ଜନ୍-ବିପାଶାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍ ଟୁଇଟ୍
ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ୟାଣ୍ଡସମ୍ ହଙ୍କ୍ ଜନ ଆବ୍ରାହମ୍ ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଜଣେ ସୁପର ମଡେଲ ଭାବେ କାମ କରୁଥିଲେ। ୨୦୦୩ରେ…
ପ୍ରେମ ବିବାହ ପରେ ବି ସଚିନ୍ଙ୍କୁ ଭଲ ପାଉ ନ ଥିଲେ ଜୁହି ପରମାର
ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍ ଶ୍ରଫ୍ଙ୍କ ୪୦ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍ ମ୍ୟାରେଜ୍ ପରେ ବି ତାଙ୍କ ସ୍ତ୍ରୀ ଛୋଟ ପରଦାର ସୁନ୍ଦରୀ ନାୟିକା ଜୁହି ପରମାର…
ନିଜ ଭୁଲ ପାଇଁ ପଶ୍ଚାତାପ କଲେ ଅକ୍ଷୟ
ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ରବିବାର ଜାମିଆ ନଗର ଓ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଉକ୍ତ ୨ ସ୍ଥାନରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧର…
ବାରାଣସୀରେ ଛୁଟି ମନାଉଛନ୍ତି ଜାହ୍ନବୀ
ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ ସେ ଗଙ୍ଗାଘାଟରେ ଖୁବ୍ ମଜା କରୁଥିବା ଫଟୋରେ ଦେଖିବାକୁ ମିଳିଛି। ସେହିପରି ଏଠାକାର ପାରମ୍ପରିକ…
ବଲିଉଡ୍ରେ ରିଲିଜ୍ ହୋଇଥିବା ୨୦୧୯ର ବିବାଦୀୟ ଚଳଚ୍ଚିତ୍ର
ମୁମ୍ବାଇ: ବଡ ପରଦାରେ ୨୦୧୯ରେ ଆସିଥିବା କିଛି ଫିଲ୍ମ ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଥିଲା। ଏହାସହ ବକ୍ସ ଅଫିସରେ ଭଲ ବିଜନେସ୍ ମଧ୍ୟ କରିଥିଲା। ହେଲେ ଆଉ କିଛି ଫିଲ୍ମ ଚାଲି ଆସିଥିଲା ବିବାଦ ଘେରକୁ। ପାନିପତ: ଡିସେମ୍ବର ୬ରେ…
ସାଉଥ୍ ଫିଲ୍ମରେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍’ରୁ ବଲିଉଡ୍ରେ ପାଦ ରଖିଥିବା ଏହି ଅଭିନେତ୍ରୀ ଏବେ ସାଉଥ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ…
ନୂଆ ଲୁକ୍ରେ ଆସୁଛନ୍ତି ଅମିର ଖାଁ
ବଲିଉଡ୍ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଅମିର ଖାଁ ଅନେକ ଦିନ ପରେ ପୁଣି ପରଦାକୁ ଫେରୁଛନ୍ତି। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହ ଏକ ଭିନ୍ନ ଲୁକ୍ରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଅମିର। ତାଙ୍କୁ ହଠାତ୍ ଦେଖିଲେ ଚିହ୍ନି…
ପିତାଙ୍କ ଫଟୋ ଶେୟାର କରି ଭାବୁକ ହେଲେ ବିଗ୍ ବି
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବେ ପୋଲାଣ୍ଡରେ ଅଛନ୍ତି। ସେଠାରୁ ସେ ତାଙ୍କ ପିତା ତଥା ଭାରତର ମହାନ୍ କବି ହରିବଂଶ ରାୟ ବଚ୍ଚନଙ୍କ ଫଟୋ ଶେୟାର କରିବା ସହ ଭାବୁକ ହୋଇଛନ୍ତି। ଗୋଟିଏ ଦିନ ପୂର୍ବେ ହିମାଚଳରେ ଫିଲ୍ମ…
ଟୁଇଟରକୁ ଫେରିଲେ ଅନୁରାଗ
ମୁମ୍ବାଇ: କିଛିଦିନ ତଳେ ଟୁଇଟରରୁ ଦୂରେଇ ଯାଇଥିବା ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣିଥରେ ଟୁଇଟରରେ ଯୋଗ ଦେଇଛନ୍ତି। ଦେଶର ପରିସ୍ଥିତିକୁ ଦେଖି ସେ ପୁଣି ଟୁଇଟର ଆକାଉଣ୍ଟ ଖୋଲିଥିବା କହିଛନ୍ତି। ଗତ ଅଗଷ୍ଟରେ ଟୁଇଟରରେ ତାଙ୍କୁ ବହୁବାର ଟ୍ରୋଲ୍ କରାଯିବା…
ସଲମାନ କହିଲେ, କ୍ରିକେଟ ପଡିଆରେ ଏହି ଖେଳାଳି ହେଉଛନ୍ତି ଅସଲ ଦବଙ୍ଗ
ବଲିଉଡ୍ ଅଭିନେତା ସଲମାନ ଖାନ୍ ଏବେ ନିଜ ଆଗାମୀ ଫିଲ୍ମ ଦବଙ୍ଗ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍ର କ୍ରିକେଟ ଲାଇଭ୍ ଶୋ’ରେ ପହଞ୍ଚି ଫିଲ୍ମର ପ୍ରମୋଶନ…
ଲକ୍ଷ୍ମୀକାନ୍ତଙ୍କ ପାଇଁ ଜୋର୍ରେ କାନ୍ଦିଥିଲେ ସଲମାନ
ମୁମ୍ବାଇ: ବଲିଉଡ୍ର କମେଡ଼ିଆନ୍ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଜୋର୍ରେ କାନ୍ଦିଥିଲେ। ତାଙ୍କୁ ଚୁପ୍ କରିବା…
ବଲିଉଡ୍ରେ ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି ସୋନାକ୍ଷୀ
ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ତାଙ୍କ ଅପ୍ କମିଂ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତ୍କାରରେ କିଛି କଥା ମନଖୋଲି କଥା ହୋଇଛନ୍ତି। ସେ କହିଛନ୍ତି ଚାହୁଁ ଚାହୁଁ ଇଣ୍ଡଷ୍ଟ୍ରୀରେ ସେ ୧୦…

