ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର
ମୁମ୍ବାଇ: ବଲିଉଡ୍ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି ଆଲୋଚନା ହେଉଛି। ଏମିତି କହିବାର କାରଣ ହେଉଛି ୨୦୧୭ ନଭେମ୍ବର ୧୮ରେ ସେ ମିସ୍…
ଚମକୁଛନ୍ତି ତାରା
ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାରାଙ୍କୁ ବଲିଉଡ୍ ଓ ତାଙ୍କ ପ୍ରଶଂସକଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ…
ଖୁବ୍ ଲମ୍ବା ସୁସ୍ମିତାଙ୍କ ପ୍ରେମ କାହାଣୀ: ବିନା ବିବାହରେ ୨ ସନ୍ତାନର ମା’
ମୁମ୍ବାଇ: ବଲିଉଡ୍ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍ ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୪ରେ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ସୁସ୍ମିତା। ଏହାପରେ ସେ କେତେ ଗୁଡିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ…
ଲତାଙ୍କ ଦେହାନ୍ତ ଗୁଜବ
ନୂଆଦିଲ୍ଲୀ,୧୯ା୧୧: ଭାରତରତ୍ନ ଲତା ମଙ୍ଗେସ୍କରଙ୍କ ଦେହାନ୍ତ ହୋଇଥିବା ନେଇ ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଲତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ପରିବାର ପକ୍ଷରୁ କୁହାଯାଇଛି। ଏଭଳି ଗୁଜବ ନ ଖେଳାଇବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି। ୯୦…
ନେହା-ଅଙ୍ଗଦ ପାଳିଲେ ଝିଅର ପ୍ରଥମ ଜନ୍ମଦିନ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ଓ ସ୍ବାମୀ ତଥା ଅଭିନେତା ଅଙ୍ଗଦ ବେଦୀ ତାଙ୍କ ଲଳନାଙ୍କ ପ୍ରଥମ ଜନ୍ମବାର୍ଷିକୀ ସୋମବାର ପାଳନ କରିଛନ୍ତି। ଏହି ଅବସରରେ ଦୁହେଁ ଝିଅ ମେହର ସହ ଏକ କ୍ୟୁଟ ଫଟୋ ଶେୟାର କରିଛନ୍ତି। ଏଥିସହ…
ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟାଙ୍କୁ ହରାଇ ମିସ୍ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ୍
ବଲିଉଡ୍ର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ ଦେଉଛନ୍ତି। ସୁସ୍ମିତା ୧୯ ନଭେମ୍ବରରେ ୪୪ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ତେବେ ଏହି…
ଅଟୋରେ ଗଲେ ମଲାଇକା
ମୁମ୍ବାଇ: ବଲିଉଡ୍ ଫିଟ୍ନେସ୍ କୁଇନ୍ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କ ଅଟୋ ରାଇଡ୍ ଏବେ ଆସିଛି ଚର୍ଚ୍ଚାକୁ। ସେ ନିଜ ମା’ଙ୍କ ସହ ଅଟୋରେ…
‘ଗୁଡ୍ ନ୍ୟୁଜ’ ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଅପ୍ କମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ୩ମିନିଟ ୨୨ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟ ଓ କରୀନାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲର…
ରିଲିଜ୍ ହେଲା ‘ପାଗଲପଂତି’ର ନୂଆ ଟିଜର୍: ଦର୍ଶକେ ହସି ହସି ବେଦମ
ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ଏହାର କିଛି ଟିଜର୍ ରିଲିଜ୍ ହୋଇଥିଲା। ଏବେ କିନ୍ତୁ ଯେଉଁ ନୂଆ ଟିଜର୍ଟି ଆସିଛି…
ପୁଣି ପରଦାକୁ ଫେରୁଛନ୍ତି ଅମିର ଖାଁ
ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ। ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ପୋଷ୍ଟରରେ ଅମିରଙ୍କ ସରଦାର ଜୀଙ୍କ ରୂପରେ ଦେଖିବାକୁ ମିଳିଛି। ମୁଣ୍ଡରେ ପଗଡି,…
ଅଭିନୟ ଜଗତରେ ଡେବ୍ୟୁ କଲେ ସୁହାନା
ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡ ବାଦଶାହ ଶାହରୁଖ ଖାଁଙ୍କ ଝିଅ ସୁହାନା ଶେଷରେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହୋଇଯାଇଛି। ୧୦ମିନିଟର ଏହି ଫିଲ୍ମରେ…
୨୫ ବର୍ଷ ସୁରକ୍ଷା ଯୋଗାଇବା ପରେ ନିଜ ବଡିଗାର୍ଡଙ୍କୁ ଏମିତି କହିଲେ ସଲମାନ ଖାନ୍
ବଲିଉଡ୍ ଦବଙ୍ଗ ଷ୍ଟାର୍ ସଲମାନ ଖାନ୍ଙ୍କ ସବୁଠାରୁ ବିଶ୍ବସ୍ତ ବଡିଗାର୍ଡ ହେଉଛନ୍ତି ଶେରା। ବଲିଉଡ୍ ସେଲିବ୍ରିଟିଙ୍କ ପରି ସେ ଲୋକପ୍ରିୟ। ଶେରା ସଲମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଇତିମଧ୍ୟରେ ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସଲମାନଙ୍କ ଶେରଙ୍କ ସହ…
Archives


