ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ
ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍ ବିୟୁଟି ଜୁହି ଚାଓ୍ବଲାଙ୍କ ପୁଅ ମଧ୍ୟ ଏ କ୍ଷେତ୍ରରେ ଦୁଇ ପାଦ…
କାର୍ତ୍ତିକଙ୍କ ସହିତ ଭାଲେଣ୍ଟାଇନ୍ ଡେ ପାଳିବେ ସାରା ଅଲ୍ଲୀ ଖାଁ !
ମୁମ୍ବାଇ: ସମ୍ପ୍ରତି ଇମ୍ତିଆଜ୍ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍ ଆଜ୍କଲ୍’କୁ ନେଇ ବଲିଉଡ୍ରେ ଚର୍ଚ୍ଚା ଜୋର୍ ଧରିଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି। ଟ୍ରେଲର ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି। ଫିଲ୍ମଟି ଫେବୃୟାରୀ ୧୪ ଭାଲେଣ୍ଟାଇନ୍ ଡେରେ ରିଲିଜ୍ ହେବ…
ମା’ଙ୍କ ଜନ୍ମଦିନରେ ଦାମୀ କାର୍ ଉପହାର ଦେଲେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ପପୁଲାର୍ ହିରୋ କାର୍ତ୍ତିକ ଆର୍ୟନ୍ଙ୍କୁ ନେଇ ଆଜିକାଲି ଖୁବ୍ ଚର୍ଚ୍ଚା। ଅଳ୍ପ ଦିନର ବଲିଉଡ୍ କ୍ୟାରିୟର୍ ଭିତରେ ସେ ବେଶ୍ ଲୋକପ୍ରିୟତା ହାସଲ କରିସାରିଲେଣି। କେବେ ନିଜ ଅଭିନୟକୁ ନେଇ ତ କେବେ ଲଭ୍-ଆଫାୟର୍ସ କାରଣରୁ କାର୍ତ୍ତିକ…
୪୫ ବର୍ଷରେ ମୋନିକା: ଡନ୍ ଆବୁ ସାଲେମ୍ଙ୍କ ସହ ଥିଲା ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା
ମୁମ୍ବାଇ: ବଲିଉଡ୍ ଷ୍ଟାର ମୋନିକା ବେଦୀ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୧୮ରେ ପଞ୍ଜାବ ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ପାଦ ଦେବା ସହିତ ଅଣ୍ଡରଓ୍ବାଲ୍ଡ୍ ଡନ୍ ଆବୁ ସାଲେମ୍ଙ୍କ ତାଙ୍କର ନିବିଡ଼ତା…
ଦୀର୍ଘ ୯ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ!
ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ କିଛିଦିନ ହେବ ବଡ ପରଦାରୁ ଏକ ପ୍ରକାର ଦୂରେଇ ରହିଛନ୍ତି କହିଲେ ଚଳେ। ‘ଜିରୋ’ରେ ସଫଳତା ମିଳି ନ ଥିବା ପରଠାରୁ ସେ ଏକ ପ୍ରକାର ଚୁପ୍ ରହିଛନ୍ତି ବୋଲି କୁହାଯାଉଛି। ତେବେ ତାଙ୍କ…
କରନଙ୍କୁ ଜୋକର ବୋଲି କୁହନ୍ତି ତାଙ୍କ ପୁଅ
ମୁମ୍ବାଇ: ବଲିଉଡ୍ର ନାମୀ ନିର୍ଦ୍ଦେଶକ କରନ ଜୋହର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ସେ ତାଙ୍କ ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ ଥିବାବେଳେ ତାଙ୍କ ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ କରିଥାଆନ୍ତି। ନିକଟରେ ସେ ତାଙ୍କ ଅପକମିଂ ଫିଲ୍ମ ‘ଶେରଶାହା’ର ଫାଷ୍ଟଲୁକ୍…
ବୋଲ୍ଡ ନଜରରେ ସାରା
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କ ଅପ୍ କମିଂ ଫିଲ୍ମ ‘ଲଭ୍ ଆଜ୍ କଲ୍’ର ଟ୍ରେଲର ରିଲିଜ୍ ହୋଇସାରିଛି। ଏଥିରେ ସାରା, କାର୍ତ୍ତିକ ଆର୍ୟନ ଏବଂ ଆରୁଷି ଶର୍ମାଙ୍କୁ ଦେଖିବାକୁ ମିଳିଛି। ସାରା ଏବଂ କାର୍ତ୍ତିକଙ୍କ କେମିଷ୍ଟ୍ରି ଅନ୍ସ୍କ୍ରିନ୍ରେ ଖୁବ୍ ଜମିଛି।…
ମେ’ରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିପାରନ୍ତି ବରୁଣ
ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ ତାଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଡେଟ୍ କରୁଛନ୍ତି। ବହୁଥର ଦୁହିଁଙ୍କୁ ବଲିଉଡ୍ର କେତେକ କାର୍ଯ୍ୟକ୍ରମରେ ଏକାଠି…
#ମିଠୁ ମାମଲାରେ ଅନୁ ମଲିକଙ୍କୁ ମିଳିଲା ଆଶ୍ୱସ୍ତି
ମୁମ୍ବାଇ,୧୭।୧: ବଲିଉଡ୍ର ପପୁଲାର ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଇଣ୍ଡିଆନ ଆଇଡଲ୍-୧୧ର ପୂର୍ବତନ ଜଜ୍ ଅନୁ ମଲିକଙ୍କ ଉପରେ #ମିଠୁ ଜରିଆରେ ଯୌନ ନିର୍ଯ୍ୟାତନା ମାମଲା ଅଭିଯୋଗ ହୋଇଥିଲା। କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସମେତ ଅନ୍ୟ କେତେକ ମହିଳା ତାଙ୍କ ଉପରେ…
ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦିଅନ୍ତି ଜାଭେଦ ଅଖତର
ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତକାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚିତିକୁ ବେଶ ସୁଦୃଢ଼ କରିସାରିଛନ୍ତି ବୋଲି କହିଲେ…
୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା
ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍ ଅଖତର୍ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରୀରେ ସଫଳ…
ସିଦ୍ଧାର୍ଥଙ୍କ ଜନ୍ମଦିନରେ ‘ଶେରଶାହ’ର ପୋଷ୍ଟର ରିଲିଜ
ବମ୍ବେ: କରନ୍ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର’ରେ ଡେବ୍ୟୁ କରିବା ପରେ ଅନେକ ସଫଳତାର ଫର୍ଦ୍ଦ ଯୋଡ଼ା ହୋଇ ସାରିଲାଣି ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୟ ଜୀବନରେ। ବିଶେଷକରି ରୋମାଣ୍ଟିକ ହିରୋ ଭୂମିକାରେ ସେ ନଜର ଆସିଥାନ୍ତି। ହେଲେ…
Archives


