ମନୋରଞ୍ଜନ

କରୋନା ଭାଇରସ: ବଦଳିପାରେ ସୂର୍ଯ୍ୟବଂଶୀ ଓ ୮୩ର ରିଲିଜ୍‌ ଡେଟ୍‌

ମୁମ୍ବାଇ: କରୋନା ଭାଇରସ ଏବେ ଦେଶର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ଏମିତିକି କାହା ସହିତ ହାତ ନ ମିଳାଇବା, କାହାକୁ ଆଲିଙ୍ଗନ…

ଭିନ୍ନ ଲୁକ୍‌ରେ ରବିନା

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନଙ୍କ ବୟସ ସିନା ବୃଦ୍ଧି ହୋଇଛି ହେଲେ ଏବେବି ସେ ବର୍ତ୍ତମାନର ନାୟିକାଙ୍କୁ ଟକ୍କର ଦେବାରେ ଓସ୍ତାଦ। ରବିନା ଏବେ ‘କେଜିଏଫ୍‌’ର ଦ୍ୱିତୀୟ ଭାଗ ଶୁଟିଂ ପାଇଁ ବ୍ୟସ୍ତ ଥିବା ଜଣାପଡିଛି। ଆଉ ଏହାରି ଭିତରେ…

‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି ଭାବନ୍ତି। ଏଥର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର ଆସିବା…

ନିଜ ସ୍ବୟମ୍ବର ନେଇ ତମନ୍ନା ଦେଲେ ମଜାଳିଆ ଉତ୍ତର…

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଏକ ସାକ୍ଷାତ୍‌କାରରେ ତମନ୍ନାଙ୍କୁ ତାଙ୍କ ସ୍ବୟମ୍ବର ସମ୍ପର୍କରେ ପଚରା ଯାଇଥିଲା। ସ୍ବୟମ୍ବରରେ ସେ କେଉଁ ଅଭିନେତାଙ୍କୁ…

ବିବାହ କଥା ଚିନ୍ତା କରି ନ ଥିବାରୁ ସିଙ୍ଗଲ ମଦର ହେବାକୁ ପ୍ରସ୍ତୁତ ଥିଲେ ଏକତା!

ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ନାଁ ଏକତା କପୁର। ଏବେ ସେ ସିଙ୍ଗଲ ମଦର। କିନ୍ତୁ କ’ଣ ପାଇଁ ସେ ସିଙ୍ଗଲ ମଦର ହୋଇଛନ୍ତି ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା ଖୋଲାଖୋଲି କଥା ହୋଇଛନ୍ତି। ଏକତା କହିଛନ୍ତି ବିବାହ ପାଇଁ…

ଭିଣ୍ଟେଜ କାର୍‌ ସହ ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ସେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋମବାର ସକାଳେ ଆସିଛି ଚର୍ଚ୍ଚାକୁ। ବିଗ୍‌ ବି ହଳଦିଆ ରଙ୍ଗର ଏକ ଭିଣ୍ଟେଜ କାର୍‌…

ଟାଇଗର ଶ୍ରଫ୍‌ଙ୍କ ନାମ କିପରି ଦିଆଗଲା କହିଲେ ଜ୍ୟାକି

ମୁମ୍ବାଇ: ବାଗି-୩ରେ ପିତା ଜ୍ୟାକି ଶ୍ରଫ୍‌ଙ୍କ ସହିତ ଟାଇଗର ଶ୍ରଫ୍‌ ଅଭିନୟ କରିଛନ୍ତି। ଏକ ସାକ୍ଷାତ୍‌କାରରେ ଟାଇଗରଙ୍କ ନାମ ଏଭଳି କିପରି ଦିଆଯାଇଥିଲା ସେ ନେଇ ଜ୍ୟାକି ପ୍ରକାଶ କରିଛନ୍ତି। ପିଲାଦିନେ ଟାଇଗର ଜ୍ୟାକିଙ୍କ ମୁହଁକୁ ନଖରେ ରାମ୍ପୁଡ଼ି ଦେଉଥିଲେ। ତେଣୁ…

ପେଁକାଳିର ଜେଜେ ବୈକୁଣ୍ଠ ବାରେକ୍‌

ଓଡ଼ିଆ ଯାତ୍ରା ଜଗତର ଏହା ହେଉଛି ଏକ ପ୍ରସିଦ୍ଧ ତଥା ଅତି ଲୋକପ୍ରିୟ ସଂଳାପ। ଏହା ହେଉଛି ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ‘ମୋ ପେଁକାଳି ବଜେଇଦେ’ ନାଟକର ସଂଳାପ। ନାତୁଣୀ ମିତାକୁ ନେଇ ତା’ ସ୍ବାମୀ ଶେଖର ଘର…

ବହୁମୁଖୀ ହାସ୍ୟାଭିନେତା ପ୍ରଭାକର

ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି ଜଣେ ହାସ୍ୟ କଳାକାର ଭାବେ। ତେବେ କେବଳ ଜଣେ କଳାକାର ଭାବେ ତାଙ୍କ ପରିଚୟ…

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ ‘ହି ମ୍ୟାନ୍‌’। ଏବେ ଏହି ରେସ୍ତୋରାଁକୁ ସିଲ୍‌ କରି ଦିଆଯାଇଥିବା ଖବର ମିଳିଛି। ତେବେ…

ସଲ୍‌ମାନ ଭାଣିଜୀଙ୍କୁ କିସ୍‌ କରୁଥିବାର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ତାଙ୍କ ଭଉଣୀ ଅର୍ପିତାଙ୍କ ପିଲାମାନଙ୍କ ସହ ବେଶ୍‌ କୌତୁକିଆ ଢଙ୍ଗରେ ବେଳେବେଳେ ନଜରକୁ ଆସନ୍ତି। ଏଥର ତାଙ୍କ ଜନ୍ମଦିନ ଅବସରରେ ଅର୍ପିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ସେବେଠାରୁ ଭାଣିଜୀଙ୍କ ସହ…

ଦୁଇଥର ନିର୍ବନ୍ଧ ଭାଙ୍ଗିବା ପରେ ପୁଣି ପ୍ରେମରେ ପିସିଙ୍କ ଭାଇ ସିଦ୍ଧାର୍ଥ, ଇଶାଙ୍କ ହୋଲି ପାର୍ଟିରେ ପ୍ରେମିକାଙ୍କ ସହ ପହଞ୍ଚିଲେ

ବମ୍ବେ: ଅଭିନୟ ନ ହେଲେ ବି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଦୁଇ ଦୁଇ ଥର ନିର୍ବନ୍ଧ ଭାଙ୍ଗିବା ପରେ ଏବେ ପୁଣି ସେ ପ୍ରେମରେ ପଡ଼ିଛନ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଲମ ଉପାଧ୍ୟାୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?