ଘାତକ କରୋନା ଭୟ: ସେଲ୍ଫ ଆଇସୋଲେଶନରେ ଏ ସବୁ ବଲିଉଡ୍ କଳାକାର
ବମ୍ବେ: ଚିନ୍ତା ବଢ଼ାଇଛି ଘାତକ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି। ଏପରିସ୍ଥଳେ ଅଭିନେତା ତଥା ଅଭିନେତ୍ରୀମାନେ ହୋମ୍ ଆଇସୋଲେଶନରେ ଥିବା ଦେଖିବାକୁ ମିଳିଛି। ଦିଲୀପ କୁମାର ସେଲ୍ଫ…
କରୋନା ଭୟରେ ଶେହନାଜ-ପାରସଙ୍କ ଶୋ’ ‘ମୁଝ୍ସେ ଶାଦି କରୋଗେ’ ଶୁଟିଂ ବନ୍ଦ, ଘରକୁ ଗଲେ ପ୍ରତିଯୋଗୀ
ବମ୍ବେ: ସମସ୍ତଙ୍କ ଚିନ୍ତା ବଢ଼ାଇଛି ଘାତକ କରୋନା। ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଏପରି ସ୍ଥିତିରେ ବିଶେଷଭାବେ ପ୍ରଭାବିତ ହୋଇଛି ମନୋରଞ୍ଜନ କ୍ଷେତ୍ର। କଳାକାରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଧାରାବାହିକ ତଥା ଫିଲ୍ମର ଶୁଟିଂକୁ…
ବିଶ୍ୱନାଥ ମନ୍ଦିର ଦର୍ଶନ କରି ବିବାଦରେ ସାରା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଥିବା ନଜର ଆସିଛନ୍ତି। ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। କାଶୀ ବିକାଶ ସମିତି ଏହାକୁ ନେଇ ସ୍ବର ଉଠାଇଛି। ସମିତିର ମହାସଚିବ ଚନ୍ଦ୍ର…
ଜ୍ୟାକ୍ଲିନଙ୍କ ହଟ୍ ଯୋଗ ଲୁକ୍ ପ୍ରଶଂସକଙ୍କ ହୃଦୟରେ ଲଗାଇଲା ନିଆଁ
ମୁମ୍ବାଇ: ବି-ଟାଉନ୍ର ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍ ତାଙ୍କ ଇନ୍ଷ୍ଟାଗ୍ରାମରେ କିଛି ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନଙ୍କ ହୃଦୟରେ ନିଆଁ ଲାଗିଯାଇଛି। ଯେଉଁଥିରେ ସେ ବେଶ୍ ହଟ୍ ଲାଗିବା ସହ ଯୋଗ କରୁଥିବା ନଜର ଆସିଛନ୍ତି। ଜ୍ୟାକ୍ଲିନ…
୬୩ ବର୍ଷରେ ରତ୍ନା ପାଠକ: ଜୁସ୍ ଦୋକାନରୁ ନସିରୁଦ୍ଦିନ୍ଙ୍କ ସହିତ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରତ୍ନା ପାଠକ ଶାହ ବୁଧବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ ୧୩ ବର୍ଷ ବୟସ୍କ ବଡ଼ ଅଭିନେତା ନସିରୁଦ୍ଦିନ୍ ଶାହଙ୍କୁ ରତ୍ନା ୧୯୮୨ରେ ବିବାହ କରିଥିଲେ।…
୬୦ବର୍ଷ ବୟସରେ ଟେନିସ କୋର୍ଟକୁ ଓହ୍ଲାଇଲେ ନୀନା ଗୁପ୍ତା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ଏବେ ଫିଲ୍ମ ସହ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଦୀର୍ଘ ଦିନର ବ୍ରେକ୍ ପରେ ସେ ବଡ଼ ପରଦାକୁ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଏଭଳି ସ୍ଥିତିରେ ନୀନା ନିଜର ଫିଟ୍ନେସ୍ ଉପରେ ବେଶ୍…
ଲଣ୍ଡନରୁ ଫେରିବା ପରେ ଆଇସୋଲେଶନ୍ରେ ଅନୁପ ଜଲୋଟା
ମୁମ୍ବାଇ: ମହାମାରୀ ରୂପ ନେଇଥିବା ଭୟଙ୍କର କରୋନା ଭାଇରସ୍ରୁ ବର୍ତ୍ତିବା ପାଇଁ ସାରା ବିଶ୍ୱ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ସଂକ୍ରମଣ ବୃଦ୍ଧ ଓ ପିଲାଙ୍କୁ ସବୁଠାରୁ ଅଧିକ ସଂକ୍ରମିତ କରୁଛି। ଇତିମଧ୍ୟରେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି…
ମୁଜାଫରପୁର ସେଲ୍ଟର୍ ହୋମକୁ ନେଇ ଶାହାରୁଖ ନିର୍ମାଣ କରିବେ ଫିଲ୍ମ
ମୁମ୍ବାଇ: ବଲିଉଡ୍ ବାଦ୍ଶାହା ଶାହାରୁଖ ଖାଁ ଯଦିଓ ତାଙ୍କ ଫିଲ୍ମ ଚୟନକୁ ନେଇ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ହେଲେବି ତାଙ୍କୁ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି। ଅଭିନୟ ପରେ ସେ କିନ୍ତୁ ଖୁବ୍ ସିରୟସ ତାଙ୍କ ପ୍ରଡକସନ୍ ହାଉସକୁ ନେଇ। ୨୦୧୮ରେ ମୁଜାଫରପୁର…
କରୋନା ଭୟ: ଆଇସୋଲେଶନରେ ଦିଲ୍ଲୀପ କୁମାର
ମୁମ୍ବାଇ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେଶନରେ ରଖାଯାଇଥିବା ଜଣାପଡିଛି। ଅଭିନେତା ନିଜେ ଟୁଇଟ୍…
ନିଜ ବାୟୋପିକ୍ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି ଯୁବରାଜ
ବଲିଉଡ୍ ଫିଲ୍ମ ‘ଗଲି ବୟ’ରେ ସୁନ୍ଦର ଅଭିନୟ ପାଇଁ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯୁବରାଜ ନିଜ ବାୟୋପିକ୍ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି।…
ସେଲ୍ଫି ନେବାକୁ ପସନ୍ଦ କରନ୍ତିନି ଅନୁଷ୍କା
ସୁପରହିଟ୍ ଫିଲ୍ମ ‘ବାହୁବଳୀ’ରେ ଦେବସେନା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ। ତେବେ ଏହି ଅଭିନେତ୍ରୀଙ୍କ ସବୁଠାରୁ ଭଲ ବନ୍ଧୁ ହେଉଛନ୍ତି ଅଭିନେତା ପ୍ରଭାସ। କୌଣସି ଅସୁବିଧା ହେଲେ ରାତି…
ନିଜ ଛାଇ ଫଟୋ ଶେୟାର କଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଦମ୍ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଛପାକ’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ମାତ୍ର ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ପାଇପାରି ନ…

