ମଧୁବାଲା: ଦିଲ୍ଲୀପଙ୍କୁ ଭଲ ପାଇ କିଶୋରଙ୍କୁ କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ସୁନ୍ଦରୀ ଅଭିନେତ୍ରୀ ମଧୁବାଲାଙ୍କ ଜନ୍ମଦିନ ଶୁକ୍ରବାର ପାଳିତ ହେଉଛି। ସେ ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରାନାମ ବେଗମ୍ ମୁମତାଜ୍ ଜାହାଁ ଦେହଲବି ଥିଲା। ମଧୁବାଲାଙ୍କର ଘରେ ଭାଇ ଭଉଣୀ ସଂଖ୍ୟା ଥିଲା ୧୧।…
ପ୍ରେମ ସପ୍ତାହରେ ଭାଙ୍ଗିଲା ସନାଙ୍କ ମନ: ମେଲଭିନ୍ଙ୍କଠାରୁ ଅଲଗା ହେଲେ
ବମ୍ବେ: ଚାରିଆଡ଼େ ପ୍ରେମ ସପ୍ତାହକୁ ନେଇ କ୍ରେଜ୍ ଥିବା ବେଳେ ପସନ୍ଦର ସାଥୀଙ୍କୁ ମନକଥା କହୁଛନ୍ତି ପ୍ରେମୀଯୁଗଳ। ହେଲେ ପ୍ରେମଦିବସ ଆସିବା ପୂର୍ବରୁ ଅଭିନେତ୍ରୀ ସନା ଖାଁଙ୍କ ହୃଦୟ ଭାଙ୍ଗିଛି। କହିବାର ତାତ୍ପର୍ଯ୍ୟ, ସେ ପ୍ରେମିକ ମେଲଭିନ୍ ଲୁଇସ୍ଙ୍କଠାରୁ ଅଲଗା ହୋଇଯାଇଛନ୍ତି।…
‘କେଜିଏଫ୍-୨’ରେ ଶଟ୍ଲେସ୍ ହେବେ ୟଶ-ସଞ୍ଜୟ: ଦମ୍ଦାର ହେବ ଆକ୍ସନ ଦୃଶ୍ୟ
ବମ୍ବେ: କନ୍ନଡ଼ ଫିଲ୍ମ ‘କେଜିଏଫ୍ ଚାପ୍ଟର-୨’କୁ ନେଇ ଚର୍ଚ୍ଚାରେ ସଞ୍ଜୟ ଦତ୍ତ। ଫିଲ୍ମ ଯୋଗେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ନିଜର ଡେବ୍ୟୁ କରି ବାକୁ ଯାଉଛନ୍ତି ସଞ୍ଜୁବାବା। ପୂର୍ବରୁ କେଜିଏଫ୍ ଚାପ୍ଟର-୧ ଢେର ସଫଳତା ପାଇଥିଲା। ଏଥିରେ ଅଭିନେତା ୟଶ…
ବୟସ ତାରତମ୍ୟ ମାନିନି ପ୍ରେମ: ବଲିଉଡ୍ ଅଭିନେତ୍ରୀ ନିଜଠାରୁ କମ୍ ବୟସ୍କଙ୍କୁ କରିଛନ୍ତି ଜୀବନ ସାଥୀ
ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜଠାରୁ କମ୍ ବୟସର ଜୀବନସାଥି ବାଛୁଥିବାର ବହୁ…
ଗାର୍ଲଫ୍ରେଣ୍ଡ୍ଙ୍କୁ ଏମିତି ଭାଲେଣ୍ଟାଇନ୍ ଓ୍ବିଶ୍ କଲେ ରାଜକୁମାର
ଭାଲେଣ୍ଟାଇନ୍ ଡେ’ ହେଉଛି ପ୍ରେମ ପରିପ୍ରକାଶର ଦିନ। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବଲିଉଡ୍ ଷ୍ଟାରମାନେ ମଧ୍ୟ ଏହିଦିନକୁ ସ୍ବତନ୍ତ୍ର ଭାବରେ ପାଳନ କରିବା ପାଇଁ କେତେ କ’ଣ ତରିକା ଆପଣାଇଥାନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଅଭିନେତା…
ବିବାହ ବନ୍ଧନରେ ଆବଦ୍ଧ ହେବେ ରିଚା-ଅଲ୍ଲୀ ଫାଜଲ୍
ବଲିଉଡ୍ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ କରିସ୍ମା ଏବଂ କରିନା କପୁରଙ୍କ ଭାଇ ଅରମାନ ଜୈନଙ୍କ ବିବାହ ଶେଷ ହୋଇଥିବାବେଳେ ଏବେ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ହେଲେ ଅଭିନେତ୍ରୀ ରିଚା ଚଢା…
ଅଧୁରା ପ୍ରେମ କାହାଣୀ
ମୁମ୍ବାଇ: ବଲିଉଡ୍ରେ ରହିଛି ଅନେକ ପ୍ରେମ କାହାଣୀ। ଅର୍ଥାତ୍ ଏଠାରେ ପରଦାରେ ନାୟକ ନାୟିକାର ଭୂମିକାରେ ଆସିଥିବା କେତେଜଣ କଳାକାର ରିୟଲ ଲାଇଫରେ ପତ୍ନୀପତିଭାବେ ଗଢିଛନ୍ତି ନିଜ ନିଜର ସୁନ୍ଦର ସଂସାର। ହେମାମାଳିନୀ-ଧର୍ମେନ୍ଦ୍ର କୁହନ୍ତୁ ଅବା ଜୟା-ଅମିତାଭ। ହେଲେ ଏଠି ଏମିତିବି…
ଜାହ୍ନବୀ-ଇଶାନଙ୍କ ପ୍ରେମ କାହାଣୀରେ ଲାଗିଲା ଫୁଲଷ୍ଟପ!
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ଏବେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷତ ରାଜନଙ୍କ ସହ ସମୟ କାଟୁଥିବା ଶୁଣିବାକୁ ମିଳିଛି। ଆଉ ଏହା କୁଆଡେ ଧଡକ ଷ୍ଟାର ଇଶାନ ଖଟ୍ଟରଙ୍କୁ ଶକ୍ତ ଧକ୍କା ଦେଇଛି। ବଲିଉଡ୍ ମୁଭି ଧଡକରେ…
ହଟ୍ ଲୁକ୍ରେ ନେହା, ଆଦିତ୍ୟ
ବଲିଉଡ୍ ସିଙ୍ଗର ନେହା କକ୍କର ଓ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲଛି। ଭାଲେଣ୍ଟାଇନ୍ସ ଡେରେ ଉଭୟ କୁଆଡେ ବିବାହ ବନ୍ଦନରେ ଆବଦ୍ଧ ହେବେ। ଏହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡି ନ ଥିଲେ ମଧ୍ୟ ଉଭୟ ଏକ ମ୍ୟୁଜିକ୍…
ଶବ୍ଦରେ ଛନ୍ଦି ହେବାକୁ ଦିଅନ୍ତିନି ଖୋକାଭାଇ
ଓଡ଼ିଆ ଭଜନ ହେଉ କି ଆଧୁନିକ ସଙ୍ଗୀତ, ନିଜର ଯାଦୁକରି କଣ୍ଠ ସାହାଯ୍ୟରେ ଯିଏ ଅଗଣିତ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଜାଗା ସୃଷ୍ଟି କରି ପାରିଛନ୍ତି ସିଏ ହେଲେ ଖ୍ୟାତନାମା କଣ୍ଠଶିଳ୍ପୀ ତୃପ୍ତି ଦାସ। ତୃପ୍ତିଙ୍କ ଅନୁଭୂତିରୁ କିଛି.. ପ୍ରତ୍ୟେକ କଳାକାର…
ୟୁଟ୍ୟୁବ୍ ମ୍ୟୁଜିକ୍କୁ ଖୋଲା କାନ୍ଭାସ୍ ଦେଇଛି
ସ୍ମିତା ରାଓ ବେଲୁର। ଜଣେ ହିନ୍ଦୁସ୍ଥାନୀ କ୍ଲାସିକାଲ ତଥା ସୁଫି ଗାୟିକା ଭାବେ ସେ ଦେଶ ବିଦେଶରେ ପରିଚିତ। ତାଙ୍କ ସୁମଧୁର କଣ୍ଠ ଶ୍ରୋତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛିି। ଜୟପୁର କିରନ ଘରାନାରୁ ଆସିଥିତ୍ବା ସ୍ମିତା ଦୂରଦର୍ଶନ,…
ନାୟିକା ହେବ ଏମିତି
ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍ ସିଂ ଚଢ଼ା’ର ଶୁଟିଂ ସେଟ୍ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଘଟଣାଟି ଏପରି- ସେଦିନ ଏହି ଫିଲ୍ମର ଶୁଟିଂ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଚାଲିଥିଲା।…
Archives


