗ। ତ ଚାଲି ଆସିଲେ ଯାତ୍ରାକୁ। ଏବେ ସେ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ପରିଚିତ ଅଭିନେତ୍ରୀ। ସେ…
କଳାକାର ହେବା ସହଜ ନୁହେଁ: ଅଜୟ
କଳାକାର ହେବା ଛୋଟିଆ କଥା ନୁହେଁ। ଯିଏ ନିଜର ସବୁ ସୁଖଦୁଃଖକୁ ପଛରେ ପକେଇ ମଞ୍ଚ ଉପରେ ଅଭିନୟ କରିପାରେ ସେ ହିଁ ସଚ୍ଚା କଳାକାରଟିଏ ହୋଇପାରେ। ଏକଥା କହନ୍ତି ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତା ଅଜୟ ସ୍ବାଇଁ। ତାଙ୍କ…
‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ
ମୁମ୍ବାଇ,୧୫।୧୨: ବଲିଉଡ୍ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୭୩ର କ୍ଲାସିକାଲ ମୁଭି ‘ଗରମ ହାଓ୍ବା’ ପାଇଁ ବଲିଉଡ୍ରେ ତାଙ୍କର ସ୍ବତନ୍ତ୍ର…
କରୀନାଙ୍କ ଡାଏଟ୍ ପ୍ଲାନ୍
କରୀନାଙ୍କୁ ସ୍କ୍ରିନ୍ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍ ପ୍ଲାନ୍ ବା ଫିଟ୍ନେସ୍ର ରାଜ୍… – କରୀନା କେଶର ସହିତ ଭିଜା ହୋଇଥିବା କଳା…
ସଲମାନଙ୍କ ଘର ଉଡ଼ାଇ ଦେବାକୁ ଧମକ
ବଲିଉଡ୍ର ସିଙ୍ଗଲ୍ ମ୍ୟାନ୍ ସଲମାନ୍ ଖାଁଙ୍କ ଘର ଉଡ଼ାଇ ଦେବାକୁ ଗାଜିଆବାଦର ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଛନ୍ତି। ମୁମ୍ବାଇ ପୋଲିସକୁ ମେଲ୍ କରି ସେ ଏହି ବାର୍ତ୍ତା ପଠାଇଛନ୍ତି। ମେଲ୍ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ…
ବିଗ୍ବସ୍ ମଞ୍ଚରେ ଗୁତ୍ଥିଙ୍କୁ ବିବାହ କଲେ ସଲମାନ !
ବମ୍ବେ: ଦବଙ୍ଗ ଖାନ୍ ସଲମାନ କେବେ ବିବାହ କରିବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ତାଙ୍କୁ ଏନେଇ ଅନେକ ଥର ପଚରା ଯାଇଥିଲେ ସୁଦ୍ଧା ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥାନ୍ତି। ଏପରିକି କଥାକୁ ସହଜରେ…
ଟାଇଗରଙ୍କ କୁନି ପ୍ରଶଂସକ
ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ ବର୍ଷ। ହେଲେ ଟାଇଗରଙ୍କୁ ବହୁତ ଭଲ ପାଆନ୍ତି ସେ। ହିବାଙ୍କ ମା’ ଟାଇଗରଙ୍କ ଉଦ୍ଦେଶ୍ୟରେ…
ହେମା, ରେଖା, ଶ୍ରୀଦେବୀଙ୍କ ପରେ ଭୂମୀଙ୍କୁ ମିଳିଲା ସଫଳତା
ମୁମ୍ବାଇ: ବଲିଉଡ୍ ନାୟିକା ହେମାମାଳିନୀ, ରେଖା ଓ ଶ୍ରୀଦେବୀଙ୍କୁ ବଡ ପରଦାରେ ଯେଉଁ ସଫଳତା ମିଳିଥିଲା ତାହା ବୋଧହୁଏ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ମିଳିନାହିଁ ବୋଲି କୁହାଯାଏ। ହେଲେ ଏହି ସଫଳତା ଏବେ ନାୟିକା ଭୂମୀ ପେଡନେକରଙ୍କୁ ମିଳିଛି ବୋଲି…
ସଲମାନଙ୍କ ବିବାହକୁ ନେଇ ମଜା କଲେ ଅର୍ଚ୍ଚନା
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ପ୍ରଶ୍ନ କରୁଛନ୍ତି ତାଙ୍କ ପ୍ରଶଂସକ। ହେଲେ ନିକଟରେ ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନ ପାଇଁ ‘କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଏହାକୁ ନେଇ ମଜା କରିଥିଲେ ଅର୍ଚ୍ଚନା…

