ମନୋରଞ୍ଜନ

ମଲାଇକାଙ୍କ ଭଳି ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ

ବମ୍ବେ: ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ ଆକାଉଣ୍ଟରେ ଡିଜାଇନର ମୋହିତ ରାୟଙ୍କ ଦ୍ୱାରା ନିର୍ମିତ ଧଳା ରଙ୍ଗର ଏକ ପୋଷାକକୁ ସୋନାକ୍ଷୀ…

ପ୍ରଥମ ଦିନରେ ଭଲ ବିଜନେସ୍‌ କଲା ସିଦ୍ଧାର୍ଥଙ୍କ ଫିଲ୍ମ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ମରଜାଓ୍ବା’ବକ୍ସ ଅଫିସରେ ଭଲ ବିଜନେସ୍‌ କରିଛି। ପ୍ରଥମ ଦିନରେ ହିଁ ସେ କମାଲ୍‌ କରିଛି। ମିଲାପ ମିଲନ ଜାବେରିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ୭.୦୩…

‘ବ୍ରହ୍ମାସ୍ତ୍ର’ ସହ ଯୋଡ଼ି ହେଲେ ଶାହରୁଖ

ବମ୍ବେ: ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ଯାଇଥିବା ଶାହରୁଖ ଖାନ୍‌ ପୁଣି ଥରେ ଫେରୁଛନ୍ତି। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ ବୋଲି କୁହାଯାଉଛି। ଫିଲ୍ମଟି ତିନୋଟି ଭାଗରେ ରିଲିଜ୍‌ ହେବ।…

ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ ମିଡିଆରେ ପୁଅ ରବି କପୁରଙ୍କ ଅନେକ ଭିଡିଓ ଓ ଫଟୋ ଶେୟାର କରୁଥିଲେ ସୁଦ୍ଧା…

ହ୍ରିତିକ୍‌ଙ୍କ ‘ସୁପର-୩୦’କୁ ୯ ଥର ଦେଖିଲେଣି ମା’ ପିଙ୍କି

ବମ୍ବେ: ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୁପର ୩୦’କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ଫିଲ୍ମଟି ହିଟ୍‌ ହେବା ସହ ହ୍ରିତିକ୍‌ଙ୍କ ଅଭିନୟ ସମସ୍ତଙ୍କ ମନକୁ କିଣିଥିଲା। ଏବେ ତାଙ୍କ ମା’ ପିଙ୍କି ରୋଶନ ମଧ୍ୟ…

ଜ୍ୟାକଲିନ୍‌ଙ୍କ ସହ ମନଖୋଲି ନାଚିଲେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଦବଙ୍ଗ ୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଚଳିତବର୍ଷ ଖ୍ରୀଷ୍ଟମାସରେ ଏହା ରିଲିଜ୍‌ ହେବାକୁ ଥିବାବେଳେ ଦର୍ଶକମାନେ ଉତ୍ସୁକତାର…

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ ଧରି କମ୍ପି ଉଠିବ ମଥୁରାନଗରୀ। ଏହି ମୁକ୍ତାକାଶ ରଙ୍ଗମଞ୍ଚର ମହାନାୟକ କଂସ ମହାରାଜ ଚରିତ୍ରରେ…

ବଲିଉଡ୍‌ ଏଣ୍ଟ୍ରି ପାଇଁ ନିଜ ନାଁ ବଦଳାଇ ଦେଇଥିଲେ ମିନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦାମିନୀ ମିନାକ୍ଷୀ ଶେଷାଦ୍ରୀ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛନ୍ତି। ଏହି ଅଭିନେତ୍ରୀ ୯୦ ଦଶକରେ ବଲିଉଡ୍‌ ଦୁନିଆରେ ଜଣେ ଆଗଧାଡିର ନାୟିକା ଭାବେ ବେଶ୍‌ ନାଁ କମାଇଥିଲେ। ଶନିବାର ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମିନାକ୍ଷୀ।…

ନିଜର ପ୍ରଡକସନ୍‌ ହାଉସ୍‌ ଆରମ୍ଭ କଲେ ସୋହା

ମୁମ୍ବାଇ: ଖୁବ୍‌ଶୀଘ୍ର ଓ୍ବେବ ସିରିଜ୍‌ ମାଧ୍ୟମରେ ପରଦାକୁ ଫେରୁଛନ୍ତି ବଲିଉଡ୍‌ ନାୟିକା ସୋହା ଅଲି ଖାଁ। ଇତି ମଧ୍ୟରେ ସେ କିନ୍ତୁ ନିଜ ପ୍ରଡକସନ୍‌ ହାଉସ୍‌ ଆରମ୍ଭ କରି ସାରିଥିବା ଖବର ମିଳିଛି। ଏବେ ସେ ଜଣାଶୁଣା ଆଇନଜୀବୀ ରାମଜେଠମାଲାନିଙ୍କ କାହାଣୀକୁ…

ଅଭିନୟକୁ ନେଇ ନିଜକୁ ଭାଗ୍ୟବାନ ବୋଲି କହିଲେ ବାଦଶାହା

ମୁମ୍ବାଇ: ବଲିଉଡ୍‌ ଗାୟକ ବାଦ୍‌ଶାହା ଜଣେ ପରିଚିତ ଚେହେରା। ହେଲେ ସେ ଅଭିନୟ କରିବା ପରେ ନିଜକୁ ଜଣେ ଭାଗ୍ୟବାନ ବ୍ୟକ୍ତି ବୋଲି କହିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ‘ଖାନଦାନି ସଫାଖାନା’ ରେ ତାଙ୍କର ପ୍ରଥମ ଅଭିନୟର…

ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ବମ୍ବେ: ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ବାଭାବିକ କଥା। ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ। ଯେପରିକି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ କଥା ଦେଖନ୍ତୁ। ପିଲାଦିନେ ଝିଅ…

ପ୍ରିୟଙ୍କାଙ୍କ ଗୋଟିଏ ସ୍ବପ୍ନ ପୂରଣ ହେଲା, ବାକି ରହିଲା ଆଉ ଗୋଟିଏ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଥିଲେ, ମୋର ଦୁଇଟି ସ୍ବପ୍ନ ରହିଛି। ତାହା ପୂରଣ ହେଲେ ମୁଁ ସମସ୍ତଙ୍କୁ ଜଣାଇଦେବି। ସେଥିରୁ ଗୋଟିଏ ଏବେ ପୂରଣ ହୋଇଥିବାବେଳେ ଆଉ ଗୋଟିଏ ବାକି ରହିଛି। ତେବେ ତାଙ୍କ ସ୍ବପ୍ନ କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?