ମନୋରଞ୍ଜନ

ପ୍ରଥମେ ଶାହରୁଖ ପରେ ଅନିଲ

‘ସ୍ଲମଡଗ୍‌ ମିଲିୟନେୟାର’ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ନିର୍ଦ୍ଦେଶକ ଡ୍ୟାନି ବୋୟଲେ ଯେତେବେଳେ ଏହାର କାଷ୍ଟିଂ ପାଇଁ ଚିନ୍ତା କଲେ ସେତେବେଳେ ତାଙ୍କ ମନକୁ ପ୍ରଥମେ ଶାହରୁଖ ଖଁ।ଙ୍କ ନାମ ଆସିଥିଲା। ହେଲେ କେତେକ କାରଣରୁ ଶାହରୁଖ ଏଥିରେ ଅଭିନୟ କରିବାକୁ…

ମନ୍ଥନ ପାଇଁ…

ବଲିଉଡ୍‌ର ଅନ୍ୟତମ ନାମୀ ନିର୍ଦ୍ଦେଶକ ଶ୍ୟାମ ବେନେଗଲ। ତାଙ୍କ ନିର୍ଦ୍ଦେଶିତ ପ୍ରତିଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଥାଏ। ୧୯୭୬ରେ ସେ ନିର୍ମାଣ କରିଥିଲେ କଳାତ୍ମକ ଚଳଚ୍ଚିତ୍ର ‘ମନ୍ଥନ’। ହେଲେ ଏଥିପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କୁ ଗୁଜରାଟର ଚାଷୀମାନେ…

ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ ‘ପ୍ରେମ୍‌’ ଅବତାରର ଫ୍ୟାନ୍‌, ତେବେ ନିଶ୍ଚୟ ପରଦାରେ ପ୍ରେମ୍‌ଙ୍କୁ ଦେଖିବାକୁ ଅପେକ୍ଷା କରି ରହିଥିବେ।…

ନେହା କକ୍କରଙ୍କ ବଦାନ୍ୟତା: ଦମକଳ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ସହାୟତା

ବଲିଉଡ୍‌ ଗାୟିକା ନେହା କକ୍କର ଏବେ ବେଶ୍‌ ଚର୍ଚ୍ଚାରେ। ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ତାଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି। ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଜଜ୍‌ ଭୂମିକାରେ ଥିବା ନେହା ଜଣେ ଦମକଳ କର୍ମଚାରୀଙ୍କ ପ୍ରତି ବଦାନତା ଦେଖାଇଛନ୍ତି।…

ନିର୍ଭୟା ବଳାତ୍କାରୀଙ୍କ ସହ ୪ ଦିନ ଜେଲରେ ରୁହନ୍ତୁ ଇନ୍ଦିରା ଜୟସିଂ: କଙ୍ଗନା

ମୁମ୍ବାଇ,୨୩।୧: ବଲିଉଡ୍‌ର ‘ପଙ୍ଗା’ ଅଭିନେତ୍ରୀ କଙ୍ଗନା ରାନାଓ୍ବତ କିଛି କା କିଛି ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ଏଥର ସେ ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଉପରେ ସେମିତି ଏକ ବିବାଦୀୟ ବୟାନ ଦେଇଛନ୍ତି। କଙ୍ଗନା…

ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ,୨୨।୧: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଖୁବ୍‌ଶୀଘ୍ର…

ଅଶ୍ୱ ଚାଳନା ଶିଖୁଛନ୍ତି ଏହି ଅଭିନେତା

ବିଗ ବଜେଟ ସିନେମା ‘ତଖ୍ତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଭିକ୍କି କୌଶଲ। ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଶୁଟିଂ ଭାରତରେ ଶେଷ କରିବା ପରେ ଫିଲ୍ମ ନିର୍ମାତା କରନ ଜୋହର ଏବେ ୟୁରୋପରେ…

୪୮ ବର୍ଷରେ ନମ୍ରତା: ୪ ବର୍ଷ ଡେଟିଂ ପରେ ଧରି ଥିଲେ ମହେଶ ବାବୁଙ୍କ ହାତ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ରେ ବଲିଉଡ୍‌ରେ ବାସ୍ତବ ଫିଲ୍ମରେ ତାଙ୍କୁ ମିଳିଥିଲା ପରିଚୟ। ସଞ୍ଜୟ ଦତ୍ତଙ୍କ ସହିତ ଏହି ଫିଲ୍ମରେ…

ରିଲିଜ ହେଲା ‘ଝୁଣ୍ଡ’ର ଟିଜର

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍‌ ହୋଇଯାଇଛି। ଏହା ଅମିତାଭଙ୍କ ଦମଦାର ଭଏସରୁ ଆରମ୍ଭ ହୋଇଥିବାରୁ ଦର୍ଶକଙ୍କୁ ଏହା ଖୁବ୍‌ ପସନ୍ଦ ଆସିବ ବୋଲି କୁହାଯାଉଛି। ଏହି ଫିଲ୍ମ ଫୁଟ୍‌ପାଥରେ…

ଅକ୍ଷୟଙ୍କ ପାରିଶ୍ରମିକ ୧୨୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପାରିଶ୍ରମିକ ମୂଲ୍ୟ ଏବେ ବୃଦ୍ଧି ପାଇଛି। ସେ ତାଙ୍‌କ ଅପ୍‌ କମିଂ ଫିଲ୍ମ ପାଇଁ ୧୨୦ କୋଟି ଟଙ୍କା ନେବେ ବୋଲି ଶୁଣିବାକୁ ମିଳିଛି। ୨୦୧୯ରେ ଅକ୍ଷୟ ହାଇଏଷ୍ଟ ପେଡ୍‌ ଆର୍ଟିଷ୍ଟ ଭାବେ…

‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ସମ୍ମାନରେ ସମ୍ମାନୀତ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଫିଟନେସ୍‌ କୁଇନ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ପୁରସ୍କାର ୨୦୧୯ରେ ସମ୍ମାନୀତ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି କରିଥିବା ଉଦ୍ୟମ…

ତାନାଜୀ ରଚିଲା ଇତିହାସ: ୩ସେନା ମୁଖ୍ୟ ଏକାଠି ଦେଖିଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ୍‌ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?