‘୨୫ ଦିନରେ ଶୁଟିଂ ସରିଥିଲା’
ସାମୁଦ୍ରିକ ଜାହାଜର କ୍ୟାପଟେନ୍ ଓ ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଡେପୁଟି ଆଡ୍ଭାଇଜର ସହ ଇଣ୍ଟରନ୍ୟାଶନାଲ ମାରିଟାଇମ୍ ଅର୍ଗାନାଇଜେଶନ୍(ଆଇଏମ୍ଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି ଅଶୋକ ମହାପାତ୍ର। ଚଳଚ୍ଚିତ୍ର ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ମହାପାତ୍ର ଅବସର ପରେ…
ଓସ୍କାର ଦୌଡ଼ରେ ଜୋସେଫ୍
ଭୁବନେଶ୍ୱର: ଏକାଡେମୀ ଅଫ୍ ମୋଶନ ପିକ୍ଚର୍ ଆର୍ଟସ ଆଣ୍ଡ ସାଇନ୍ସେସ୍ ଦ୍ୱାରା ନିକଟରେ ବିଶ୍ୱର ସର୍ବବୃହତ୍ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ୨୦୧୯ରେ ସାମିଲ ହୋଇଥିବା ଚଳଚ୍ଚିତ୍ରର ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ସାମିଲ ହୋଇଛି ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର…
୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍ ଯୋଗୁ ନୀଲମ୍ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା ଅରୁଣ ଆହୁଜା। ଲଭ୍-୮୬ ଫିଲ୍ମରେ ୧୯୮୬ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ…
ଭାଇରାଲ ହେଲା ନୁସରତଙ୍କ ଫଟୋ
ମୁମ୍ବାଇ: ନାୟିକା ତଥା ଏମ୍ପି ନୁସରତ ଜାହାଁ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଟ୍ରାଡିଶନାଲ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଥିବା ଜଣାପଡିଛି। ନାୟିକା ଭାବେ ସେ ଯେତିକି ଚର୍ଚ୍ଚିତ ଚେହେରା ଥିଲେ ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସିଲେ ଲୋକସଭା ନିର୍ବାଚନରେ…
ଟ୍ରୋଲ ହେଉଛନ୍ତି ରଶ୍ମି
ବମ୍ବେ: ବିଗ୍ବସରେ ପ୍ରତିଯୋଗୀ ସିଦ୍ଦାର୍ଥ ଶୁକ୍ଳାଙ୍କ ମା’ଙ୍କ ଉପରେ ଟିପ୍ପଣୀ ଦେଇ ଟ୍ରୋଲ ହେଉଛନ୍ତି ରଶ୍ମି ଦେଶାଇ। କଲର୍ସ ଚ୍ୟାନେଲର ସୋସିଆଲ ପେଜ୍ରେ ଶେୟାର କରାଯାଇଥିବା ଏକ ପ୍ରମୋ ଭିଡିଓକୁ ନେଇ ରଶ୍ମିଙ୍କୁ ଟ୍ରୋଲ କରାଯାଉଛି। ଶୁକ୍ରବାର ପ୍ରସାରିତ ହେବାକୁ ଥିବା…
କରିନାଙ୍କ ଶୋ’ରେ କାର୍ତ୍ତିକ କହିଲେ ମନ କଥା
ବମ୍ବେ: ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେବା ପରେ ବି-ଟାଉନର ମୋଷ୍ଟ ଓ୍ବାଣ୍ଟେଡ୍ ହିରୋ ପାଲଟିଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। ଅନେକ ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡ଼ା ମଧ୍ୟ ଯାଉଛି। ପ୍ରଥମେ ସାରା ଅଲ୍ଲୀ ଖାଁଙ୍କୁ ସେ ଡେଟ୍…
‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ରେ ଭାରତ-ପାକ୍ ଲଢ଼େଇ
ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଏବିସିଡି-୨’ରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ନିର୍ଦ୍ଦେଶକ ରେମୋ ଡି’ସୁଜା ଦର୍ଶକଙ୍କୁ ଭେଟି ଦେଉଛନ୍ତି ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡି’। ଏହି ଫିଲ୍ମରେ ମଧ୍ୟ ଶ୍ରଦ୍ଧା-ବରୁଣଙ୍କ ଯୋଡ଼ି ଦେଖିବାକୁ ମିିଳିବ।…
‘ହିଂସା’ ସମସ୍ୟାର ସମାଧାନ ନୁହେଁ: ରଜନୀକାନ୍ତ
ନୂଆଦିଲ୍ଲୀ,୨୦।୧୨: ଦେଶର ଅଧିକାଂଶ ଭାଗରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଗୁରୁବାର ବିଭିନ୍ନ ରାଜ୍ୟରେ ସିଏଏକୁ ବିରୋଧ କରାଯାଇଥିବା ବେଳେ ଅନେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସ ଓ ସାଧାରଣ ଜନତାଙ୍କ…
ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ର ଓଡ଼ିିଆ ଚଳଚ୍ଚିତ୍ର…
ରିଲିଜ୍ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’: ଦର୍ଶକ କହିଲେ ‘ବ୍ଲକବଷ୍ଟର’
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ ରିଲିଜ ହୋଇଯାଇଛି। ‘ଚୁଲବୁଲ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଖ୍ରୀଷ୍ଟମାସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଦମଦାର କମେଡି ସାଙ୍ଗକୁ ସଲମାନ ଖାନଙ୍କ ଆକ୍ସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଫିଲ୍ମ…
ଧୂମଧାମରେ ଜନ୍ମଦିନ ପାଳିଲେ ତୈମୁର
ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପଟ୍ଟୌଦୀ ପ୍ୟାଲେସରେ ଖ୍ରୀଷ୍ଟମାସ ଟ୍ରି ସାଙ୍ଗକୁ ଆଲୋକମାଳାରେ ସଜାଯାଇଛି। ତୈମୁରଙ୍କ ପସନ୍ଦର କେକ୍ ସାଙ୍ଗକୁ ଉପହାର ଦେଇଥିଲେ…
ଦର୍ଶକଙ୍କୁ ପସନ୍ଦ ଆସୁଛି ରାଣୀଙ୍କ ‘ମର୍ଦ୍ଦାନୀ-୨’, ରିଲିଜର ଛଅ ଦିନରେ ବ୍ୟବସାୟ କଲା ୨୫ କୋଟି
ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରୁଛି ରାଣୀ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ‘ମର୍ଦ୍ଦାନୀ-୨’। ରିଲିଜର ଷଷ୍ଠ ଦିନରେ ଫିଲ୍ମ ୨୫ କୋଟି ବ୍ୟବସାୟ କରିବାରେ ସଫଳ ହୋଇଛି। ଟୁଇଟର ପୃଷ୍ଠାରେ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏନେଇ ସୂଚନା ଦେଇଛନ୍ତି। ଶୁକ୍ରବାର…

