ମନୋରଞ୍ଜନ

ଟ୍ବିଙ୍କିଲ୍‌ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ସ୍ତ୍ରୀ ଟ୍ବିଙ୍କିଲ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ।ଉଭୟଙ୍କ ମଜାକିଆ ଅନ୍ଦାଜ୍‌ ଦର୍ଶକଙ୍କ ବେଶ୍‌ ପସନ୍ଦ ଆସିଥାଏ। ଖାସ୍‌୍‌ ଭାବେ ଟ୍ବିଙ୍କିଲ୍‌ ବେଳେବେଳେ ଏମିତି କିଛି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଯାହା ଭାଇରାଲ ହୋଇଥାଏ।…

ଅନୁରୋଧ ରକ୍ଷାକରି ଶେଷ ବିଦାୟ ସମୟରେ ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୩ତମ ପୁଣ୍ୟତିଥି ଶୁକ୍ରବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ ସେଟ୍‌ରେ ରାଜକୁମାର ମେକ୍‌ଅପ୍‌ କରିବାକୁ ଡେରି କରୁଥିଲେ। କାରଣ ଜାଣିବା ପାଇଁ ସ୍ମିତା ରାଜକୁମାରଙ୍କ…

ମେ’ ୨୦୨୦ରେ ରିଲିଜ୍‌ ହେବ ବିଦ୍ୟାଙ୍କ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମେ ୮ରେ ପରଦାକୁ ଆସିବ ବୋଲି ଜଣାପଡିଛି। ବିଦ୍ୟା ଏକ ଭିଡିଓ ମାଧ୍ୟମରେ ମ୍ୟାଥ ରିଡିଲ ସହ ଫିଲ୍ମ ରିଲିଜ୍‌ର…

ପ୍ରେମ ସମ୍ପର୍କରେ ଫାଟ: ମାତ୍ର ଏକ ବର୍ଷ ବି ଚାଲିପାରିଲାନି ଏସବୁ ଅଭିନେତାଙ୍କ ବିବାହ

ବମ୍ବେ: ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବି-ଟାଉନ୍‌ର ସେଲିବ୍ରିଟିମାନେ। ବିଶେଷକରି ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା ହୋଇଥାଏ। ବଲିଉଡ୍‌ରେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ କିଛି ଦିନ ଡେଟ୍‌ କରିବା ପରେ ବିବାହ କରିଥିଲେ…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କଲେ ବରୁଣ

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ ଏହି ପୋଷ୍ଟରଟି ଶେୟାର କରିବା ସହ ଫିଲ୍ମର ଟ୍ରେଲର ଡିସେମ୍ବର ୧୮ରେ ରିଲିଜ୍‌ ହେବ…

ପାକିସ୍ତାନରେ ଚର୍ଚ୍ଚାରେ ରହିଲେ ଅଭିନନ୍ଦନ-ସାରା

ନୂଆଦିଲ୍ଲୀ,୧୨।୧୨: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ବନିଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ ଅଭିନେତ୍ରୀ ସାରା ଅଲି ଖାଁ ୨୦୧୯ରେ ପାକିସ୍ତାନରେ ଛାଇ ଯାଇଛନ୍ତି। ଏମାନେ ପାକିସ୍ତାନରେ ସର୍ଚ୍ଚ…

ରାନୁଙ୍କ କଥା ଶୁଣି ଏବେ ଚିଡ଼ିଲେଣି ହିମେଶ

ମୁମ୍ବାଇ: ଏକଦା କଲିକତା ରାଣୀଘାଟ ଷ୍ଟେଶନରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଗୀତ ଗାଇ ରାତାରାତି ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମୁନି। ରାନୁ ଲତାଜ୍‌ଙ୍କ ଏକ ଗୀତ ‘ତେରୀ ମେରୀ’ ଗାଇ ସୋସିଆଲ…

କପିଲଙ୍କ ଶୋ’ରେ ଦୀପିକା, ଭାଇରାଲ ହେଉଛି ଶୁଟିଂ ବେଳର ଫଟୋ

ବମ୍ବେ: କମେଡି କିଙ୍ଗ କପିଲ ଶର୍ମା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଡ଼ ପ୍ରଶଂସକ। ଏପରିକି କପିଲ ଦୀପିକାଙ୍କୁ ପସନ୍ଦ କରୁଥିବା କଥା ସମସ୍ତେ ଜାଣନ୍ତି। ରଣବୀର ସିଂହ ବିବାହ କରିବା ପରେ ଏକଦା କପିଲଙ୍କ ଶୋ’କୁ ଫିଲ୍ମ ପ୍ରମୋଶନ ପାଇଁ ଆସିଥିବା…

ସୁନୀଲଙ୍କ ୟାଦେଁ

୧୯୬୪ରେ ମୁକ୍ତିଲାଭ କରିଥିଲା ଏକ ଭିନ୍ନ ଧରଣର ହିନ୍ଦୀ ସିନେମା ‘ୟାଦେଁ’। ଏଥିରେ କେବଳ ଜଣେ ଅଭିନେତାଙ୍କୁ ହିଁ ଦେଖିବାକୁ ମିଳିଥିଲା। ସେ ହେଲେ ହିନ୍ଦୀ ସିନେମାର ବିଶିଷ୍ଟ ଅଭିନେତା ସୁନୀଲ ଦତ୍ତ। ଏକ ଘଟଣାକ୍ରମକୁ ସେ ଏଥିରେ ବର୍ଣ୍ଣନା କରିଥିଲେ।…

‘ପାନିପଥ୍‌’ର ବିବାଦୀୟ ସିନ୍‌ ହଟିଲା

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିବା ଐତିହାସିକ ଫିଲ୍ମ ‘ପାନିପଥ’କୁ ନେଇ ଉଠିଛି ବିବାଦ। ବିବାଦକୁ ଦୃଷ୍ଟିରେ ରଖି ଫିଲ୍ମର ବିବାଦୀତ ସିନ୍‌କୁ ଡିଲିଟ୍‌ କରିଦିଆଯାଇଛି। ଚଳଚ୍ଚିତ୍ରରେ ମହାରାଜା ସୁରଜମଲଙ୍କ ଚରିତ୍ରକୁ ଭୁଲ ପ୍ରଦର୍ଶିତ କରାଯାଇଛି। ଜାଠ ସମ୍ପ୍ରଦାୟକୁ ଏହି ଚଳଚ୍ଚିତ୍ର ଆଘାତ…

ଖୁସି ଅନ୍ତରାଳେ…

କ୍ରିତିଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କୁ ଏକ ମନଲାଖି ଚରିତ୍ରଟିଏ ମିଳିଯାଇଛି। ବର୍ତ୍ତମାନ ସେ ‘ମିମି’ ଟାଇଟଲ ବିଶିଷ୍ଟ ସିନେମାରେ ଅଭିନୟ କରୁଛନ୍ତି। ଏଥିରେ ଜଣେ ସରୋଗେଟ ମା’ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି କ୍ରିତି। ‘ଏହି ଭୂମିକା…

ପରଦାରେ ବିଶ୍ୱରୂପ

ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ ଚଳିତ ମାସ ୧୩ ତାରିଖରେ ପରଦା ଉପରକୁ ଆସୁଛି। ଚଳଚ୍ଚିତ୍ରର ମେଲ୍‌ ଲିଡ୍‌ରେ ଅଭିନୟ କରିଥିବା କଳାକାରଙ୍କର ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। କଥା କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?