କରୋନା ଭାଇରସ୍କୁ ରୋକିବା ପାଇଁ ଚାଇନା ଗଲେ ରାକ୍ଷୀ ସାଓ୍ବନ୍ତ
ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। ଏହି ମାରାତ୍ମକ ଭାଇରସ୍ର ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ। ଏସବୁ ଭିତରେ…
ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍’ର ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍’ରେ ପୂଜା ବେଦୀଙ୍କ ଝିଅ ଆଲୟା ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଯାଇଛନ୍ତି। ଏକ ସାକ୍ଷାତକାରରେ ଆଲୟା…
ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ ପାରମ୍ପରିକ ଶାଢ଼ୀରେ ମଧ୍ୟ ଦେଖିବାକୁ ମିଳିଥାଏ। ସୋମବାର ସକାଳେ ଜାହ୍ନବୀ ଭିଆଇପି ବ୍ରେକ୍ ସମୟରେ…
ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ
ବେଙ୍ଗାଲୁରୁ,୧୦।୨: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ଟିକସ ଫାଙ୍କି ଏବଂ ଅମ୍ବୁ ଚେଝିଆନ୍ଙ୍କ ସହିତ…
ତାପସୀଙ୍କ ଫିଲ୍ମର ଟ୍ରେଲର ଦେଖି ଭାବୁକ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଅପ୍ କମିଂ ଫିଲ୍ମ ‘ଥପ୍ପଡ଼’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଟ୍ରେଲରକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ନିଜ ସ୍ବାମୀଙ୍କଠାରୁ ଏଥିପାଇଁ ଅଲଗା ହେବାକୁ…
ଓସ୍କାର ଆଓ୍ବାର୍ଡ: ଇତିହାସ ରଚିଲା ‘ପାରାସାଇଟ୍’
କାଲିଫର୍ନିଆ,୧୦।୨: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହାର ୯୨ ତମ ଓସ୍କାର ଆଓ୍ବାର୍ଡ ଆମେରିକାର ଲସ୍ ଆଞ୍ଜେଲସ ସହରର ଡଲବି ଥିଏଟରରେ ଆରମ୍ଭ ହୋଇଛି। ସୋମ ମେଣ୍ଡେସଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ୧୯୧୭କୁ ଏପର୍ଯ୍ୟନ୍ତ…
ସାରାଙ୍କ ଡ୍ରେସ୍ ଦାମ୍ରେ ହୋଇଯିବ ହିଲ୍ଷ୍ଟେଶନ ଟ୍ରିପ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଆଜିକାଲି ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ସେ ଏବେ ଫିଲ୍ମ ‘ଲଭ୍ ଆଜକଲ୍’ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଭାଲେଣ୍ଟାଇନ୍ ଡେ’ରେ ଏହା ରିଲିଜ ହେବ। ସାରା ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ…
ଜିମ୍ ଲୁକ୍କୁ ନେଇ ଚିନ୍ତାରେ ଜାହ୍ନବୀ!
ମୁମ୍ବାଇ: ବଳିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍ ଲୁକ୍କୁ ନେଇ। ଏପର୍ଯ୍ୟନ୍ତ ଜାହ୍ନବୀଙ୍କ ଅଭିନୀତ ମାତ୍ର ଗୋଟିଏ ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଅନ୍ୟ ସବୁ ରିଲିଜ୍…
୩୦ ବର୍ଷ ପରେ କେମିତି ଦେଖାଯାଉଛନ୍ତି ‘ଆଶିକ’ ନାୟକ
ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ମୁଭି ’ଆଶିକ’ର ନାୟକ ରାହୁଲ ରୟ ଆଉ ଲାଇମ ଲାଇଟରେ ନାହାନ୍ତି। ସେ ସମୟର ଏହି ହିଟ୍ ନାୟକଙ୍କୁ ଦେଖିଲେ ଆଜି ହୁଏତ ଅନେକ ଚିହ୍ନି ପାରିବେ ନାହିଁ। ଆଶିକ ପରେ ରାହୁଲଙ୍କ ପାଖରେ ଫିଲ୍ମର…
ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ କଲକି କୋଚଲିନ୍ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବୟଫ୍ରେଣ୍ଡ୍ ଗାୟ ହର୍ଷବର୍ଗଙ୍କ ସହ ଲିଭ୍ ଇନ୍ ରିଲେସନଶିପ୍ରେ ରହୁଥିବା କଲକି ଗତ ଡିସେମ୍ବରରେ ମା’ ହେବାକୁ ଯାଉଥିବା ସୋସିଆଲ ମିଡିଆରେ ଘୋଷଣା କରିଥିଲେ।…
୩୦ଫୁଟ ପାଣି ଭିତରେ ୧୨ ଘଣ୍ଟା ରହିଲେ ଦିଶା-ଆଦିତ୍ୟ
ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମଲଙ୍ଗ’ରେ ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁର ଆଖି ଲାଖି ଗଲା ପରି ଶଟ୍ ଦେଇଛନ୍ତି। କିନ୍ତୁ ଏସବୁ ଶଟ୍ ଦେବା ପାଇଁ ଦୁଇଜଣଙ୍କୁ କମ୍ କଷ୍ଟ କରିବାକୁ ପଡ଼ିନି। ଏ ସମ୍ପର୍କରେ…
କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍
ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍ର ପୋଷ୍ଟର ରିଲିଜ୍ କରାଯାଇଛି। କଲାମଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ଜଣେ ଉତ୍ସର୍ଗୀକୃତ…

