ମନୋରଞ୍ଜନ

ପାକିସ୍ତାନରେ ଚର୍ଚ୍ଚାରେ ରହିଲେ ଅଭିନନ୍ଦନ-ସାରା

ନୂଆଦିଲ୍ଲୀ,୧୨।୧୨: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ବନିଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ ଅଭିନେତ୍ରୀ ସାରା ଅଲି ଖାଁ ୨୦୧୯ରେ ପାକିସ୍ତାନରେ ଛାଇ ଯାଇଛନ୍ତି। ଏମାନେ ପାକିସ୍ତାନରେ...

ରାନୁଙ୍କ କଥା ଶୁଣି ଏବେ ଚିଡ଼ିଲେଣି ହିମେଶ

ମୁମ୍ବାଇ: ଏକଦା କଲିକତା ରାଣୀଘାଟ ଷ୍ଟେଶନରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଗୀତ ଗାଇ ରାତାରାତି ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମୁନି। ରାନୁ ଲତାଜ୍‌ଙ୍କ ଏକ ଗୀତ ‘ତେରୀ ମେରୀ’ ଗାଇ...

କପିଲଙ୍କ ଶୋ’ରେ ଦୀପିକା, ଭାଇରାଲ ହେଉଛି ଶୁଟିଂ ବେଳର ଫଟୋ

ବମ୍ବେ: କମେଡି କିଙ୍ଗ କପିଲ ଶର୍ମା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଡ଼ ପ୍ରଶଂସକ। ଏପରିକି କପିଲ ଦୀପିକାଙ୍କୁ ପସନ୍ଦ କରୁଥିବା କଥା ସମସ୍ତେ ଜାଣନ୍ତି। ରଣବୀର ସିଂହ ବିବାହ କରିବା ପରେ ଏକଦା କପିଲଙ୍କ ଶୋ’କୁ ଫିଲ୍ମ ପ୍ରମୋଶନ ପାଇଁ...

ସୁନୀଲଙ୍କ ୟାଦେଁ

୧୯୬୪ରେ ମୁକ୍ତିଲାଭ କରିଥିଲା ଏକ ଭିନ୍ନ ଧରଣର ହିନ୍ଦୀ ସିନେମା ‘ୟାଦେଁ’। ଏଥିରେ କେବଳ ଜଣେ ଅଭିନେତାଙ୍କୁ ହିଁ ଦେଖିବାକୁ ମିଳିଥିଲା। ସେ ହେଲେ ହିନ୍ଦୀ ସିନେମାର ବିଶିଷ୍ଟ ଅଭିନେତା ସୁନୀଲ ଦତ୍ତ। ଏକ ଘଟଣାକ୍ରମକୁ ସେ ଏଥିରେ ବର୍ଣ୍ଣନା...

‘ପାନିପଥ୍‌’ର ବିବାଦୀୟ ସିନ୍‌ ହଟିଲା

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିବା ଐତିହାସିକ ଫିଲ୍ମ ‘ପାନିପଥ’କୁ ନେଇ ଉଠିଛି ବିବାଦ। ବିବାଦକୁ ଦୃଷ୍ଟିରେ ରଖି ଫିଲ୍ମର ବିବାଦୀତ ସିନ୍‌କୁ ଡିଲିଟ୍‌ କରିଦିଆଯାଇଛି। ଚଳଚ୍ଚିତ୍ରରେ ମହାରାଜା ସୁରଜମଲଙ୍କ ଚରିତ୍ରକୁ ଭୁଲ ପ୍ରଦର୍ଶିତ କରାଯାଇଛି। ଜାଠ ସମ୍ପ୍ରଦାୟକୁ ଏହି ଚଳଚ୍ଚିତ୍ର...

ଖୁସି ଅନ୍ତରାଳେ…

କ୍ରିତିଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କୁ ଏକ ମନଲାଖି ଚରିତ୍ରଟିଏ ମିଳିଯାଇଛି। ବର୍ତ୍ତମାନ ସେ ‘ମିମି’ ଟାଇଟଲ ବିଶିଷ୍ଟ ସିନେମାରେ ଅଭିନୟ କରୁଛନ୍ତି। ଏଥିରେ ଜଣେ ସରୋଗେଟ ମା’ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି କ୍ରିତି। ‘ଏହି...

ପରଦାରେ ବିଶ୍ୱରୂପ

ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ ଚଳିତ ମାସ ୧୩ ତାରିଖରେ ପରଦା ଉପରକୁ ଆସୁଛି। ଚଳଚ୍ଚିତ୍ରର ମେଲ୍‌ ଲିଡ୍‌ରେ ଅଭିନୟ କରିଥିବା କଳାକାରଙ୍କର ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। କଥା...

ଅଭିନବ ପ୍ରୟାସ

ଓଡ଼ିଆ ସିନେମାର ବର୍ତ୍ତମାନର ଅବସ୍ଥାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ସିନେମା ଦେଖିବାକୁ ଦର୍ଶକ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି, ଅନ୍ୟ ପ୍ରାନ୍ତୀୟ ସିନେମାରୁ ଅଧିକାଂଶ ଓଡ଼ିଆ ସିନେମା କପି କରାଯାଉଛି-ଏପରି ଅନେକ ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି।...

ଆଲିଆ ଭଟ୍ଟ ହେଲେ ଏସିଆର ସବୁଠୁ ସେକ୍ସି ମହିଳା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୧୯ରେ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ଜାରି କରାଯାଇଥିବା ସର୍ଭେରେ ଏହା କୁହାଯାଇଛି। ସେହିପରି ବଲିଉଡ୍‌ ଲିଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ଙ୍କୁ ଦଶକର ସବୁଠୁ...

୬୯ ବର୍ଷରେ ଥାଲାଇବା

ବେଙ୍ଗାଲୁରୁ: ଫିଲ୍ମଷ୍ଟାର ରଜନୀକାନ୍ତ ଗୁରୁବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକ୍ୱାଡ୍‌। ତାଙ୍କୁ ଲୋକେ ସ୍ନେହରେ ଥାଲାଇବା ବୋଲି ଡାକିଥାନ୍ତି। ଫ୍ୟାମିିଲିକୁ ଅଧିକ...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ ସହ ସେ ନଜର ଆସିବେ। ୟଶରାଜ ଫିଲ୍ମ ବ୍ୟାନର୍‌ରେ ଚଳଚ୍ଚିତ୍ରଟି ନିର୍ମାଣ ହେବାକୁ...

ବିବାହକୁ ନେଇ ଖୁସି ନାହାନ୍ତି ରାକ୍ଷୀ, ଭିଡିଓ ଶେୟାର କରି କହିଲେ,‘ବିବାହ କରିବା ଉଚିତ ନୁହେଁ’

ବମ୍ବେ: ସବୁବେଳେ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ନିକଟରେ ସେ ବିବାହ କରିଥିବା କଥା ସାମ୍ନାକୁ ଆସିଥିଲା। ସେ ବେକରେ ମଙ୍ଗଳସୂତ୍ର ପକାଇ ସିନ୍ଥିରେ ସିନ୍ଦୁର ଭରି ଅନେକ ଫଟୋ ଓ ଭିଡିଓ ପୋଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri