୧୦ ବର୍ଷ ତଳେ ଶାହାରୁଖ୍ କହିଥିଲେ ଏହି କଥା
ମୁମ୍ବାଇ : ବଲିଉଡ୍ ଅଭିନେତା ଶାହାରୁଖ୍ ଖାଁ ନିଜର ୨୮ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି। ଏଗୁଡ଼ିକୁ ମଧ୍ୟରୁ ଗୋଟିଏ ହେଲା ‘ ମାଇଁ ନେମ୍ ଇଜ୍ ଖାନ୍’।…
ଫିଲ୍ମ ଫେୟାର ପୁରସ୍କାର ଫେରାଇ ଦେଇଥିଲେ ବଲିଉଡ୍ର ଆଙ୍ଗ୍ରିମ୍ୟାନ୍
ବଲିଉଡ୍ର ଆଙ୍ଗ୍ରି ମ୍ୟାନ୍ ଭାବେ ପରିଚିତ ପ୍ରାନ୍ଙ୍କ ଆଜି ୧୦୦ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ…
‘ବିଗ୍ ବସ୍’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍
ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍ ବସ୍’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’ ହୋଷ୍ଟ ସଲ୍ମାନ ଖାଁ ଟ୍ରଫିର ଝଲକ ଦେଖାଇଛନ୍ତି। ଚଳିତ ସିଜିନ୍ ୧୩ତମ ହୋଇଥିବାରୁ ଟ୍ରଫିରେ…
ଟିଆର୍ପି ପାଇଁ ଆଦିତ୍ୟଙ୍କ ସହ ନେହାଙ୍କ ବିବାହ ଡ୍ରାମା!
ବମ୍ବେ: ଲୋକପ୍ରିୟ ଗାୟିକା ନେହା କକ୍କଡ଼ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହାବ୍ୟତୀତ ତାଙ୍କ କାମ ମଧ୍ୟ ହିଟ୍ ରହିଆସୁଛି। ସେ ଗୀତ ହେଉ ଅବା ନୃତ୍ୟ, ସବୁଥିରେ ନେହା ପାରଙ୍ଗମ। ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଭେଟି…
ହାତକୁ ଦୁଇହାତ ହେଲେ କାମ୍ୟା
ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ ବିବାହ। ଆଗରୁ ତାଙ୍କର ଗୋଟିଏ ଝିଅ ରହିଛି। ଅନ୍ୟପଟେ ପୁଣି ଜୀବନରେ ଖୁସି ଫେରି…
‘କଭି ଇଦ୍ କଭି ଦିଓ୍ବାଲି’ରେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ ପୂଜା
ମୁମ୍ବାଇ: ହାଉସ୍ ଫୁଲ୍-୪ ନାୟିକା ପୂଜା ହେଗଡେ ଏବେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ। ୨୦୨୧ ଇଦରେ ପରଦାକୁ ଆସିବାକୁ ଥିବା ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲି’ରେ ସେ ନାୟିକା ଭାବେ ନଜର ଆସିବେ ବୋଲି…
ବିବାହକୁ ନେଇ ମୁହଁ ଖୋଲିଲେ ସାରା
ମୁମ୍ବାଇ: ବଲିଲଡ୍ ଷ୍ଟାରକିଡ୍ ସାରା ଅଲି ଖାଁ ଏବେ ତାଙ୍କ ଅପ୍ କମିଂ ଫିଲ୍ମ ‘ଲଭ ଆଜ କଲ୍’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏହାର ଏକ ପ୍ରମୋଶନ ଇଭେଣ୍ଟରେ ଯୋଗ ଦେବା ଅବସରରେ କିଛି ପର୍ସନାଲ କଥା ମଧ୍ୟ…
ବଲିଉଡ୍ର ରିୟଲ୍ ଲଭ୍ବାର୍ଡ: ପ୍ରେମ ପାଇଁ ମାନି ନ ଥିଲେ ବାଧା ବନ୍ଧନ
ମୁମ୍ବାଇ: ବଲିଉଡ୍ ଷ୍ଟାରଙ୍କ ରିଲ୍ ଲାଇଫ୍ ଲଭ୍ ଷ୍ଟୋରୀ ତ ସମସ୍ତେ ଦେଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏଭଳି ଷ୍ଟାର ଅଛନ୍ତି, ଯେଉଁମାନେ ପରଦା ଉପରେ ନୁହେଁ ବରଂ ରିୟଲ୍ ଲାଇଫ୍ରେ ମଧ୍ୟ ନିଜ କୋ-ଷ୍ଟାରଙ୍କୁ ଜୀବନସାଥୀ କରିଛନ୍ତି। ଭେଲେଣ୍ଟାଇନ୍ସ ଓ୍ବିକରେ…
୬୩ ବର୍ଷରେ ପାଦଦେଲେ ଟିନା ଅମ୍ବାନୀ: କର୍ଜ ଫିଲ୍ମ ଆଣିଥିଲା ପରିଚିତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଟିନା ଅମ୍ବାନୀ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ରେ ଦେବ ଆନନ୍ଦଙ୍କ ଫିଲ୍ମ ଦେଶ୍ ପରଦେଶ୍ରେ ଟିନା ବଲିଉଡ୍ରେ ଡେବ୍ୟୁ କରିଥିଲେ। ତେବେ ଋଷି କପୁରଙ୍କ…
ଓସ୍କାର ଆଓ୍ବାର୍ଡ: ସାଉଥ୍ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍
ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍ କୋରିଆର ଫିଲ୍ମ ‘ପାରାସାଇଟ୍’ ଓସ୍କାର ଦୌଡରେ ସାମିଲ ହୋଇଥିଲା। କେବଳ ସେତିକି ନୁହେଁ ଏହା ଶେଷରେ ବାଜି ମାରିଥିଲା…
ଦର୍ଶକଙ୍କୁ ପସନ୍ଦ ଆସୁଛି ‘ମଲଙ୍ଗ’
ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀଙ୍କ ଷ୍ଟାରର୍ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଛି। ଦିଶାଙ୍କ ଅଭିନୟ ସହ ଡ୍ୟାନ୍ସ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଫିଲ୍ମଟିରେ…
ହଜିଗଲେ କି ଦୀପବୀର!
ମୁମ୍ବାଇ: ବଲିଉଡ୍ର ବେଷ୍ଟ କପୁଲ ଭାବେ ପରିଚିତ ଦୀପିକା ପାଦୁକୋନ ଓ ରଣବୀର ସିଂ ଯାହା କଲେ ବି ଆସନ୍ତି ଚର୍ଚ୍ଚାକୁ। ଏଥର ତାଙ୍କ ଭ୍ୟାକେଶନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଏହି ଦମ୍ପତି ଭ୍ୟାକେଶନରେ ଥିବା ବେଳେ ଇନ୍ଷ୍ଟାଗ୍ରାମରେ…

