ଚର୍ଚ୍ଚାରେ ଟିକ୍ଟକ୍ର କିଆରା
ବମ୍ବେ: ‘ଟିକ୍ଟକ୍’ ଆଜିକାଲିର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକାଉଣ୍ଟ କରି ଭଳିକିଭଳି ଭିଡିଓ ପୋଷ୍ଟ କରିଥାଆନ୍ତି ବ୍ୟବହାରକାରୀ। ଗୀତ ହେଉ ଅଥବା ନୃତ୍ୟ/ଅଭିନୟ ଅନେକେ ଏଥିରୁ ଷ୍ଟାର ପାଲଟି ଯାଉଛନ୍ତି।…
ହୋଲି ପୂର୍ବରୁ ରଙ୍ଗ ଖେଳିଲେ ବଲିଉଡ୍ର ନୂଆ ଲଭ୍ବାର୍ଡ
ବମ୍ବେ: ବଲିଉଡ୍ର ଭାଇଜାନ୍ ସଲ୍ମାନଙ୍କ ଏକଦା ପ୍ରେମିକା ଥିବା କଟ୍ରିନା କୈଫ୍ ଏବେ ଆଉ ଜଣଙ୍କ ପ୍ରେମରେ। ସେ ଆଉ କେହି ନୁହନ୍ତି, ଅଭିନେତା ବିକ୍କି କୌଶଲ। ବିକ୍କି ଏକଦା ଏକ କାର୍ଯ୍ୟକ୍ରମରେ ସଲ୍ମାନଙ୍କ ସମ୍ମୁଖରେ କଟ୍ରିନାଙ୍କୁ ପସନ୍ଦ କରୁଥିବା କହିଥିଲେ।…
ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ ବହୁତ କମ୍ ବିଏଫ୍ଏକ୍ସର ବ୍ୟବହାର ହୋଇଥିବା ବେଳେ ନିଜେ ଅକ୍ଷୟ ଅଧିକାଂଶ ଷ୍ଟଣ୍ଟ ଦୃଶ୍ୟ…
ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍ ଖାଁ, ଅକ୍ଷୟ କୁମାର, ଶାହାରୁଖ୍ ଖାଁ, ହ୍ରିତିକ୍ ରୋଶନଙ୍କ ପରି ବଲିଉଡ୍ର ସୁପରଷ୍ଟାର ହେଉଛନ୍ତି ତାଙ୍କ ବନ୍ଧୁ।…
ବିକ୍ନୀ ପିନ୍ଧି ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…
ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଏହି ଜରିଆରେ ସେ ପ୍ରଶଂସକଙ୍କ ନିକଟତର…
ବଲିଉଡ୍ ଫିଲ୍ମରେ ହୋଲିର ଝଲକ୍
ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି ବି ଅଭୁଲା। ସିଲ୍ସିଲା: ଏହି ଫିଲ୍ମର ହୋଲି ଗୀତରେ ଅମିତାଭ, ଜୟା ବଚ୍ଚନ ଏବଂ…
କେଶ କାଟିବାରୁ ଅଭିନେତାଙ୍କୁ ଦେବାକୁ ପଡ଼ିଲା ୩୨ ଲକ୍ଷ
ମାଲାୟାଲମ୍ ଫିଲ୍ମ ନିର୍ମାତା ସଚିତ୍ ନିଗମଙ୍କୁ ନିଜ କେଶ କାଟିବାରୁ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ନିଜ କଥା ରଖି ନ ପାରିବାରୁ ତାଙ୍କୁ ଏହି କ୍ଷତି ପୂରଣ ଦେବାକୁ ପଡ଼ିଛି। ପ୍ରକୃତ କଥାଟା ହେଲା, କେରଳ ଫିଲ୍ମ ପ୍ରଡ୍ୟୁସରର୍ସ…
କରୀନାଙ୍କ ଇନ୍ଷ୍ଟାଗ୍ରାମ୍ରେ ଡେବ୍ୟୁ କଲେ ପୁଅ ତୈମୁର
ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୁଅ ତୈମୁର ଅଲ୍ଲୀ ଖାନ୍ ଡେବ୍ୟୁ କରିଛନ୍ତି। କରୀନା ଇନ୍ଷ୍ଟାରେ…
କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍ମାନ
ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ଲକ୍ଷେ ଟପିଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ ଟପିଛି। ଏହା ଜଣାପଡ଼ିବା ପରେ…
ହଲିଉଡ୍ କଳାକାରଙ୍କ ସହ ଜନ୍ମଦିନ ପାଳିଲେ ଅନୁପମ
ନ୍ୟୁୟର୍କ: ବଲିଉଡ୍ର ବରିଷ୍ଠ କଳାକାର ଅନୁପମ ଖେର ଶନିବାର ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନ୍ୟୁୟର୍କରେ ହଲିଉଡ୍ର ଭେଟେରାନ ଆକ୍ଟର ରୋବର୍ଟ ଡି ନିରୋଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ଏହି ଦୁଇ କଳାକାର ୨୦୧୨ରେ ‘ସିଲଭର…
ଫିଟ୍ନେସ୍ ପାଇଁ ଏବେ ପୋଲ୍ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ
ଖୀଲାଡି କିଙ୍ଗ୍ ଅକ୍ଷୟ କୁମାର ନିଜ ଫିଟ୍ନେସ୍କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି। କେତେବେଳେ କିକ୍, ବକ୍ସିଂ, ମାର୍ସଲ ଆର୍ଟସ୍ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍,…
୧୨ ବର୍ଷ ତଳେ ଗୋଟିଏ ରୁମ୍ ଥିବା ଘରେ ବାସ କରୁଥିଲେ ନେହା କକ୍କର: ଫଟୋ ଶେୟାର କରି ହେଲେ ଭାବୁକ
ମୁମ୍ବାଇ: ବଲିଉଡ୍ର ଗାୟିକା ନେହା କକ୍କର ୧୨ ବର୍ଷ ତଳେ ଥିବା ତାଙ୍କ ଅବସ୍ଥାର ଏକ ଫଟୋ ଇନଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ସେତେବେଳେ ସେ ଋଷିକେଶରେ ଗୋଟିଏ ରୁମ୍ ଥିବା ଘରେ ବାସ କରୁଥିଲେ। ଏଠାରେ ତାଙ୍କର ଜନ୍ମ ହୋଇଥିଲା। ଏହିଘରେ…

