ର଼୍ୟାମ୍ପ ଶୋ’ରେ ଓପ୍‌ସର ଶିକାର ହେଲେ ଅଭିନେତ୍ରୀ, ଜଣାପଡ଼ିବା ପରେ କ୍ୟାମେରା ସାମ୍ନାରୁ ଦୌଡ଼ି ପଳାଇଲେ

ମୁମ୍ବାଇ: ‘ଲାକ୍‌ମୀ’ ଫେଶନ ସପ୍ତାହ ୨୦୨୦ରେ ମଡେଲଙ୍କ ସହିତ ବଲିଉଡ୍‌ର କିଛି ଅଭିନେତ୍ରୀ ଭାଗ ନେଇଥିଲେ। ଅଭିନେତ୍ରୀ ତଥା ନିର୍ମାତା ଦିବ୍ୟା ଖୋସ୍‌ଲା ମଧ୍ୟ ଏଥିରେ ଭାଗ ନେଇଥିଲେ। ଏହି ସମୟରେ ସେ ଓପ୍‌ସ ମୋମେଣ୍ଟର ଶିକାର ହୋଇଥିଲେ। ଦିବ୍ୟା ଏକ ସିଲ୍‌ଭର କଲର ଡ୍ରେସ୍‌ ପିନ୍ଧି ର଼୍ୟାମ୍ପ୍‌ରେ ଚାଲୁଥିଲେ। ଠିକ୍‌ ଏହି ସମୟରେ ତାଙ୍କ ଡ୍ରେସ୍‌ର ସାଇଡ୍‌ ବଟନ ଖୋଲିଯାଇଥିଲା। ଏହା ଜାଣିପାରି ସେ ନିଜକୁ ସମ୍ଭାଳି ନେଇଥିଲେ। ପରେ ର଼୍ୟାମ୍ପରେ ଜଗିରଖି ଚାଲିଥିଲେ।


ସେହିପରି ଗତବର୍ଷ ନଭେମ୍ବରରେ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ଏକ ଷ୍ଟୋର୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଏକ ନୀଳ ରଙ୍ଗର ଡ୍ରେସ୍‌ ସହ କ୍ରପ୍‌ ଟପ୍‌ ପିନ୍ଧିଥିଲେ। କ୍ୟାମେରା ସାମ୍ନାରେ ପୋଜ୍‌ ଦେବାବେଳେ ଟପ୍‌ଟି ଖସି ଯାଇଥିଲା। ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ମଲାଇକା କ୍ୟାମେରା ସାମ୍ନାରୁ ଦୌଡ଼ି ପଳାଇଥିଲେ। ପୂର୍ବରୁ ନେହା କକ୍କର, ଶିଳ୍ପା ସେଟ୍ଟୀ, ୟାମୀ ଗୌତମ, ସୁସ୍ମିତା ସେନ୍‌, ପ୍ରିୟଙ୍କା ଚୋପ୍ରାଙ୍କ ପରି ଆହୁରି ଅନେକ ଅଭିନେତ୍ରୀ ଓପ୍‌ସ ମୋମେଣ୍ଟର ଶିକାର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri