ମନୋରଞ୍ଜନ

ଆଶିକି ଗର୍ଲଙ୍କୁ ୫୧ ପୂରିଲା: ୨୯ ଦିନ କୋମାରେ ରହିବା ପରେ ପାଇଥିଲେ ନୂଆ ଜୀବନ;ଏବେ ଦେଖିଲେ ଚିହ୍ନି ବି ହେବନି !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ଶନିବାର ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୬୯ ଜାନୁୟାରୀ ୧୧ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠପଢୁଥିବା ସମୟରେ…

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ ପାରିବ। କିଛି ଦିନର ବିରତି ପରେ ଏବେ ପୁଣିଥରେ ପରଦାକୁ ଲେଉଟିଛନ୍ତି ଛୋଟେ ନବାବ।…

ମଲାଲାଙ୍କ ବାୟୋପିକ୍‌ରେ ରିମ୍‌ ଶେଖ୍‌, ଜାନୁୟାରୀ ୩୧ରେ ହେବ ରିଲିଜ

ବମ୍ବେ: ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ବାୟୋପିକ୍‌ରେ ନଜର ଆସିବେ ଟେଲି ଅଭିନେତ୍ରୀ ରିମ୍‌ ଶେଖ୍‌। ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମକୁ ଅମଜାଦ୍‌ ଖାନ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଅତୁଲ କୁଲକର୍ଣ୍ଣୀ…

୨୦୨୧ଇଦ୍‌ରେ ‘ଦବଙ୍ଗ’ ପ୍ରଶଂସକ ପାଳିବେ ଦୀପାବଳି

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ‘ଦବଙ୍ଗ -୩’ ପରେ ଏବେ ସେ ୨୦୨୧ ଇଦ୍‌ରେ ପରଦାକୁ ଆସୁଥିବା ତାଙ୍କ ଅଭିନୀତ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ଆଉ ଏହାର ଟାଇଟଲ ଜାଣିବା ପରେ…

ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏକ୍ସ ଓ୍ବାଇଫ୍‌

ମୁମ୍ବାଇ: ଫିଲ୍ମ ‘କହୋ ନା ପ୍ୟାର ହୈ’ରୁ ବଲିଉଡ୍‌ରେ ପାଦ ରଖିଥିବା ହ୍ରିତିକ୍‌ ରୋଶନ ଶୁକ୍ରବାର ନିଜର ୪୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ବଲିଉଡ୍‌ ଜଗତରୁ ଆରମ୍ଭ କରି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲଗିଛି। ଟୁଇଟରରେ ହ୍ରିତିକ୍‌ଙ୍କ…

କର୍ମୀଙ୍କ ପାଇଁ ଫିଲ୍ମ ହଲ୍‌ ବୁକ୍‌ କରାଇଲେ ଅଖିଲେଶ

ଲକ୍ଷ୍ନୌ,୧୦।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛଫାକ୍‌’ ଶୁକ୍ରବାର ବଡ଼ ପରାଦାରେ ରିଲିଜ୍‌ ହୋଇଛି। ଜେଏନ୍‌ୟୁ ଛାତ୍ରଙ୍କୁ ଦୀପିକା ଭେଟିବା ପରେ ତାଙ୍କ ଫିଲ୍ମ ‘ଛପାକ’କୁ ନେଇ ବିବାଦ ଦେଖାଦେଇଥିଲା। ଫିଲ୍ମ ରିଲିଜ୍‌ ହେବ…

ହ୍ରିତିକ ରୋଶନଙ୍କୁ ପୂରିଲା ୪୬: ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଥିଲା ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସଞ୍ଜୟ ଖାଁଙ୍କ ସୁପୁତ୍ରୀ ସୁଜେନ୍‌ ଖାଁଙ୍କ ସହିତ ସେ ୨୦୦୦ରେ ପ୍ରେମ ବିବାହ କରିଥିଲେ। ତେବେ…

ବିବାହର ୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ କପୁଲଙ୍କ ବିବାହ ଯେତିକି ଚର୍ଚ୍ଚାରେ ଥାଏ ତା’ଠାରୁ ଅଧିକ ଚର୍ଚ୍ଚାରେ ଥାଏ ଏମାନଙ୍କ ବିଚ୍ଛେଦ। ୨୦୧୭ରେ ବିବାହ କରିଥିବା ବଲିଉଡ୍‌ ନାୟିକା ଅମୃତା ପୁରୀ ଏବେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଥିବା ଖବର ଆସିଛି। କାଇ ପୋ…

ପୁଣି ରାଗିଲେ ତନୁଶ୍ରୀ, ନାନା ପାଟେକରଙ୍କୁ ଆଶାରାମଙ୍କ ସହ କଲେ ତୁଳନା

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ତନୁଶ୍ରୀ। ଏହା ପରଠାରୁ ସେ ଲଗାତର ନାନାଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଏବେ ପୁଣି ଥରେ ନାନାଙ୍କ ବିରୋଧରେ ମନ୍ତବ୍ୟ…

ଆଶାରେ ସର୍ବରୀ

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ୟଶରାଜ ଫିଲ୍ମସ ପରି ନାମୀ ବ୍ୟାନରରେ ବ୍ରେକ୍‌ ପାଇବା କ’ଣ ସହଜ କଥା। ଯେତେବେଳେ ତାଙ୍କୁ ଏହି ଅଫର ମିଳିଳା ସେତେବେଳେ ତାହାକୁ ସହଜରେ ବିଶ୍ୱାସ କରିପାରି ନ…

ଶୁଟିଂ ସେଟ୍‌ରେ କାନ୍ଦି ପକେଇଥିଲି

ମ୍ୟୁଜିକ ଭିଡ଼ିଓ ଜଗତରେ ରାଜା ଡି ଏବେ ବେଶ୍‌ ପରିଚିତ ଓ ଚର୍ଚ୍ଚିତ ଚେହେରା। କ୍ରମାନ୍ବୟରେ ରାଜା ଡିଙ୍କ ନିର୍ଦ୍ଦେଶିତ ଗୋଟିଏ ପରେ ଗୋଟିଏ ମ୍ୟୁଜିକ ଭିଡ଼ିଓ ମିଲିୟନ ଦର୍ଶକଙ୍କ ମନକୁ ଛୁଇଁବା ସହ ଓଡ଼ିଆ ଜଗତରେ ସୁପରହିଟ୍‌ ବୋଲି ଗଣା…

ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ପୁଅଙ୍କୁ ବିବାହ କରିବେ ନେହା କକ୍କର!

କଣ୍ଠଶିଳ୍ପୀ ନେହା କକ୍କର ‘ଇଣ୍ଡିଆନ୍‌ ଆଇଡଲ୍‌’ ସିଜିନ ୧୧ର ବିଚାରପତି ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ସହିତ ହିମେଶ ରେଶମିୟା ଏବଂ ବିଶାଲ ଦଡ଼ଲାନି ମଧ୍ୟ ଅଛନ୍ତି। ଏହି ଶୋ’ର ହୋଷ୍ଟ କରୁଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri