ମନୋରଞ୍ଜନ

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ ଥାନ୍ତି। ଏକପରିକି କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେ ନିର୍ଦ୍ଦେଶକଙ୍କ ସହ ଟାଇମ୍‌…

୪୨ ବର୍ଷରେ ପଦାର୍ପଣ କଲେ ଶ୍ରୁତି: ଅର୍ଜୁନଙ୍କ ସହିତ ଅନ୍ତରଙ୍ଗ ସିନ୍‌ରେ ଶୁଟିଂସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ…

କଟକରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ସେଠ୍‌:‘ବାସ୍ତବତାକୁ କ୍ୟାମେରାରେ ତୋଳିବା ସହଜ ନୁହେଁ’

କଟକ ଅଫିସ,୧୭ା୧୨: ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଦିତ୍ୟ ସେଠ୍‌ ଜଣେ ଚର୍ଚ୍ଚିତ ଚେହେରା। ୧୯୮୬ ମସିହାରୁ ସେ ମନୋରଞ୍ଜନ ଦୁନିଆ ସହ ଜଡ଼ିତ। ଆଦିତ୍ୟଙ୍କ ଦ୍ୱାରା ନିର୍ମିତ ‘ବାହାଦୁର’ ପ୍ରାମାଣିକ ଚଳଚ୍ଚିତ୍ର ଦାଦା ସାହେବ ଫାଲ୍‌କେ ଆୱାର୍ଡ ଜିତିଛି। ଭାରତ…

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୦୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଫିଲ୍ମ…

୨୦୧୯ର ଚର୍ଚ୍ଚିତ ଷ୍ଟାରକିଡ୍‌: ତାଲିକାରେ ତୈମୁର, ଇନାୟା, ସୁହାନା, ଅନନ୍ୟା….

ବମ୍ବେ: ବଲିଉଡ୍‌ର ଷ୍ଟାରକିଡ୍‌ମାନେ ନିଜ ନିଜ ମା’ବାପାଙ୍କଠାରୁ ଚର୍ଚ୍ଚିତ ହେବାରେ କମ୍‌ ନୁହନ୍ତି। ସେଥିପାଇଁ ତ ସେ ସୈଫ୍‌-କରିନାଙ୍କ ତୈମୁର ହୁଅନ୍ତୁ ଅଥବା ଶାହିଦ-ମୀରାଙ୍କ ମିଶା, ସମସ୍ତଙ୍କର ରହିଛି ବଡ଼ ଫ୍ୟାନ୍‌ ଫଲୋଇଙ୍ଗ। ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେଲିବ୍ରିଟିଙ୍କ ଭଳି…

ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ ପାଇସାରିଛି। ହେଲେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ କାଜଲ ଅଗ୍ରଓ୍ବାଲ ପ୍ରଥମେ ଏହି ସମ୍ମାନ…

ଭଉଣୀଙ୍କ ସହ ଏଥର ଜନ୍ମଦିନ ପାଳିବେ ଭାଇଜାନ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଡିସେମ୍ବର ୨୭ରେ ନିଜର ୫୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସଲ୍ଲୁଙ୍କ ଘରେ ଖାସ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଘରେ ଛୋଟ ପାର୍ଟିର ଆୟୋଜନ କରାଯାଉଛି। ବ୍ୟସ୍ତ କାର୍ଯ୍ୟସୂଚୀ ଭିତରେ ଭଉଣୀ ଅର୍ପିତାଙ୍କୁ…

ଅଭିନେତ୍ରୀ ପାୟଲଙ୍କୁ ମିଳିଲା ଜାମିନ

ଜୟପୁର,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗିଙ୍କୁ ମଙ୍ଗଳବାର ଜାମିନ ମିଳିଯାଇଛି। ଦୁଇଟି ମାମଲା ପାଇଁ ୨୫- ୨୫ ହଜାର ଟଙ୍କା ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ…

ରଜନୀକାନ୍ତଙ୍କୁ ଟିପ୍ସ ଦେଲେ ଅମିତାଭ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତଙ୍କୁ ବଲିଉଡ୍‌ ମହାନାୟକ ୩ଟି ଟିପ୍ସ ଦେଇଛନ୍ତି। ସୋମବାର ମୁମ୍ବାଇରେ ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ର ହିନ୍ଦୀ ଟ୍ରେଲର ରିଲିଜ୍‌ ହେବା ସମୟରେ ଅମିତାଭ ଟିପ୍ସ ଦେଇଥିବା ଜଣାପଡିଛି। ଏହି ସମୟରେ ରଜନୀକାନ୍ତ ବଲିଉଡ୍‌ ମହାନାୟକ…

ରାଗିଲେ ପରିଣିତି

ମୁମ୍ବାଇ,୧୭।୧୨: ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆଲୋଚନା ଚାଲିଥିବା ବେଳେ ଅନେକ ଭାଗରେ ହିଂସା ସୃଷ୍ଟି ହୋଇଛି। ଏହି ଆଇନକୁ ଅନେକ ଲୋକ ସମର୍ଥନ କରୁଥିବା ବେଳେ ଅନ୍ୟ କେତେଜଣ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏହାକୁ…

ଓସ୍କାର ଦୌଡରୁ ବାଦ୍‌ ପଡିଲା ‘ଗଲି ବୟ’

ନୂଆଦିଲ୍ଲୀ,୧୭।୧୨: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଷ୍ଟାରକାଷ୍ଟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଗଲି ବୟ’ ଓସ୍କାର ଦୌଡରୁ ବାଦ୍‌ ପଡିଛି। ଭାରତ ପକ୍ଷରୁ ଏହାକୁ ୯୨ତମ ଏକାଡେମୀ ଆଓ୍ବାର୍ଡ ପାଇଁ ପଠାଯାଇଥିଲା। ‘ଗଲି ବୟ’ର ଏଣ୍ଟ୍ରି ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର…

ରିତେଶ୍‌ ଜେନେଲିୟାଙ୍କୁ ୨ଥର କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୧ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ। ଅଭିନେତ୍ରୀ ଜେନେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?