ମନୋରଞ୍ଜନ

ଫିଲ୍ମ ‘ରାଧେ’ରେ ୩ ଖଳନାୟକଙ୍କୁ ସାମ୍ନା କରିବେ ସଲମାନ

ମୁମ୍ବାଇ: କରୋନା ଭାଇରସକୁ ସାମ୍ନା କରୁଥିବା ସାରା ବିଶ୍ୱ ଏବେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଚାହୁଁଛି। ଏହି ସମୟରେ ବଲିଉଡ୍‌ ମଧ୍ୟ ତା’ର ସମସ୍ତ ଶୁଟିଂକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଫିଲ୍ମ ସମ୍ପର୍କିତ ଖବର ଉପରେ…

ଆଇସ୍‌କ୍ରିମ ବିକ୍ରି କରିବେ କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଫଟୋ ଓ ଭିଡିଓ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ନିକଟରେ ସେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି…

୧୯ ବର୍ଷ ପରେ ଆୟୁଷ୍ମାନ ଖୋଲିଲେ ପ୍ରେମ ପେଡ଼ି

ମୁମ୍ବାଇ: ବଲିଉଡ୍‌ର ସବୁଠୁ କ୍ୟୁଟ୍‌ ଯୋଡ଼ି ଭାବେ ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପଙ୍କୁ ବିବେଚନା କରାଯାଏ। ଉଭୟେ ୨୦୦୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ପ୍ରେମ ପେଡ଼ି…

ଭୟଙ୍କର କରୋନା ଭାଇରସ୍‌କୁ ନେଇ ବଲିଉଡ୍‌ ତିଆରି କରିବ ଫିଲ୍ମ

ମୁମ୍ବାଇ: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି। ଏଥିଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨କୁ ଛୁଇଁଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା…

ବନ୍ଦ ହେବ ଫିଲ୍ମ ଶୁଟିଂ

ମୁମ୍ବାଇ,୧୫।୩: କରୋନା ଭାଇରସର ପ୍ରଭାବକୁ ଦେଖି ଏବେ ବିଭିନ୍ନ ରାଜ୍ୟର ସିନେମା ହଲ ବନ୍ଦ କରି ଦିଆଯାଇଛି। କରୋନାଠାରୁ ଦୂରେଇ ରହିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଯାଇ ମାର୍ଚ୍ଚ ୧୯ରୁ ୩୧ ତାରିଖ…

ପୁଣିଥରେ ରିଲିଜ୍‌ ହେବ ‘ଅଂଗ୍ରେଜି ମିଡିୟମ’

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଏବେ ପ୍ରାୟ ସବୁ କ୍ଷେତ୍ରରେ ଦେଖିବାକୁ ମଳିଲାଣି। ଏହି ମାରାତ୍ମକ ଭୂତାଣୁଠାରୁ ଦୂରେଇ ରହିବାକୁ ଏବେ ଜରୁରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବାରୁ ଏହାକୁ ରୋକିବାକୁ ଯାଇ ଦିଲ୍ଲୀ,…

୩୭ ବର୍ଷର ପରମ୍ପରା ଭାଙ୍ଗିଲେ ବିଗ୍‌ ବି: ରବିବାର ସନ୍ଧ୍ୟାରେ ଜଲ୍‌ସାରେ ଭେଟିବେନି ଲୋକଙ୍କୁ

ମୁମ୍ବାଇ: ବିଗ୍‌ ବି ପ୍ରତି ରବିବାର ଘର ବାହାରେ ସନ୍ଧ୍ୟାରେ ଲୋକଙ୍କୁ ଭେଟିଥାନ୍ତି। ଏହି ପରମ୍ପରା ୩୭ ବର୍ଷ ଧରି ୧୯୮୨ଠାରୁ ଜାରି ରହିଥିଲା। ତେବେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବିଗ୍‌ ବି ଚଳିତ ରବିବାର ଦିନ ଏଭଳି…

ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ…

ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି। ଘର ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ଶିଖରପୁର ଗାଁ। ତାଙ୍କୁ ଯେତେବେଳେ ୧୨ବର୍ଷ ବୟସ…

ଆଙ୍କର ଆକ୍‌ଟ୍ରେସ୍‌ କ୍ରିଷ୍ଣା

କୃଷ୍ଣପ୍ରିୟା ନାଏକ ଓରଫ୍‌ କ୍ରିଷ୍ଣାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ବେଶ୍‌ ଆକସ୍ମିକ ଭାବରେ। ତାଙ୍କର ଜନ୍ମ ଜଗତ୍‌ସିଂହପୁର ଜିଲାର ତାରପୁର ଠାରେ। ତାରପୁର ହେଉଛି ଏକ କଳାର ଅଞ୍ଚଳ। ତେଣୁ କୃଷ୍ଣପ୍ରିୟାଙ୍କ ଭିତରେ ଜନ୍ମରୁ କଳା ରହିଥିଲା। ସେ ସ୍କୁଲ୍‌…

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରେ ଫିଲ୍ମ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟରରେ ସେ ବଲଉଡ୍‌ରେ ଡେବ୍ୟୁ କରିଥିଲେ। ପୂର୍ବରୁ…

ଓ୍ବେବ୍‌ ସିରିଜ୍‌ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ ଗାୟକ ତଥା ଅଭିନେତା ସ୍ବାମୀ ନିକ୍‌ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ଓ୍ବେବ୍‌ ସିରିଜ୍‌କୁ ନେଇ ଏହି ଯୋଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?