ମନୋରଞ୍ଜନ

ଦିଶାଙ୍କ ହ୍ୟାଟ୍ରିକ

ଦିଶା ପଟାନିଙ୍କ ତିନୋଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା ରହିଛି। ଖାସ୍‌ କଥା ହେଲା ପ୍ରଥମ ଥର ପାଇଁ ସେ ସଲମାନଙ୍କ ଅପୋଜିଟ୍‌ରେ ଅଭିନୟ କରିବେ। ଫିଲ୍ମଟିର ଟାଇଟଲ ରହିଛି ‘ରାଧେ’, ଯାହାର ଶୁଟିଂ ଆସନ୍ତାବର୍ଷ ଜାନୁୟାରୀରୁ ଆରମ୍ଭ…

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ ସାମାନ୍ୟ ଅଲଗା ବୋଲି କୁହାଯାଉଛି। ଅବଶ୍ୟ ଏଥର ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି କ୍ରିକେଟର…

ଲମ୍ବା ରେସ୍‌ର ଘୋଡ଼ା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନାକଳସ ଢାଳିବା। ଦେଖୁନାହାନ୍ତି, ଜଲିଉଡ୍‌ରେ ପାଦ ଦେଉ ଦେଉ ସେ କେମିତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ପୁଣି ଆରମ୍ଭରୁ ତାଙ୍କୁ ମିଳିଛି ନେଗେଟିଭ ଭୂମିକା। କେବଳ ସେତିକି ନୁହେଁ, ନିଜର ଡେବ୍ୟୁ…

ଇନ୍ଦ୍ରଜାଲ

ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ପ୍ରଯୋଜନା କରିବାକୁ ଯାଉଛନ୍ତି। ଉକ୍ତ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଇନ୍ଦ୍ରଜାଲ’। ଆର୍‌.ଆର୍‌, ଇଭେଣ୍ଟସ ବ୍ୟାନରରେ ଚିତ୍ରଟିର ମେଲ୍‌ ଲିଡ୍‌ରେ ଅଛନ୍ତି ସମ୍ବିତ ଆଚାର୍ଯ୍ୟ ଏବଂ ତାଙ୍କର ନାୟିକା ସାଜିଛନ୍ତି ଦେବଜାନୀ। ପିନୁ…

୧୧ ବର୍ଷ ପରେ ଏକାଠି ନଜର ଆସିବେ ରାଣୀ-ଶୈଫ

ମୁମ୍ବାଇ: ବଲିଉଡ୍‌ରେ ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ନଜରକୁ ଆସିବେ ରାଣୀ ମୁଖାର୍ଜି ଓ ଶୈଫ ଅଲ୍ଲି ଖାଁ। କାରଣ ୨୦୦୫ର ଫିଲ୍ମ ‘ବଣ୍ଟି ଔର ବବ୍‌ଲି’ ପୁଣିଥରେ ଦର୍ଶକଙ୍କୁ ହସାଇବାକୁ ଆସୁଛି। ପୂର୍ବରୁ ଏହି ସୁପରହିଟ୍‌ ଫିଲ୍ମରେ ଅଭିଷେକ…

‘ପାଟଣାଗଡ଼’କୁ ଅନ୍ତର୍ଜାତୀୟ ପୁରସ୍କାର

ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ‘ପାଟଣାଗଡ଼’ ନିକଟରେ ମୁମ୍ବାଇର ଲୋନାଭୋଲାଠାରେ ସମାପିତ ‘ଏଲଆଇଏଫଏଫଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯’ରେ ଇସ୍ମାଇଲ ମର୍ଚ୍ଚାଣ୍ଟ ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଛି। ଏହି ପ୍ରତିଯୋଗିତାରେ ୪୦ଟି ଦେଶର ୨୫୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା।…

ଓଡ଼ିଆ ସିନେମାର ଭବିଷ୍ୟତ

”ଓଡ଼ିଆ ଚଳଚ୍ଚିତ୍ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେଲେ ତାହାର ବ୍ୟବସାୟିକ ସଫଳତା ପାଇଁ ପ୍ରତି ଜିଲାରେ ପ୍ରେକ୍ଷାଳୟର ଅଧିକ ଆବଶ୍ୟକତା ରହିଛି। ପ୍ରେକ୍ଷାଳୟ କମ୍‌ ସାଙ୍ଗକୁ ବ୍ୟୟବୃଦ୍ଧି ଚଳଚ୍ଚିତ୍ରକୁ ନେଇ ଓଡ଼ିଆ ଚଳଚ୍ଚିତ୍ର କେବେ ବି ସମୃଦ୍ଧି ହେବ ନାହିଁ। ସରକାରଙ୍କ…

ଚାଲିଛି ନାୟିକା ଖୋଜା

ପ୍ରତିମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ସିନେମା ‘ଗଁ।ର ନଁ। ଗାଲୁଆପୁର’। କମେଡିଭିତ୍ତିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଫିଲ୍ମର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବରିଷ୍ଠ ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର। ବେଶ୍‌…

୧୪ ବର୍ଷ ପରେ ଛୋଟପରଦାକୁ ଫେରୁଛି ଶକ୍ତିମାନ

ଛୋଟପରଦାରେ ଏକଦା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲା ‘ଶକ୍ତିମାନ’ ସିରିୟଲ୍‌। ବିଶେଷକରି ଏହା ପିଲାମାନଙ୍କର ବହୁ ପସନ୍ଦ ଆସିଥିଲା। ଏତେ ପସନ୍ଦ ଆସିଥିଲା ଯେ, ସେମାନେ ହୋମଓ୍ବାର୍କ ଛାଡ଼ି ଟିଭି ପାଖରେ ବସି ଯାଉଥିଲେ। ଏଥିରୁ ବହୁ କଥା ଶିଖିବାକୁ ବି…

ସ୍ମୃତି @ ୬୦

ଡ. ରଜନୀ ରଞ୍ଜନ। ପେସା ଅଧ୍ୟାପନା, ହେଲେ ନିଶା ସଂଳାପ ରଚନା। ଓଲିଉଡ୍‌ର ଜଣେ ଆଗଧାଡ଼ିର ସଂଳାପକାର ଭାବରେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଚଳିତ ମାସ ୨୨ରେ ସେ ୬୦ବର୍ଷ ବୟସରେ ପ୍ରଦାର୍ପଣ କରୁଛନ୍ତି। ୧୯୯୩ରେ ତାଙ୍କର ଓଡ଼ିଆ ସିନେମାରେ ସଂଳାପ…

୩୫ ବର୍ଷରେ ଅଙ୍କିତା: ୬ ବର୍ଷ ଲିଭ୍‌ଇନ୍‌ ପରେ ସୁଶାନ୍ତଙ୍କ ସହିତ ହୋଇଥିଲା ବ୍ରେକ୍‌ଅପ୍‌

ମୁମ୍ବାଇ: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୧୯ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ପବିତ୍ର ରିସ୍ତାରେ ଅଭିନୟ କରୁଥିବାବେଳେ ଅଭିନେତା ସୁଶାନ୍ତ…

ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍‌: ଶୁକ୍ରବାର ରିଲିଜ୍‌ ହେବ ଦବଙ୍ଗ-୩

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରିମ୍ପି କୌର ଗିଲ୍‌। ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?